Odisha Link
Bridging the Missing Links in Odisha
Daily Archives

June 20, 2019

ଟିମ୍‌ ଇଣ୍ଡିଆକୁ ଝଟକା, ବିଜୟ ଶଙ୍କର…

ଲଣ୍ଡନ:ଚଳିତ କ୍ରିକେଟ ବିଶ୍ବକପ୍‌ ୨ଟି କାରଣ ପାଇଁ ଚର୍ଚ୍ଚାରେ। ଗୋଟାଏ ବର୍ଷା ଏବଂ ଅନ୍ୟଟି ଖେଳାଳୀ ଆହାତ ହେବା। ଟିମ୍‌ ଇଣ୍ଡିଆକୁ ପୁଣିଥରେ ଏକ ଝଟକା। କାରଣ ଟିମ୍‌ ଇଣ୍ଡିଆ ପିଛା ଛାଡ଼ୁନି ଆହତ ସମସ୍ୟା। ବୁଧବାର ଅଭ୍ୟାସ କରୁଥିବା ସମୟରେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ଲାଗିଛି। ଯଦିଓ ଏହା…

ସହିଦ ଓଡିଆ ପୁଅ ଅଜିତ୍ ସାହୁଙ୍କ…

ଢେଙ୍କନାଳ : ଜନ୍ମମାଟି ଢେଙ୍କାନାଳ ବଡ଼ସୁଆଁଳରେ ସହିଦ ଅଜିତ୍ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ବୀର ପୁଅକୁ ଅନ୍ତିମ ବିଦାୟ ଦିଆଯାଇଛି। ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଆଜି ସକାଳେ ବଡ଼ସୁଆଁଳ ଗାଁରେ…

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର…

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ତ୍ରିନାଥ ବଜାର ନିକଟସ୍ଥ ବିଜୁ ସ୍କୃତି ସଂସଦ ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତକାଲି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତାର…

ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ…

ମୁମ୍ବାଇ: ଭାରତୀୟ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଭାରତୀୟ ଫିଲ୍ମ। ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍‌ ଫିଲ୍ମ ୱିକ୍‌ର…

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଫୋନରେ…

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ଭବନର ମିଳିତ ଅଧିବେଶନକୁ ସ୍ୱାଗତ କରିବା ସହ ସମ୍ବୋଧନ କରିଥିଲେ। ଏହାସହ ନରେନ୍ଦ୍ର ମୋଦି ସରକାରଙ୍କ ପ୍ଲାନ ବିଷୟରେ ନିଜର ଅଭିଭାଷଣରେ କହିଥିଲେ। ରାଷ୍ଟ୍ରପତି ଅଭିଭାଷଣ ଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ନଜରକୁ ଆସିଛି।…

ଜେଇଙ୍କୁ ବସଉଠ କରିବା ଘଟଣା : ଆଇନ ତା…

ଭୁବନେଶ୍ବର : ସରୋଜ ମେହେର ପାଟଣାଗଡ ବିଧାୟକ ଜେଇଙ୍କୁ ବସଉଠ କରିବା ଘଟଣାରେ ଆଇନ ତା ବାଟରେ ଯାଉ ନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟ୍ କରି ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଜାଣିଶୁଣି କାର୍ଯ୍ୟାନୁଷ୍ଠାନକୁ ବିଳମ୍ବ କରାଯାଉଛି ।…

+୩ ନାମଲେଖା ପାଇଁ ପ୍ରକାଶ ପାଇଲା…

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଆସନ୍ତା ୨୪ ତାରିଖରୁ ଅନଲାଇନରେ ଆବେଦନ କରାଯିବାକୁ ଥିବାବେଳେ ଜୁଲାଇ ୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଜୁଲାଇ ୧୮ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ୫ରେ ଦ୍ୱିତୀୟ ମେରିଟ ଲିଷ୍ଟ…

କ୍ରିକେଟ ବିଶ୍ବକପ୍: ବର୍ଷା ଯୋଗୁ ବୀମା…

ଲଣ୍ଡନ: କ୍ରିକେଟ ବିଶ୍ବକପ୍‌ ୨୦୧୯ ପ୍ରାୟ ଅଧାଅଧି ହେବାକୁ ବସିଲାଣି। ଚଳିତ ବିଶ୍ୱକପ୍‌ରେ ଏକାଧିକ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇଯାଇଛି ଏକଥା ବି ସତ। ଏଥିପାଇଁ ବୀମା କମ୍ପାନୀ ଓ ପ୍ରସାରଣ ଦାୟିତ୍ୱରେ ଥିବା ଷ୍ଟାର ଇଣ୍ଡିଆକୁ ଶକ୍ତ ଝଟ୍‌କା ଲାଗିଛି। ଷ୍ଟାର ଇଣ୍ଡିଆ ମ୍ୟାଚ୍‌ ବେଳେ ପ୍ରସାରିତ ହେଉଥିବା…

ପୋଲିଓ ନେବାର ୧୦ ଘଣ୍ଟା ପରେ ଶିଶୁ…

ବାଲେଶ୍ବର : ପୋଲିଓ ନେବାର ମାତ୍ର ୧୦ ଘଣ୍ଟା ପରେ ଦେଢ ବର୍ଷ ଶିଶୁପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବାଲେଶ୍ବର ଜିଲା ଖଇରା ଥାନାରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅସୁସାରେ, ଖଇରା ଥାନା ରଇନ୍ତରା ଗ୍ରାମର ରତ୍ନାକର ଷଣ୍ଢଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଦେଢବର୍ଷର…

ମୋଟର ପାର୍ଟସ୍ ଗୋଦାମରେ ଲାଗିଲା ନିଆଁ

ବଡବିଲ : ମୋଟର ପାର୍ଟସ୍ ଗୋଦାମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ପାର୍ଟସ୍ ପୋଡ଼ି ପାଉଁଶ ହୋଇଯାଇଛି । ଯୋଡା ଥାନା କମାରଯୋଡାରେ ଥିବା ରାଜା ପାର୍ଟସ୍ ଗୋଦାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ବ୍ୟାପିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦୁଇଟି ଦମକଳ ଗାଡି ଆସି ନିଆଁକୁ…