Odisha Link
Bridging the Missing Links in Odisha
Daily Archives

March 24, 2019

ଦଶପଲ୍ଲାରେ ନକଲି ମାଓ ପୋଷ୍ଟର

ଦଶପଲ୍ଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ଡ୍ୟାମ୍‌ ନିକଟରେ ମାଓବାଦୀ ନାମରେ ୨ଟି ଧମକପୂର୍ଣ୍ଣ ପୋଷ୍ଟର୍‌କୁ ଜବତ କରିଛି ପୁଲିସ୍‌। ଦଶପଲ୍ଲାରେ ବିଜେଡି ଟିକେଟ୍ ପାଇଥିବା ରମେଶ ବେହରାଙ୍କୁ ହତ୍ୟା…

ବିଜେପିରେ ମିଶିଲେ ଅବସରପ୍ରାପ୍ତ ପ୍ରଶାସକ…

ଭୁବନେଶ୍ବର: ଆଜି ବିଜେପିରେ ଯୋଗ ଦେଇଛନ୍ତି ଅବସରପ୍ରାପ୍ତ ଓଡ଼ିଆ ପ୍ରଶାସକ ପଞ୍ଚାନନ ଦାଶ। ସେ ପୂର୍ବରୁ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର ସଚିବ ଥିଲେ। ପରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରି କିଛି ମାସ ତଳେ ଅବସର ଗ୍ରହଣ କରିଛନ୍ତି।…

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ ଯୋଗ ଦେଇଛନ୍ତି।…

ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଆଜି ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୟାଗଡ଼ ଖେଳ ପଡ଼ିଆରେ ଏକ ବିଶାଳ ଜନସମୁଦ୍ରକୁ ସମ୍ବୋଧିତ କରି ୨୦୧୯ ସାଧାରଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜେଡି ମୁଖ୍ୟ। କେନ୍ଦ୍ରରେ ଏଥର କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି…

ଆଜି ବିଜେପିରେ ମିଶିବେ ପ୍ରକାଶ ମିଶ୍ର,…

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ…