Odisha Link
Bridging the Missing Links in Odisha
Daily Archives

June 20, 2019

ପଦ୍ମ ଧରିଲେ ଟିଡ଼ିପିର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ : ରାଜ୍ୟସଭାରେ ତେଲଗୁଦେଶମ ପାର୍ଟି(ଟିଡିପି)କୁ ଏକ ଶକ୍ତ ଧକ୍କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି।। ଏହି ୪ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ଵାଇଏସ ଚୌଧୁରୀ, ସିଏମ…

ରାଷ୍ଟ୍ରପତି ଏକକ ନିର୍ବାଚନ ପ୍ରସ୍ତାବକୁ…

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ପ୍ରଥମ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସରାକାରଙ୍କ ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଂଗରେ ନିଜର ସମର୍ଥନ ଜଣାଇଛନ୍ତି। ଏକକ ନିର୍ବାଚନ ଏକ ବିକାଶ…

ସଚିବାଳୟରେ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ…

ଭୁବନେଶ୍ବର: ସଚିବାଳୟରେ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। ଏହି ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା…

ଯୁକ୍ତ ଦୁଇ ପାଠ୍ୟକ୍ରମ ଆବେଦନର ସମୟସୀମା…

ଭୁବନେଶ୍ବର: ଯୁକ୍ତ ଦୁଇ ନାମଲେଖା ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଜୁନ୍ ୨୫ ଯାଏ ଆବେଦନ କରିପାରିବେ। ଏହା ସହ ଜୁନ୍ ୨୬ ଯାଏ ଅଫଲାଇନରେ ମଧ୍ୟ ଆବେଦନ କରିହେବ। ଜୁଲାଇ ୨ରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବା ସହ ଜୁଲାଇ ୩ରୁ ୬ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା…

ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରିବାକୁ…

ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରିବାକୁ ପୁଣି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱର:ବାତ୍ୟା ଫନିର କ୍ଷୟକ୍ଷତି ଆକଳନ କରିବା ପାଇଁ ପୁଣି ଥରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଆଜି ସଂଧ୍ୟାରେ ଭୁବନେଶ୍ବରରେ ଆସି ପହଞ୍ଚିବେ କେନ୍ଦ୍ରୀୟ ଟିମ୍ । ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ…

ଫନି କ୍ଷତିଗ୍ରସ୍ତ ଉଠା ଦୋକନୀଙ୍କୁ ମିଳିବ…

ଭୁବନେଶ୍ବର : ରାଜଧାନୀରେ ବାତ୍ୟା ଫନିର ପ୍ରଭାବରେ ଅଧିକାଂଶ ଉଠା ଦୋକନି କ୍ଷତିଗ୍ରସ୍ତ ହୋଇଥିଲେ। କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀଙ୍କୁ ବିଏମ୍‌ସି ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବ। ବିଏମ୍‌ସି ପକ୍ଷରୁ ୨୦୧୫-୧୬ରେ ହୋଇଥିବା ଉଠା ଦୋକାନୀ ସର୍ଭେ ଅନୁଯାୟୀ ଏବେ ତାଲିକା ପ୍ରସ୍ତୁତ…

୨୪ ଘଣ୍ଟାରେ ପରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଓଡିଶା ବାସୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ଏଥର ଚାଷୀ ପୁଅର ଚାଷ କାମରେ ଆଉ ବାଧକ ସାଜିବ ନାହିଁ ବର୍ଷା କାରଣ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବ । ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମୌସୁମୀ…

କ୍ରିକେଟ ବିଶ୍ବକପ୍‌: ପ୍ରଥମଥର ପାଇଁ ୪ଟି…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ ହାତେଇବା ପାଇଁ ୧୦ଟି ଦଳ ମଧ୍ୟରେ ଚାଲିଛି କଡ଼ା ଟକର।କେଉଁ ଦଳ ବିଶ୍ବକପ୍‌ ବିଶ୍ୱକପ ବିଜୟୀ ହେବ ତାହା କେବଳ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଦିନ ଜଣା ପଡ଼ିବ। କିନ୍ତୁ ଚଳିତ ବିଶ୍ବକପ୍‌ ପାଇଁ ବର୍ଷା ଏବଂ ଖେଳାଳୀ ଆଘାତ ହେବା ଏକ ବଡ଼ କାରଣ। ଏହାଦ୍ବାରା ଅନେକ…

ଟ୍ରେନ୍ ଲାଇନ୍‌ରେ କଟିଗଲେ ଯୁବକ

ବାରିପଦା : ବାଲେଶ୍ବର-ବାଙ୍ଗିରିପୋଷି ଡିଏମୟୁ ଟ୍ରେନ୍ ରେ କଟି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ବାରିପଦା ସ୍ଥିତ ପାଲବଣି ନିକଟରେ ଘଟି ଯାଇଛି ଏଭଳି ଏକ ଦୁଃଖଦ ଘଟଣା। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର-ବାଙ୍ଗିରିପୋଷି ଡିଏମୟୁ ବାଲେଶ୍ବରରୁ ବାଙ୍ଗିରିପୋଷି ଅଭିମୁଖେ ଯାଉଥିବା ସମୟରେ ଘଟିଛି…

ଡାକ୍ତରଙ୍କ ବୟସସୀମା ବୃଦ୍ଧି କରିବେ…

ଭୁବନେଶ୍ବର : ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ କାର୍ଯ୍ୟକରୁଥିବା ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ୬୮ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ…