Odisha Link
Bridging the Missing Links in Odisha
Daily Archives

June 18, 2019

ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲରେ ହେବ…

ଭୁବନେଶ୍ବର: ଆସନ୍ତା ଜୁନ ୨୧ ତାରିଖ ଅନ୍ତର୍ଜାତୀୟ କବିତା ଦିବସ ଅବସରରେ ବିଶ୍ବବ୍ୟାପୀ ୧୬୦ଟି ସହରରେ ପାଳିତ ହେଉଛି ବିଶ୍ବ କବିତା ଉତ୍ସବ। ଏଥିରେ ଭୁବନେଶ୍ବର ମଧ୍ୟ ସାମିଲ ହୋଇଛି। ଭୁବନେଶ୍ବରର ପ୍ରସିଦ୍ଧ ଶିଶୁ ଶିକ୍ଷା ବିଦ୍ୟାଳୟ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ ଏହି ଉତ୍ସବକୁ ଆୟୋଜନ କରୁଛନ୍ତି।…

ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ଜଣାଯାଇଛି ।  ସହିଦ ଓଡ଼ିଆ ଯବାନ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳ ଗ୍ରାମର ଅଜିତ ସାହୁ ।  ଗତକାଲି ଆତଙ୍କବାଦୀଙ୍କ ସହ ମୁହାଁମୁହିଁରେ ଅଜିତ ସହିଦ ହୋଇଥିଲେ ।  ଅଜିତଙ୍କ ସହିଦ ହେବା…

ସମସ୍ୟା ଘେରରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଳ୍ଲାରେ ବହୁତ ସମସ୍ୟା ରହିଛି। ଏ କଥା ଆମେ କହୁନାହୁଁ ନବ ନିର୍ବାଚିତ ଆସ୍କା ସାଂସଦ ପ୍ରମିଳା ବିଶୋଇ କହିଛନ୍ତି। ଗତକାଲି ୧୭ତମ ଲୋସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ନିର୍ବାଚିତ ସାଂସଦମାନେ ଶପଥପ୍ରହଣ କରିଥିଲେ। ଓଡ଼ିଶାରୁ…

ପୁଣି ଚର୍ଚ୍ଚାରେ ସୋନା, ସଲ୍‌ମାନ୍‌ଙ୍କୁ…

ମୁମ୍ବାଇ : ନିଜର ଅଜବ୍‌ ଅଜବ୍‌ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର । ନିକଟରେ ସେ ପୁଣି ଥରେ ସଲ୍‌ମାନ୍‌ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି।…

ଶ୍ରୀମନ୍ଦିରରେ ବିଜେ ହେଲେ ପଟିଦିଅଁ

ପୁରୀ : ସୋମବାର ବିଳମ୍ବିତ ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବା ବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅଟକିଛନ୍ତି । ଆଜିଠାରୁ ଏଠାରେ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ । ଅଣସରବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି । ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ…

କାର୍ ପୋଡି ଦେଲେ ଦୁର୍ବୃତ୍ତ

ଭଞ୍ଜନଗର : ଅଜଣା କାର୍‌କୁ ଜାଳିଦେଲେ କିଛି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ବୋରଦା ନିକଟରେ କାର୍‌ଟିକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ତେବେ ଗାଡିଟି କାହାର ଏବଂ କାହିଁକି କିଏ ଗାଡିଟିକୁ ପୋଡିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ଏହି ଗାଡି ପୋଡି ପଛରେ ମାଓବାଦୀଙ୍କ ହାତ…

ଲୋକସଭାର ନୂଆ ବାଚସ୍ପତି ହେବେ ଓମ୍‌…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିରେ ଲୋକସଭାର ବାଚସ୍ପତି ହେବେ ବିଜେପି ସାଂସଦ ଓମ୍ ବିର୍ଲା। ଚଳିତବର୍ଷ ସାଧାରଣ ନିର୍ବାଚନରେ ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ସେ ଲୋକସଭାର ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ…

ଜୁନ୍ ୨୦ ରୁ ମେଡିକାଲ କାଉନସେଲିଂ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଏବଂ ବେସରକାରୀ ମେଡି କଲେଜରେ ଥିବା ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୨୦ ତାରିଖରୁ କାଉନସେଲିଂ ପ୍ରକି୍ରୟା ଆରମ୍ଭ ହେବ । ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ୧୯ ହଜାର ଛାତ୍ରଛାତ୍ରୀ ନିଟରେ…

ବିଧାୟକଙ୍କୁ ସ୍ନାନବେଦୀ ଉପରକୁ ଚଢ଼ିବାକୁ…

ପୁରୀ : ଘରେ ନ ପଶୁଣୁ ଚାଳ ବାଜିବା ନ୍ୟାୟରେ ପୁରୀର ନବ ନିର୍ବାଚିତ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବିବାଦ ଘେରକୁ ଆସିଛନ୍ତି ।ଗତକାଲି ପୂର୍ବାହ୍ନ ୧୦ଟା ୧୦ ମିନିଟରେ ବିଧାୟକ ଶ୍ରୀ ଷଡଙ୍ଗୀ ଧୋତି ପିନ୍ଧି ସ୍ନାନବେଦୀ ଉପରକୁ ଚଢ଼ି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କୌଣସି ଅପ୍ରାଧିକୃତ ସେବକ ସ୍ନାନବେଦୀ…

୧୯ ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ବର : ଆଉ ମାତ୍ର ଦିନକ ପରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହେବ। ଗିତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଓ ୧୫ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ବିଦ୍ୟାଳୟ ଖୋଲିବା ବିଳମ୍ବ ହେବ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର…