Odisha Link
Bridging the Missing Links in Odisha

୪ ଆଇଏଫଏସଙ୍କୁ ପଦୋନ୍ନତି

ଭୁବନେଶ୍ବର: ରାଜ୍ୟର ୪ ଆଇଏଫଏସଙ୍କୁ ଅତିରିକ୍ତ ପିସିସିଏଫ୍‌ ପଦବୀକୁ ପଦୋନ୍ନତି କରାଯାଇଛି। ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଏବଂ ଓମ୍‌ ପ୍ରକାଶ ସିଂହଙ୍କୁ ପଦୋନ୍ନତି ହୋଇଛି। ୧୯୯୦ ବ୍ୟାଚର ସୁରେଶ ପନ୍ଥ ଓ ୯୧ର ଲିଙ୍ଗରାଜ ଓତାଙ୍କୁ ପଦୋନ୍ନତି କରାଯାଇଛି।

Comments are closed.