Odisha Link
Bridging the Missing Links in Odisha
Browsing Tag

Patakura Election

ବିଜେଡ଼ିର ବିଜୟ ଅପେକ୍ଷା ଚର୍ଚ୍ଚାରେ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭାକୁ ଶେଷରେ ହାତେଇଛି ବିଜେଡ଼ି। ପାଟକୁରା ନିର୍ବାଚନରେ ହେଉଥିବା ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲାଙ୍କ ଠାରୁ ୧୭,୯୨୦…

ପାଟକୁରାରେ ଶୁଭିଲା ଶୁଭ ଶଙ୍ଖ!

ଭୁବନେଶ୍ବର: ପାଟକୁରା ନିର୍ବାଚନରେ ବିଜୟ ଦ୍ୱାରଦେଶରେ ବିଜେଡି। ପାଟକୁରାରେ ପୁଣି ଶୁଭିବ ଶୁଭ ଶଙ୍ଖ। ୧୮ ରାଉଣ୍ଡରୁ ୧୬ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୨୩୪ ଭୋଟରେ ଆଗରେ ରହିଛନ୍ତି। ଆଉ ଏହାସହ ବିଜେପିର ଟାଣୁଆ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ…

LIVE UPDATE: ପାଟକୁରା ନିର୍ବାଚନ ଫଳାଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି। ଗୋଟିଏ ପରେ ଗୋଟିଏ ରାଉଣ୍ଡର ଗଣତି ଚାଲୁ ରହିଛି। ଫଳାଳକୁ ନେଇ ବେଶ ଆଶାବାଦୀ ଉଭୟ ବିଜେଡ଼ି ଓ ବିଜେପି। ତେବେ ଆସନ୍ତୁ ଜାଣିବା କେଉଁ ରାଉଣ୍ଡରେ କଣ ଫଳାଫଳ ହେଉଛି ତାର ଲାଇଭ ଅପଡେଟ ଆମେ ଆପଣଙ୍କୁ ଦେଉଛୁ। ୧୮ ରାଉଣ୍ଡ: ୧୮…

ପାଟକୁରା: ଆଜି ସୁପର ଓଭରରେ କିଏ ମାରିବ…

କେନ୍ଦ୍ରାପଡ଼ା: ଆଜି ପାଟକୁରା ବିଧାନସଭା ନିର୍ବାଚନ ଭୋଟଗଣତି। କିଏ ଜିତିବ କିଏ ହାରିବ ଫଳାଫଳ ଘୋଷଣା ପରେ ଜଣା ପଡ଼ିବ। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନରେ ବିଜୟୀ ହେବା ନେଇ ଦମ୍ଭୋକ୍ତି ବାଢ଼ିଥିବାବେଳେ ଅନ୍ୟପଟେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଦଳର ବିଧାୟକ ମାନେ ପୂର୍ବରୁ କହି…

ପାଟକୁରା ଓସ୍ତପୁରର ୨୧୮ ନଂ ବୁଥ ଓ…

କେନ୍ଦ୍ରାପଡା : ପାଟକୁରା ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଧୀରେ ଧୀରେ ବୁଥ ଗୁଡିକରେ ଭୋଟରଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ବର୍ଷାରେ ଓଦା ହୋଇ ମଧ୍ୟ ଭୋଟରମାନେ ଭୋଟ ଦେବାକୁ ଆସୁଛନ୍ତି । ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ…

ନିର୍ବାଚନ ପାଇଁ ନିୟୋଜିତ ହେବେ ୪…

କଟକ : ୨୦ ତାରିଖରେ ହେବ ପାଟକୁରା ନିର୍ବଚନ ମଣ୍ଡଳୀର ନିର୍ବାଚନ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ…

ଆଜି ପାଟକୁରାରେ ନବୀନ କରିବେ ରୋଡ୍ ଶୋ

ଭୁବନେଶ୍ବର: ଆଜି ପାଟକୁରାରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ। ସାଧାରଣ ନିର୍ବାଚନବେଳେ ଯେଉଁ ଅତ୍ୟାଧୁନିକ ବସରେ ନବୀନ ପ୍ରଚାର କରୁଥିଲେ ସେହି ବସରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ବୋଲି ସୂଚନା ରହିଛି। ନବୀନ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ, ଗରଦପୁର ଓ ମାର୍ଶାଘାଇ…

ବିଧାନସଭାର ନୂଆ ଠିକଣା ପାଟକୁରା

ଭୁବନେଶ୍ବର: ବିଧାନସଭା ସମୟରେ ରାଜ୍ୟର ରାଜସ୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ବିଡମ୍ବନାର ବିଷୟ ବିଧାୟକ ମାନେ ଉପସ୍ଥିତ ରହୁନାହନ୍ତି ବିଧାନସଭାରେ। ଯାହା ଫଳରେ ରାଜ୍ୟର ରାଜସ୍ବ ବହୁ ପରିମାଣରେ କ୍ଷତି ହେଉଛି। ଏ କଥା ଆମେ ଆପଣଙ୍କୁ କହୁ‌ଛୁ କାରଣ ବିଧାନସଭା ଚାଲିଥିବା ସମୟରେ ଶାସକ ଦଳର…

ପ୍ରଚାରରୁ ଫେରିବା ପରେ ଏମିତି କହିଲେ…

ଭୁବନେଶ୍ବର : ଆଉ ମାତ୍ର ଅଳ୍ପ ଦିନ ପରେ ପାଟକୁରା ନିର୍ବାଚନ । ନିର୍ବାଚନକୁ ନେଇ ପାଟକୁରାରେ ଜୋରଦାର ପ୍ରଚାରରେ ମାତିଛନ୍ତି ସବୁ ରାଜନୈତିକ ଦଳ । ପୂର୍ବରୁ ଶାସକ ବିଜେଡି ଦିନରାତି ଏକ୍ କରି ପ୍ରଚାର ଚଳାଇଥିବା ବେଳେ, ଏବେ ଆକ୍ସନ ମୋଡରେ ବିଜେପି ଆଉ କଂଗ୍ରେସ । ପାଟକୁରାରୁ ନିର୍ବାଚନ ପ୍ରଚାରରୁ ଫେରିବା…

କାହା ପକେଟରେ ପାଟକୁରା?

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ପୁଣି ଆସିଯାଇଛି ନିର୍ବାଚନୀ ଋତୁ।ଆଉ ଦିନ କେଇଟା ପରେ ଜୁଲାଇ ୨୦ରେ ପାଟକୁରାରେ ହେବ ବିଧାନସଭା ନିର୍ବାଚନ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ନେଇ ନେତା ମନ୍ତ୍ରୀ ଜାଗତିଆର ହେବା ସହିତ ଲୋକଙ୍କ ମନ ଜିଣିବା ପାଇଁ ପ୍ରୟାସ…