Odisha Link
Bridging the Missing Links in Odisha
Browsing Tag

Malkanagiri

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହେଲା…

ଓଏଲ୍‌ ବ୍ୟୁରୋ : ମାଲକାନଗିରି ସଦର ମହକୁମାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତଶରୀରକୁ ଉଦ୍ଧାର କରାଯାଇଛି। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ମାଲକାନଗିରି ସଦର ମହକୁମା ମଲିକେଶ୍ୱରୀ…

ଆମ୍ବୁଲାନ୍ସ ନଆସିବାରୁ ବୁହାହେଲେ…

ଓଏଲ୍ ବ୍ୟୁରୋ : ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଆଉ ବୁହାହେଲେ ପ୍ରସୂତି। ଏଭଳି ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ପାପଲୁର ପଞ୍ଚାୟତ ନାଏଡାଗୁଡା ଗ୍ରାମରେ। ସୂଚନା ଅନୁସାରେ, ମହିଳା ଜଣଙ୍କୁ କଷ୍ଟ ଅନୁଭବ ହେବାରୁ ସଙ୍ଗେ ସଙ୍ଗେ ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଆମ୍ବୁଲାନ୍ସ…

ବିନା ବିଶ୍ରାମରେ ୧୭ କି.ମି. ଦୌଡିଲେ ୬…

ଓଏଲ୍‌ ବ୍ୟୁରୋ : ନିଜ ଦୌଡ ଅଭ୍ୟାସ ବଳରେ ଓଡିଶା ସାରା ଚର୍ଚ୍ଚାରେ ମାଲକାନଗିରିର ୬ ବର୍ଷିୟ ରୁଦ୍ର ସେଠୀ। କ୍ଲାନ୍ତ ନହୋଇ ବିନା ଵିଶ୍ରାମରେ ଦୀର୍ଘ ୧୭ କିଲୋମିଟର ଦୌଡ଼ିଛନ୍ତି ୬ ବର୍ଷର ରୁଦ୍ର ସେଠୀ। ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା କେନ୍ଦ୍ରୀୟ…

ଚିତ୍ରକୋଣ୍ଡାରେ ବାଇକ୍‌ ଆମ୍ବୁଲାନ୍ସ…

ଓଏଲ୍‌ ବ୍ୟୁରୋ : ଦୁର୍ଗମ ଅଞ୍ଚଳବାସୀଙ୍କ ସୁବିଧା ଦେବା ପାଇଁ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ ସେବା, ଯାହାଦ୍ୱାରା ଉପକୃତ ହେବେ ରୋଗୀ। ଏହି ସେବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ…

ଯବାନ ଓ ନକ୍ସଲ ସାମ୍ନାସାମ୍ନି,…

ଓଏଲ୍‌ ବ୍ୟୁରୋ : ନକ୍ସଲ ଯବାନଙ୍କ ଉପରେ କଲେ ଗୁଳିଚାଳନା ଏବଂ ଗୁଳିଚାଳନାର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିଚାଳନାରେ ଜଣେ ନକ୍ସଲ ମୃତ ଖବର ସାମ୍ନାକୁ ଆସିଛି। ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଥିବାବେଳେ ଘଟଣା ସ୍ଥଳରେ ପୁଲିସ ନକ୍ସଲ ମଧ୍ୟରେ…

‘ମାଲକାନଗିରିର ବିକାଶ କାମ ମୋତେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ…

ଗାଁକୁ ନାହିଁ ଭଲ ରାସ୍ତା, ଧାନତଳି ରୋଇ…

ମାଲକାନଗିରି: ଗାଁକୁ ନାହିଁ ଭଲ ରାସ୍ତା। ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁନି ପ୍ରଶାସନ। ଯାହାଫଳରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। କାଦୁଅ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ମାଲକାନଗିରି ସଦର ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ଭୀମାରାଙ୍ଗିଣି ଗ୍ରାମରେ…

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ,…

ମାଲକାନଗିରି: କରୋନା କାଳରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନ ସାଢ଼େ ୧୧ଟା ୩୦ ମିନିଟରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଜିଲ୍ଲା ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ…

ଲସି ପିଇ ଶତାଧିକ ଅସୁସ୍ଥ ଘଟଣା: ଚାଲିଗଲା…

ମାଲକାନଗିରି: ଲସି ପିଇ ଶତାଧିକ ଲୋକ ଗୁରୁତର ଘଟଣାରେ ଜଣେ ନାବାଳିକାଙ୍କର ମୃତ୍ୟୁ। ମାଲକାନଗିରି ସିମିଳିବଞ୍ଛା ଗାଁର ୧୨ ବର୍ଷର ଝିଅ ଅଡମା ମାଡ଼କାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କିଛିଦିନ ତଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨…

ମାଲକାନଗିରି: ସାରା ରାଜ୍ୟରେ ଲାଗିଛି କରୋନା କଟକଣା। ହେଲେ କଟକଣାକୁ ଫୁ କରି ସକ୍ରିୟ ରହୁଛନ୍ତି ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣେ ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଖବର…