ରାଜ୍ୟସଭା ଉପନିର୍ବାଚନ: ଆଜି ପ୍ରକାଶ…
ଭୁବନେଶ୍ୱର: ରାଜ୍ୟସଭାକୁ କିଏ ଯିବ ତାକୁ ନେଇ ରାଜ୍ୟ ରାଜନୀତି ସରଗରମ। ଏହାସହ ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ଜୁନ୍ ୨୫ ରହିଛି। ଆବଶ୍ୟକ ପଡ଼ିଲେ ଜୁଲାଇ ୫ ତାରିଖରେ…