Odisha Link
Bridging the Missing Links in Odisha
Daily Archives

July 5, 2019

ଆମେ ୫୦୦ ରନ୍‌ କରି ବାଂଲାଦେଶକୁ ୫୦…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭର ୪୩ତମ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ। ଉଭୟ ଦେଶର ଏହା କ୍ରିକେଟ ବିଶ୍ବକପର ଗ୍ରୁପ୍‌ ଷ୍ଟେଜର ଅନ୍ତିମ ମ୍ୟାଚ୍। ଯଦି ଏହି ମ୍ୟାଚରେ ପାକିସ୍ତାନ ୩୧୬ ରନ୍‌ କିମ୍ବା ତାଠୁ ଅଧିକ ରନରେ ହରାଇ ଦିଏ ତେବେ ସେମିଫାଇନାଲ ଖେଳିବାର ଆଶ ଅଛି ପାକିସ୍ତାନର।…

ଶରଧାବାଲିରେ ଶ୍ରୀଜିଉ

ପୁରୀ : ଶରଧାବାଲିରେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ନରେ ତିନି ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଏନେଇ ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ…

ବମିଖାଲ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ…

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ହତ୍ୟାକାଣ୍ଡ । ଭୁବନେଶ୍ବର ସ୍ଥିତ ବମିଖାଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକ ହେଉଛନ୍ତି ବଡମ୍ବା ନରସିଂହପୁର ଅଞ୍ଚଳର ସଞ୍ଜୟ ନାୟକ । ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେଠାରେ…

୬ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ : ଆସନ୍ତା ୬ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଇଞ୍ଜିନିୟର, ପୂର୍ତ୍ତ ବିଭାଗ ଏବଂ ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଅନୁଧ୍ୟାନ କରିବେ।…

କେନ୍ଦ୍ର ବଜେଟ ପୂର୍ବରୁ ସେୟାର ବଜାରରେ…

ମୁମ୍ବାଇ: କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ ଆଜି ଲୋକସଭାରେ ଉପସ୍ଥାପିତ ହେବ। ଦିନ ସାଢେ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ। କିନ୍ତୁ ତା ପୂର୍ବରୁ ଭାରତୀୟ ସେୟାର ବଜେଟରେ ଉତ୍ସାହ ଦେଖିବାକୁ ମିଳିଛି । କାରବାର ଆରମ୍ଭର ୨ ମିନିଟରେ ୪୦ ହଜାର ଟପିଲା ବମ୍ବେ ଷ୍ଟକ୍…

ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣି ବାଣ୍ଟିଲେ…

ଭୁବନେଶ୍ବର : ବିଶ୍ବବାସୀଙ୍କୁ ଦର୍ଶନ ଦେବା ପାଇଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି କାଳିଆ ସାଆନ୍ତ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି। ଏହା ସହିତ ଆରମ୍ଭ ହୋଇଛି ପୁରୁଷୋତ୍ତମ କ୍ଷେତ୍ରରେ ନବଦିନାତ୍ମକ ଘୋଷଯାତ୍ରା। ଏହି…

ଇଞ୍ଜିନିୟରଙ୍କୁ କାଦୁଅ ଫିଙ୍ଗି ବନ୍ଧା…

ମୁମ୍ବାଇ: ଦିନକୁ ଦିନ ବଢି ଚାଲିଛି ରାଜନେତାଙ୍କ ଦବଙ୍ଗଗିରି। ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ…

ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜ ପେଡ଼ି ଖୋଲିବେ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଜି ଉପସ୍ଥାପିତ ହେବ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ…

ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ପ୍ରବଳ…

ଭୁବନେଶ୍ବର : ଜୁଲାଇ ୬ରେ ପୁଣି ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦୁଇ ଦିନ ଧରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା…