Odisha Link
Bridging the Missing Links in Odisha
Daily Archives

September 20, 2019

ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ…

ନୂଆଦିଲ୍ଲୀ: ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି। ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର…

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ…

ନୂଆଦିଲ୍ଲୀ: ବହୁ ବାଦ ବିବାଦ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। କାରଣ ଆଜି ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ରାଫେଲ ବିମାନ। ଫ୍ରାନ୍ସ ନିକଟରୁ ପ୍ରଥମ ରାଫେଲ ବିମାନ ଗ୍ରହଣ କରିଛି ଭାରତୀୟ ବାୟୁସେନା। ଆଜି ଭାରତୀୟ ବାୟୁସେନା ଟିମ୍‌କୁ ରାଫେଲ ବିମାନ ହସ୍ତାନ୍ତର କରାଯାଇଛି। ବାୟୁସେନା ଗ୍ରହଣ କରିଥିବା…

ବଲାଙ୍ଗିର ସାଂସଦ କିଏ?

ଭୁବନେଶ୍ବର: ବଲାଙ୍ଗିର ସାଂସଦ କିଏ? ଆପଣ ଜାଣିଛନ୍ତି କି? ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତିକି। ତେବେ ଜାଣନ୍ତୁ। ସରିଛି ସାଧାରଣ ନିର୍ବାଚନ। ଆଉ ସମସ୍ତଙ୍କୁ ଅଳ୍ପେ ବହୁତେ ବଲାଙ୍ଗିର ସାଂସଦ କିଏ ତାହା ମଧ୍ୟ ଜଣାଥିବ। ବଲାଙ୍ଗିର ଲୋକସଭା ଆସନରୁ ଏବେ କିଏ ପ୍ରତିନିଧିତ୍ୱ କରୁଛନ୍ତି ଓ ସରକାରୀ…

ଥଇଥାନ ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର:ଥଇଥାନ ଗୃହ କମିଟିର ପ୍ରଥମ ବୈଠକ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଚିବାଳୟର କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ରାଜ୍ୟରେ ଜଳସେଚନ, ଶିଳ୍ପ ଓ ଖଣି ପ୍ରକଳ୍ପ ଗୁଡ଼ିକର ସ୍ଥାପନ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କର…

ଓଡିଶା ଗସ୍ତରେ ଆସୁଛନ୍ତି :କେନ୍ଦ୍ର…

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନ ଠାରେ ସକାଳ ୧୦.୩୦ରେ ରାଷ୍ଟ୍ରୀୟ ଏକତା ଅଭିଯାନ ଅନ୍ତର୍ଗତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ ଉଚ୍ଛେଦ ସଂର୍ପକରେ…

ପୁଣି ବିବାଦରେ ବିଗ ବି

ମୁମ୍ବାଇ:ଏଥର ବିବାଦକୁ ଆସିଛନ୍ତି ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନ। ଆପଣମାନେ ଅମିତାଭଙ୍କ କଥା ଶୁଣି ଭାବୁଥିବା କି ସେ ଏତେ ବୁଢ଼ା ବୟସରେ ପୁଣି କି କାଣ୍ଡ କଲେ ଯେ ବିବାଦକୁ ଆସିଲେ। ସେ ଆଉ କଉ ଝିଅଙ୍କ କାଷ୍ଟିଙ୍ଗ୍‌ କାଉଜ୍‌ ଭଳି କିଛି କାମ କଲେ କି? ନା ଅନ୍ୟ କିଛି କରିଛନ୍ତି। ଏବେ ଆପଣଙ୍କ ମନରେ…

ଔଷଧ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ଯୁବ ଔଷଧ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଯୁବ ବ୍ୟବସାୟୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଖଣ୍ଡହତା ପଞ୍ଚାୟତ ପୁଇପାନ ଗାଁର ପ୍ରଦୀପ ବିଶ୍ୱାଳ। ଖଣ୍ଡହତା ଗାଁରେ ପ୍ରଦୀପଙ୍କ ଏକ ଔଷଧ ଦୋକାନ ରହିଥିବାବେଳେ ସବୁଦିନ ଭଳି ଗତକାଲି ମଧ୍ୟ ରାତି ୧୦ଟା ଦୋକାନ…

ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲଙ୍କାକାଣ୍ଡ। ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଭଙ୍ଗାରୁଜା ସହ ଉତ୍ତେଜନା ଦେଖାଦେଇଛି।ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲମାନେ ଠେଲାପେଲା କରିଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ତାତିଥିଲେ…

ଏଥର ବଦଳିବ ଯାଜପୁର-କେନ୍ଦୁଝର ରୋଡ…

ଯାଜପୁର: ଯାଜପୁର ଜିଲ୍ଲାର ପ୍ରମୁଖ ରେଳଷ୍ଟେସନ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେସନର ନାମ ପରିବର୍ତ୍ତନ କରାଯିବ। ପୂର୍ବରୁ ଏହି ରେଳଷ୍ଟେସନ ଉପରେ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଲା ବାସୀ ନିର୍ଭର କରୁଥିବାରୁ ଏହାର ନାମ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ ରହିଥିଲା। କିନ୍ତୁ ଏବେ କେନ୍ଦୁଝର ଜିଲାକୁ ରେଳ…

ଆପଣ ଜାଣିଛନ୍ତିକି, ଇ-ମେଲ୍‌ ଟିକୁ କିଏ…

ଭୁବନେଶ୍ବର:ଲୋକମାନେ ଆଜି କାଲି ଚିଠି, ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ କାଗଜ କମଲ ବ୍ୟବହାର କରିବା ଖୁବ କମ ହୋଇଯାଇଛି ।ବର୍ତ୍ତମାନ ସ୍ମାଟ ସମୟରେ ଇ-ମେଲ୍‌ର ଚାହିଦା ଜୋର ଧରିବାରେ ଲାଗିଛି । ବର୍ତ୍ତମାନ ଚିଠି ହେଉକି ଦରଖାସ୍ତ ଦୂର ସ୍ଥାନରେ ଥିବା ବ୍ୟକ୍ତିଙ୍କୁ…