Odisha Link
Bridging the Missing Links in Odisha

ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରିବାକୁ ପୁଣି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରିବାକୁ ପୁଣି ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର:ବାତ୍ୟା ଫନିର କ୍ଷୟକ୍ଷତି ଆକଳନ କରିବା ପାଇଁ ପୁଣି ଥରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଆଜି ସଂଧ୍ୟାରେ ଭୁବନେଶ୍ବରରେ ଆସି ପହଞ୍ଚିବେ କେନ୍ଦ୍ରୀୟ ଟିମ୍ । ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ ଓଡିଶା ଆସୁଛନ୍ତି । ଆସନ୍ତା କାଲି ପୁରୀ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ଜିଲ୍ଲାକୁ ଯାଇ ବାତ୍ୟା ଫନି କ୍ଷୟକ୍ଷତି ଅନୁଧ୍ୟାନ କରିବେ। ପୁରୀରୁ ଫେରିବା ପରେ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.