Odisha Link
Bridging the Missing Links in Odisha
Daily Archives

June 12, 2019

ପାକିସ୍ତାନ ଆକାଶରେ ଉଡ଼ିବ ନାହିଁ ନମୋଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଆକାଶପଥରେ ଉଡ଼ିବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ କିର୍ଗିଜସ୍ତାନର ବିଶକେକ ଯିବେ ନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକ-ଆକାଶ ପଥ ଦେଇ ନେଇଯିବାର ବିଚାର କରାଯାଇଥିଲା, କିନ୍ତୁ…

ମାଓବାଦୀଙ୍କ ଗଡ଼ରେ ଆଇଏଏସ୍‌ ଅଫିସର୍‌:…

ରାୟଗଡ଼ା: ମାଓବାଦୀମାନଙ୍କ ଗଡ଼ ହେଉଛି ରାୟଗଡ଼ା ଜିଲ୍ଲା। ରାୟଗଡ଼ା ଅଞ୍ଚଳରେ ରହିଛି ଅନେକ ସମସ୍ୟା। ରାୟଗଡ଼ା ଜିଲ୍ଲାରେ ଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧିନସ୍ଥ ଗ୍ରାମଗୁଡ଼ିକର ଆଦିବାସୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗାଁରେ ପହଞ୍ଚିଥିଲେ ରାୟଗଡ଼ାରେ ଡିଆର୍‌ଡିଏ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ। ୨୭…

ପ୍ରତି ଘରକୁ ମିଳିବ ଗୋଟିଏ ଲେଖାଏ ବାଲଟି

କଟକ : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏହାରି ଭିତରେ ସହର ବାସୀଙ୍କ ପାଇଁ କେତେବେଳେ ମୋ ବସ୍‌ ତ କେତେବେଳେ ମୋ ସାଇକେଲ। ହେଲେ ଏବେ ରାଜ୍ୟ ସରକାର କଟକ ସହର ବାସୀଙ୍କ ପାଇଁ ଗୋଟେ ନୂଆ ଯୋଜନା ଆଣିଦେଇଛନ୍ତି। ସେହି ଯୋଜନାଟି ହେଉଛି ବାଲଟି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି…

ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ…

ଭୋପାଲ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଶିବନାରାୟଣ ମୀନାଙ୍କ ପରଲୋକ ହୋଇଛି। କେଦାରନାଥ ଯାତ୍ରା କରୁଥିବା ବେଳେ ରୁଦ୍ରପ୍ରୟାଗ ନିକଟରେ ମୀନା ହୃଦଘାତର ଶିକାର ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ମଧ୍ୟପ୍ରଦେଶ ରାଜନୀତିରେ ମୀନା ଜଣେ ଜଣାଶୁଣା…

ମୌସୁମୀ ଆସିବା ପାଇଁ ବାଧକ ସାଜିଛି…

ଭୁବନେଶ୍ୱର : ବାତ୍ୟା ପ୍ରଭାବରେ ଓଡିଶାରେ ବିଳମ୍ବରେ ପହଞ୍ଚିପାରେ ମୌସୁମୀ । ପଶ୍ଚିମବଙ୍ଗ ଓ ଓଡିଶାକୁ ମୌସୁମୀ ବିଳମ୍ବରେ ଆସିପାରେ । ପୂର୍ବରୁ ଜୁନ ତୃତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରାଯାଉଥିଲା । ସ୍ଥଳଭାଗରେ ବାତ୍ୟା ବାୟୁ ମାଡ଼ ପରେ ମୌସୁମୀର ସ୍ଥିତି ଜଣାପଡିବ ବୋଲି ଆଞ୍ଚଳିକ…

ରାଜନୈତିକ ବାହାବା ନେବା ବନ୍ଦ କରନ୍ତୁ

ଭୁବନେଶ୍ୱର : ରାଜ୍ୟ ସରକାର ରାଜନୈତିକ ବାହାବା ନେବା ବନ୍ଦ କରନ୍ତୁ । କେନ୍ଦ୍ର ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଓଡ଼ିଶାକୁ ଫୋକସ ଷ୍ଟେଟ’ ଦାବି ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଓଡ଼ିଶାକୁ ସ୍ୱତନ୍ତ୍ର…

୧୭ କିମ୍ବା ୧୮ରେ +୨ ପ୍ରକାଶ ପାଇବ…

ଭୁବନେଶ୍ୱର : +୨ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ । ଆସନ୍ତା ୧୭ ତାରିଖ କିମ୍ବା ୧୮ ତାରିଖରେ +୨ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ମୋଟ ୩,୬୫,୮୨୬ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଯୁକ୍ତ ଦୁଇ ପରୀକ୍ଷାର୍ଥି…

ଜୋର ଧରିଲା ବିଧାୟକଙ୍କ ଗିରଫ ଦାବି

ଭୁବନେଶ୍ୱର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ଜେଇଙ୍କୁ ଉଠବସ କରାଇବା ଘଟଣାରେ ତାଙ୍କର ଗିରଫ ଦାବି ଜୋର ଧରିଛି । ବିଧାୟକ ଶ୍ରୀ ମେହେରଙ୍କ ଗିରଫ ଦାବି ନେଇ ଏବେ ଆଦିବାସୀ ତାତିଛନ୍ତି । ଆଜି ଆଦିବାସୀମାନେ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ବଜାଇ ବଲାଙ୍ଗୀର ଜିଲ୍ଲାପାଳଙ୍କ…

ଲଣ୍ଡନରେ ‘ଭାରତ’ ମୁଭି…

ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ବିଶ୍ବକପରେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ମଣ ଜିଣୁଛି ଭାରତୀୟ କ୍ରିକେଟ ଦଳ। ଏପଟେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆର ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ଥିବା ବେଳେ…

କମାଣ୍ଡାଣ୍ଟଙ୍କ ବିରୋଧରେ ଦୁର୍ବ୍ୟବହାର…

ଭୁବନେଶ୍ୱର : ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆସିଛି । ଟ୍ରେନିଂରେ ଥିବା ଏସଆଇ ବିଶ୍ୱଜିତ ବେହେରା ଏହି ଅଭିଯୋଗ ଆଣିଛନ୍ତି । ଟ୍ରେନରଙ୍କୁ କମାଣ୍ଡାଣ୍ଟ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରୁଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ଟ୍ରେନିଂ କ୍ୟାମ୍ପରେ ବଳପୂର୍ବକ…