Odisha Link
Bridging the Missing Links in Odisha

ଦୁର୍ନୀତି ଜାଲରେ ବଲାଙ୍ଗିର ଜିଲ୍ଲା

ଭୁବନେଶ୍ବର :ଦୁର୍ନୀତି ବଲାଙ୍ଗିର ଜିଲ୍ଲାରେ ଶିରା ପ୍ରଶିରାକୁ ଚରି ସାରିଲାାଣି । କିରାଣିଙ୍କ ପରେ ଏବେ ଶ୍ରମ କମିଶନରବି ଲାଞ୍ଚ ନେଇଛନ୍ତି । ଲାଞ୍ଚ ନେବା ସମୟର ଭିଡିଓରେ କଏଦ ହେଲେ ସରୋଜ ରଂଜିତୋ ।
ଡିଭିଜିନାଲ କମିଶନର ଯାହା ଖୁସି ରେ ଦେବେ ଆମର କିଛି ଡିମାଣ୍ଡ ନାହିଁ କହି ଲାଞ୍ଚ ନେଉଛନ୍ତି । ଟେବୁଲ ଉପରେ ଥୁଆ ହୋଇଥିବା ଟଙ୍କାକୁ କାଗଜରେ ଢ଼ାଙ୍କୁଛନ୍ତି କମିଶନର ।

Comments are closed.