Odisha Link
Bridging the Missing Links in Odisha
Daily Archives

June 19, 2019

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭୂକମ୍ପ…

ଭୁବନେଶ୍ବର: ସାରା ବିଶ୍ବରେ ସବୁଦିନ କିଛି ନା କିଛି ଜାଗାରେ ଭୂକମ୍ପ ଝଟକା ଲାଗିବାର ଖବର ଆସୁଛି। ଏଥିରୁ ମଧ୍ୟ ବାଦ ପଡ଼ିନାହିଁ ଓଡ଼ିଶା। ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା।…

ରଥଯାତ୍ରାରେ ମୁତୟନ ହେବେ ୧୫୦ ପ୍ଲାଟୁନ୍‌…

ପୁରୀ:  ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ସୁରକ୍ଷାକୁ ନେଇ ଆଜି ପୁରୀ ଡିଜିପି ଅଫିସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଥଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିକୁ ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଏବଂ ଏନେଇ ଜଣେ ଏଡିଜିଙ୍କୁ ସୁରକ୍ଷା…

୨୪ରେ ବିଜେଡ଼ି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆଗାମୀ ୨୫ରେ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ପ୍ରଥମ ବିଧାନସଭା ଅନୁଷ୍ଠିତ ହେବେ। ତେବେ ସୂଚନା ଆସିଛି ଯେ, ଆସନ୍ତା ୨୪ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ବିଧାନସଭା ପୂର୍ବରୁ ଦଳର ରଣନୀତି ପ୍ରସ୍ତୁତ ନେଇ ଏହି ବୈଠକ ବସିବାକୁ ଯାଉଅଛି। ଏହି ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ଆଉ ଅଳ୍ପଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ହେବ। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକ ପୁରୀ ଆସିଥାନ୍ତି। ଏଥର ମଧ୍ୟ ଆସିବେ ଲକ୍ଷ ଲକ୍ଷ ଭକ୍ତ। ଲୋକଙ୍କର ଯେମିତି ବିଶେଷ ଅସୁବିଧା ନହୁଏ ତାକୁ ଦୃଷ୍ଟିରେ ରଖି ପୁରୀ ରଥଯାତ୍ରା…

ଭାରତ ଆସିପାରିବେ ପାକିସ୍ତାନ ଆଥଲେଟ

ନୂଆଦିଲ୍ଲୀ: ଭାରତୀୟ ଖେଳପ୍ରେମୀଙ୍କ ପାଇଁ ଖୁସି ଖବର। କାହିଁକିନା ଭାରତରେ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହେବାର ସମ୍ଭାବନା। ପୂର୍ବରୁ ଭାରତରେ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନହେବା ନେଇ ଯେଉଁ ଆଶଙ୍କା ଦେଖା ଯାଇଥିଲା, ତାହା ଏବେ ଦୂର ହୋଇଯାଇଛି। କାରଣ ଭାରତ ସରକାର ଲିଖିତ ଭାବେ ଅନ୍ତର୍ଜାତୀୟ…

‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’…

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ। ଏହି ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ବିଷୟରେ ସବୁ ଦଳର ମୁଖିଆଙ୍କ ସୈ କଥାବାର୍ତ୍ତା ହୋଇଥିଲେ। ତେବେ ଏଡି ବୈଠକରେ ଆଲୋଚନା ହୋଇଥିବା ‘ୱାନ୍‌ ନେସନ, ୱାନ୍‌…

ଆହାତ କାରଣରୁ ଶିଖର ବିଶ୍ବକପ୍‌ ଟିମ୍‌ରୁ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଏକ ଝଟକା। କାହିଁକିନା ଭାରତୀୟ କ୍ରିକେଟ ବିଶ୍ବକପ୍‌ ଟିମ୍‌ରୁ ବାଦ ପଡ଼ିଲେ ଅପନର ଶିଖର ଧଓ୍ବନ। ଗତ ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଗବର ସିଂ ଆହାତ ହୋଇଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆନ ବୋଲର କୁଲଟର ନାଇଲଙ୍କ ବଲ ତାଙ୍କ ହାତରେ ବାଜିବାରୁ ତାଙ୍କ…

୪ ନକଲି ସାମ୍ବାଦିକ ଗିରଫ

ବରଗଡ଼: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନକଲି ସାମ୍ବାଦିକଙ୍କ କଳା କାରନାମା। ନକଲି ସାମ୍ବାଦିକ ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ପୋଲିସ୍‌ ହାତରେ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୁଲିସ୍‌ ଏମାନଙ୍କୁ ଗିରଫ କରିଛି। ଗିରଫ ନକଲି…

ସର୍ବଦଳୀୟ ବୈଠକ ଆରମ୍ଭ, କେଉଁ ଦଳ ଭାଗ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ ବୋଲି ସୂଚନା ରହିଛି। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍‌…

୨୧ରେ ବାହାରିବ ଯୁକ୍ତ ଦୁଇ କଳା, ବାଣିଜ୍ୟ…

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୩ଟା ୩୦ ମିନିଟରେ ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା…