Odisha Link
Bridging the Missing Links in Odisha
Daily Archives

June 12, 2019

ମୁଖ୍ୟ ନିର୍ବାଚନ ଅଧିକାରୀ ପାଟକୁରା…

କେନ୍ଦ୍ରାପଡା : ‘ଫନି’ ପ୍ରଭାବିତ ପାଟକୁରା ନିର୍ବାଚନ ମଣ୍ତଳୀରେ ନିର୍ବାଚନ ପରିଚାଳନା ସମ୍ଭବ ହେବ କି ନାହିଁ ଏ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର,…

୨୦୨୦ରୁ ୱିଣ୍ଡୋ ୭ର ଜୀବନକାଳ ଶେଷ

ଭୁବନେଶ୍ବର: ଆପଣ ଅଫିସ୍‌ କିମ୍ବା ଘରେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି। ଯଦି ଆପଣଙ୍କ କମ୍ପ୍ୟୁଟରରେ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ୍‌ ଅଛି ତାହାଲେ ତୁରନ୍ତ ବଦଳାନ୍ତୁ। କାହିଁକିନା ୨୦୨୦ ମସିହାରେ କମ୍ପ୍ୟୁଟର ମାର୍କେଟରେ ଦେଖିବାକୁ ମିଳିବ ନାହିଁ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ। ଆସନ୍ତା ବର୍ଷ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର ନାଏକଙ୍କ…

କେଉଁ ଖେଳାଳୀକୁ ଇଂଲଣ୍ଡ ଗସ୍ତ ପାଇଁ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବାମହାତୀ ଅପନର ଶିଖର ଧାଓ୍ବନ ଆହତ ହୋଇ ୩ ସପ୍ତାହ ଟିମରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନ କିଏ ନେବ ସେଥିପାଇଁ ପାଇଁ ଚର୍ଚ୍ଚା ହେଉଥିଲା। ଯୁବ ଖେଳାଳୀ ସ୍ରେୟସ ଆୟାର ଏବଂ ଋଷିଭ ପନ୍ଥଙ୍କ ନାଁ ଜୋର ଚର୍ଚ୍ଚା ହେଉଥିଲା। ବିଶେଷ ସୁତ୍ରରୁ ପ୍ରକାଶ ଯେ, ଏବେ ଇଂଲଣ୍ଡ ଫ୍ଲାଇଟ…

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଢିବନି…

ଭୁବନେଶ୍ବର : ଏ ବର୍ଷ ଆଉ ବିଜୁଳି ଦର ବଢ଼ିବନି । ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରଖିଲା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର୍.ସି) । ଦର ବୃଦ୍ଧି ନେଇ ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକ ପୂର୍ବରୁ ଦାବି କରିଥିଲେ । ଦର ନିର୍ଦ୍ଧାରଣ ବାବଦରେ ବସିଥିବା ବୈଠକରେ ଏନେଇ ସବିଶେଷ…

ରାଜ୍ୟରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ବର : ରାଜ୍ୟ ସାରା ସବୁଆଡ଼େ ଅସମ୍ଭାଳ ତାତି। ରାଜ୍ୟ ତମାମ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଓଡ଼ିଶାକୁ ସପ୍ତାହକ ଭିତରେ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମାତ୍ର ମୌସୁମୀ ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷାର ବି ଦେଖାନାହିଁ । ଜୁନ୍ ଦ୍ବିତୀୟ ସପ୍ତାହଠାରୁ ପ୍ରଚଣ୍ଡ ଖରା ଓ ଅସହ୍ୟ…

ମିସନ ଗଗନଯାନ: ୧୦ ଜଣ ମହାକାଶଚାରୀ ଚୟନ…

ନୂଆଦିଲ୍ଲୀ: ଦେଶର ଖୁବଶିଘ୍ର ପ୍ରଥମ ମାନବଧାରୀ ମହାକାଶ ଅଭିଯାନ ତଥା ମିସନ ଗଗନଯାନ ଆରମ୍ଭ ହେବ। ସେଥିପାଇଁ ଦେଶର ପ୍ରଥମ ମାନବବାହୀ ଅଭିଯାନ ଲାଗି ପୂରା ଦମ୍‌ରେ ପ୍ରସ୍ତୁତି ଚାଲିଛି। ଏନେଇ ଦେଶର ପ୍ରଥମ ମାନବଧାରୀ ମହାକାଶ ଅଭିଯାନ ନିମନ୍ତେ ଭାରତୀୟ ବାୟୁସେନାର ୧୦ ଜଣ ସମ୍ଭାବ୍ୟ ମହାକାଶଚାରୀଙ୍କୁ ଚୟନ…

ଝାଡ଼ଖଣ୍ଡୀ ହାତୀପଲ ଏବେ ନୀଳଗିରି ମୁହାଁ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ…

ଓ୍ୱାଇଏସଆର କଂଗ୍ରେସର ସାଂସଦ ଉପବାଚସ୍ପତି…

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଲୋକସଭାରେ ଉପବାଚସ୍ପତି କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଓଡ଼ିଶାର ଶାସକ ଦଳର ସାଂସଦଙ୍କୁ ଉପ ବାଚସ୍ପତି ପଦ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏନଡିଏରେ ସାମିଲ ଥିବା ଶିବସେନା ଏହାକୁ ବିରୋଧ କରିବାରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।…

ମହିଳା ଭାଙ୍ଗିଲେ ମଦ ଭାଟି

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗ ଗାଁରେ ଦୀର୍ଘଦିନ ଧରି ଚୋରା ମଦ କାରବାର ହେଉଥିଲା। ଏହାକୁ ନେଇ ଥାନାରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ସେଠାକାର ଶତାଧିକ ମହିଳା ଜୋରଜବଦସ୍ତ ଭାଟିରୁ ମଦ ବୋତଲ…