Odisha Link
Bridging the Missing Links in Odisha
Daily Archives

June 18, 2019

ନିଆଁରେ ଜଳିଗଲା ୩୦ ବଖରା ଘର

ଆସିକା : ଗଞ୍ଜାମ ଜିଲାର ଧରକୋଟ ବ୍ଳକ ଶରଧାପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ଟି ପରିବାରର ୩୦ ବଖରା ଘର ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ରାଜନଗର ଉପ-ଡାକଘରୁ ଲୁଟ୍ ଉଦ୍ୟମ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଉପ-ଡ଼ାକଘରୁ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ଡାକ ଘର ତାଲା ଭାଙ୍ଗି ଭିତରେ ପଶି ଟଙ୍କା ଥିବା ଆଇରନ ଚେସକୁ ଭଙ୍ଗାରୁଜା କରିବା ସହିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏଣେତେଣେ ପକାଇବା ସହିତ କମ୍ପ୍ୟୁଟର ଓ ଫ୍ୟାନ୍…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ରାଜ୍ୟ…

ଭୁବନେଶ୍ବର: ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଉ ଏକ ପାଦ ଆଗକୁ ବଢିଛି। କାରଣ ଭୁବନେଶ୍ବର ଏମ୍ସ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛି। ଏନେଇ ରାଜ୍ୟ ସରକାର ଓ ଏମ୍ସ ହସ୍ପିଟାଲ ମଧ୍ୟରେ ଏକ ଏମଓୟୁ ଚୁକ୍ତି ସ୍ୱାକ୍ଷର ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ,…

କଳାହାଣ୍ଡିରେ ଋଣ ଜାଲିଆତି : ତିନି ଶହରୁ…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡ ଶାଖାରେ ବ୍ୟାଙ୍କ କର୍ମଚାରୀ, ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଓ ଦଲାଲ ମିଶି ଚାଷୀଙ୍କ ନାଁରେ ବେନାମୀ କୃଷି ଋଣ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରିଥିବା ସମ୍ନାକୁ ଆସିଛି । ଉତ୍କଳ…

ଆସନ୍ତାକାଲି ପ୍ରକାଶ ପାଇବ OJEE ପରୀକ୍ଷା…

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ OJEE ପରୀକ୍ଷା ଫଳ। କାଲି ସାଢ଼େ ୧୨ଟା ସମୟରେ ସଚିବାଳୟରେ ଏହା ଘୋଷଣା ହେବ। ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଦେଖି ପାରିବେ। ପ୍ରକାଶ ଥାଉକି ଅଫଲାଇନରେ ୨୫,୭୩୧ ଓ ଅନଲାଇନରେ ୧୩,୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।…

ବିଏମସିର ନୂତନ ବିଲ୍‌ଡ଼ିଂ କାର୍ଯ୍ୟ…

ଭୁବନେଶ୍ବର : ବିଏମ୍‌ସି ମୁଖ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ନୁହଁ ତିନି ତିନି ଥର ଶିଳାନ୍ୟାସ କରିଛନ୍ତି। ପରିଶେଷରେ ଏହି ବିଲ୍‌ଡିଂ କାମ ଆରମ୍ଭ ହୋଇଛି। ଜନପଥରେ ସତ୍ୟନଗର ମଶାଣି ସମ୍ମୁଖରେ ଏହି ୧୧ମହଲା ବିଶିଷ୍ଟ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୨ବର୍ଷ ମଧ୍ୟରେ…

ଷଡ଼ଯନ୍ତ୍ରକୁ ଖଣ୍ଡନ କଲେ ରବି କୁମାର

ଭୁବନେଶ୍ୱର: ଡୋପ ଟେଷ୍ଟରେ ବିଫଳ ହେବା ପରେ ଭାରତ୍ତୋଳନକାରୀ ରବି କୁମାର ନିଜର ପ୍ରତିକ୍ରିୟା ରଖିବା ସହ ଏହା ପଛରେ କୌଣସି ଷଡ଼ଯନ୍ତ୍ର ନଥିବା କହିଛନ୍ତି । ସେ କହିଛନ୍ତି ଯେ, ସଠିକ ସୂଚନା ପାଇନଥିବାରୁ ଏଭଳି ତ୍ରୁଟି ହେଲା । ଗଥ ଫେବ୍ରୁଆରୀରେ ଡୋପ ଟେଷ୍ଟ ହୋଇଥିଲା । ଏଥିରେ ପଜିଟିଭ ଆସିଛି ।…

ଡୁବିଘାଟ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ଉଦଳା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ପୋଡାଡିହା ସେକ୍ସନ ଡୁବିଘାଟ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ ହୋଇଛି । କିଛି ଦିନ ଧରି ହାତୀଟି ଅସୁସ୍ଥ ଥିଲା । ହାତୀଟିର ଗୋଡରେ ଆଘାତ ଲାଗିଥିଲା । ବନ ବିଭାଗ ତାର ଚିକିତ୍ସା କରୁଥିଲେ ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ…

ରିଲିଜ୍‌ ହେଲା ‘ନଚ୍‌ ବଲିଏ’ର ପ୍ରୋମୋ

ମୁମ୍ବାଇ : ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପପୁଲାର୍‌ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚବଲିଏ’ ସିଜିନ୍‌ ୯ । ଏହି ଶୋ’କୁ ପ୍ରୟୋଜନା କରିବେ ସଲ୍‌ମାନ୍‌ ଖାନ୍‌ । ଚଳିତ ବର୍ଷ ଶୋ’ର ବିଷୟବସ୍ତୁ କିନ୍ତୁ ଟିକେ ହଟ୍‌କେ ରହିଛି। ଶୋ’ରେ ଏକ୍ସ କପଲ୍‌ ଡ୍ୟାନ୍ସ କରିବେ। ଏବେ ଶୋ’ର ପ୍ରୋମୋ ରିଲିଜ୍‌ କରାଯାଇଛି।…

ଚାଇନାରେ ଭୂମିକମ୍ପ: ୧୧ମୃତ ୧୨୨ ଆହାତ

ବେଜିଂ: ଗତକାଲି ଚାଇନାର ସିଚୁଆନାରେ ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା…