Odisha Link
Bridging the Missing Links in Odisha
Browsing Tag

NIRANJAN PUJARI

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ…

ଓଏଲ୍ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି। ଗତକାଲି ପୁଲିସ କର୍ମଚାରୀ ଗୋପାଳଙ୍କ ଗୁଳି ମାଡ଼ରେ ଟଳି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପରେ ତାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ମାନଙ୍କ ଅନେକ ସମୟ ଚେଷ୍ଟା ପରେ ବି ଜୀବନ ଯୁଦ୍ଧରେ ହାରିଯାଇଥିଲେ…

ଓଡ଼ିଶା ବଜେଟ ୨୦୨୧-୨୨: କେଉଁ କ୍ଷେତ୍ର…

ଭୁବନେଶ୍ବର: ସୋମବାର ଅପରାହ୍ନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାମାରୀ ପରେ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବେଜଟ ଉପସ୍ଥାପନ କରିଛନ୍ତି। ଚଳିତଥର ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି। ନାଭା ଆପ ଜରିଆରେ ଚଳିତ ଥର…

ଓଡ଼ିଶା ବଜେଟ୍‌ ୨୦୨୧-୨୨: ପ୍ରଥମଥର ପାଇଁ…

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଥର ବିଧାନସଭାରେ ଡିଜିଟାଲ ବଜେଟ ଉପସ୍ଥାପନା କରିଛନ୍ତି ନିରଞ୍ଜନ ପୂଜାରୀ। କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ନାଭା ଆପ…

ସଙ୍ଗରୋଧରେ ଦୁଇ ମନ୍ତ୍ରୀ: ପୁରୀ ଓ…

ଭୁବନେଶ୍ୱର: କ୍ବାରେଣ୍ଟାଇନ୍‌ରେ ରାଜ୍ୟର ୨ ବରିଷ୍ଠ ମନ୍ତ୍ରୀ। ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ କ୍ବାରେଣ୍ଟାଇନ୍‌ ରହିବାକୁ ପରାମର୍ଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବି କ୍ବାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି । ଏନେଇ ଗଞ୍ଜାମ ଓ ପୁରୀରେ ପତାକା ଉତ୍ତୋଳନ କରିବେନି…

ଓଡ଼ିଶା ବଜେଟ: ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ…

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟ୍ ବ୍ୟୟ ବରାଦ ୫ ବର୍ଷରେ ୨ ଗୁଣା ହୋଇଛି। ୨୦୨୦-୨୧ ବର୍ଷ ପାଇଁ ୭,୭୦୦ କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ହୋଇଛି। ବିଜୁ…

ବଜେଟ: କୃଷି କ୍ଷେତ୍ର ପାଇଁ ୧୯ ହଜାର ୪…

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ୨୦୨୦-୨୧ ପାଇଁ କୃଷି ବଜେଟରେ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧି କୃଷି ନୀତି ୨୦୨୦ ଘୋଷଣା ହୋଇଛି। କାଳିଆ ଯୋଜନାରେ…

ଉପସ୍ଥାପିତ ହେଲା ଓଡ଼ିଶା ବଜେଟ ୨୦୨୦-୨୧,…

ଭୁବନେଶ୍ବର: ଆଜି ଅପରାହ୍ନରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ ହେଲା। ଚଳିତ ବଜେଟକୁ ପେପରଲେସ କଲେ ରାଜ୍ୟ ସରକାର। ପ୍ରଥମଥର ପାଇଁ ବିନା କାଗଜ ପତ୍ରରେ ପଢାଗଲା ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଇପ୍ୟାଡରେ ବଜେଟ ଉପସ୍ଥାପନା କଲେ। ତେବେ ଗ୍ରୀନ ବଜେଟ ପାଇଁ…

ରାଜ୍ୟରେ ଆର୍ଥିକ ଅନ୍ତୁର୍ଭୁକ୍ତିକରଣ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୫ ‘ଟି’ ଯୋଜନାର ସଫଳ ରୂପାୟନ ପାଇଁ ଆଜି ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀର ଓ୍ବେବସାଇଟର ଅର୍ଥ, ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷଣରତ ଅଫିସରମାନଙ୍କର ଭୌତିକ ତଥା ଶାରୀରିକ ବିକାଶ ନିମନ୍ତେ ଏକ ନୂତନ…

ମନ୍ତବ୍ୟ ବାଦ୍‌ ଦିଆନଗଲେ ବିଧାନସଭା ଆଉ…

ଭୁବନେଶ୍ବର: ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିବା ଘଟଣାରେ ଆଜି ଶାଣିତ ସ୍ୱରରେ ମହାରଥୀ କଡ଼ା ଜବାବ ଦେଇଛନ୍ତି। ମହାରଥୀ କହିଛନ୍ତି,“ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି…

ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନା କଲେ…

ଭୁବନେଶ୍ୱର : ଆଜି ବିଧାନସଭାରେ ଖୋଲିଲା ନିରଞ୍ଜନ ପୂଜାରୀଙ୍କ ପେଡ଼ି। ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର ୭୧୪ କୋଟି ଟଙ୍କା କୃଷି…