Odisha Link
Bridging the Missing Links in Odisha

୨୪ରେ ବିଜେଡ଼ି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆଗାମୀ ୨୫ରେ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ପ୍ରଥମ ବିଧାନସଭା ଅନୁଷ୍ଠିତ ହେବେ। ତେବେ ସୂଚନା ଆସିଛି ଯେ, ଆସନ୍ତା ୨୪ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ବିଧାନସଭା ପୂର୍ବରୁ ଦଳର ରଣନୀତି ପ୍ରସ୍ତୁତ ନେଇ ଏହି ବୈଠକ ବସିବାକୁ ଯାଉଅଛି। ଏହି ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।

Comments are closed.