Odisha Link
Bridging the Missing Links in Odisha
Browsing Tag

Rani Panda

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ନାଁରେ ଏତଲା

ବାଲେଶ୍ଵର: ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି । ଏନେଇ ଅଭିଯୋଗ ଦାୟର କରିଛନ୍ତି ଯାତ୍ରା କଳାକାର ବାପି ପଣ୍ଡା। ବାଲେଶ୍ଵର ଏସଡିଜେମ୍ କୋର୍ଟରେ କେଶ୍ ଫାଇଲ କରିବା ପରେ, ମାନ୍ୟବର କୋର୍ଟ ଏହାର ତତନ୍ତ ପାଇଁ ବାଲେଶ୍ବର ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ…

ଭୁବନେଶ୍ବରରେ ରାଣୀ ପଣ୍ଡାଙ୍କ ଯାତ୍ରା…

ଭୁବନେଶ୍ବର: "ସିଏମ୍‌ ମୋର ସିଏ, ପାଣ୍ଡିଆନଙ୍କୁ ମୁଁ ଦିଅର ଭାବେ ଆଉ ମୋଦି ହେଉଛନ୍ତି ମୋର ଦେଢ଼ଶୁର।" ଭୁବନେଶ୍ବରରେ ଆଜି ଗଣମାଧ୍ୟମକୁ ଏଭଳି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବିରେ ଲୋୟର ପିଏମ୍‌ଜି ଛକରେ କଳାକାରଙ୍କ ବିକ୍ଷୋଭର ନେତୃତ୍ବ ନେଇ ରାଜ୍ୟ…

ଓଡ଼ିଆ ଭଜନ ଗାଇ ପୁଣି ଚର୍ଚ୍ଚାରେ…

ଭୁବନେଶ୍ବର: କଣ୍ଟ୍ରୋଭର୍ସି କୁଇନ୍‌ ରାନୀ ପଣ୍ଡାଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବଦା ବିବାଦରେ ରହୁଥିବା ରାନୀ ପଣ୍ଡା ଏବେ ଗୋଟିଏ ପରେ ଗୋଟିଏ ଭଲ କାମ କରି ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ କରୋନା ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ୫୦ ହଜାର ଟଙ୍କାର ଏକ ଚେକ୍‌…

କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ଘଡ଼ିସନ୍ଧୀ…

ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି…

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ଚଳିତବର୍ଷ ଖଣ୍ଡଗିରିର ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ। କାରଣ ରାନୀ ପଣ୍ଡା ଓ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରି ଆସିବାକୁ ମନା। ବ୍ୟାନ…

ମୋର ସବୁ ଠିପି ବନ୍ଦ ହୋଇଯାଇଛି: ରାନୀ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ରାନୀ ପଣ୍ଡା। ହେଲେ ଏଥର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରାନୀ। ପୂର୍ବରୁ ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ‘ଅଶ୍ଳୀଳ’ ନୃତ୍ୟ ପରିବେଷଣ କରିବା ଅଭିଯୋଗ ଆସିବା ପରେ ସାରା ଓଡ଼ିଶାରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆଉ ଅଜଣା ଓ ଅଚିହ୍ନା ଜଣେ ନାୟିକା ରାତାରାତି…