Odisha Link
Bridging the Missing Links in Odisha

ଲିଚୁର ନମୁନା ଯାଞ୍ଚ ହେବ, ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ବିହାରରେ ଏଇସି ମୃତ୍ୟୁକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଖାଦ୍ୟ ନିରାପତ୍ତା କମିସନରଙ୍କୁ ସଜାଗ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହାସହ ବଜାରରେ ବିକ୍ରି ହେଉଥିବା ଲିଚୁର ନମୁନା ପରୀକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

Comments are closed.