Odisha Link
Bridging the Missing Links in Odisha
Daily Archives

July 5, 2019

ମା’କୁ ପୋଡି ମାରିଦେଲା ପୁଅ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ରାଜନଗରରେ ଶୈଳେନ୍ଦ୍ର ସରାଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’କୁ ପୋଡି ମାରିଦେଲା ପୁଅ । ମୃତ ମହିଳା ହେଲେ ମୁକ୍ତକେଶୀ ଓଝା । ଏନେଇ ସ୍ଥାନୀୟ ତାଳଚୁଆ ମେରାଇନ୍ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଶୁକଦେବ ଓଝାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ମିଳିଥିବା…

ବଜେଟ୍‌ : କେଉଁ ସାମଗ୍ରୀ ଶସ୍ତା ଏବଂ…

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ଇନିଂସର ପ୍ରଥମ ବଜେଟ ଉପସ୍ଥାପିତ ହୋଇଛି। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ ଉପସ‌୍ଥାପିତ ହୋଇ ସାରିବା ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଶସ୍ତା…

ଆନ୍ଦୋଳନ କରିବ ବିଏଡ୍‌ ଶିକ୍ଷକ ସଂଘ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଶିକ୍ଷୟିତ୍ରୀ-ଶିକ୍ଷକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି। କଟକ ଜିଲ୍ଲା ନିଆଳି ବ୍ଲକ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଆକ୍ରମଣ ହୋଇଛି। ଶିକ୍ଷୟିତ୍ରୀ ଜଣକ ଏବେ ମରଣ ସହ ଲଢେଇ କରୁଛନ୍ତି। ରାଜ୍ୟ ବିଏଡ୍‌ ଶିକ୍ଷକ ସଂଘ ପକ୍ଷରୁ…

ଉପସ୍ଥାପିତ ହେଲା ବଜେଟ, କଣ କହିଲେ ମୋଦି?

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରି ସାରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ବଜେଟକୁ ନେଇ ମୋଦିି କହିଛନ୍ତି ଯେ, ଦେଶ ପାଇଁ ଏହା ଏକ ସ୍ୱପ୍ନର…

ଶିକାରୀଙ୍କ ଗୁଳିମାଡରେ ଯୁବକ ଆହତ

ନୟାଗଡ଼ : ନୟାଗଡ ଜିଲ୍ଲା ଇଟାମାଟି ଥାନ ଅନ୍ତର୍ଗତ ପାଲାଗୁଣ୍ଠୁଣି ଗାଁରେ ଅଭାଭନୀୟ ଘଟଣା ଦେଖିବାକୁ ମଳିଛି। ଆଜି ସକାଳ ସମୟରେ ପାହାଡ ତଳକୁ ଶୌଚ ପାଇଁ ଦୁଃଶାସନ ପ୍ରଧାନ ଯାଇଥିଲେ। ପାହଡରେ ଶିକାରୀ ମାନେ ଶିକାର କରୁଥିବା ବେଳେ ପାଲଟା ଗୁଳି ଦୁଃଶାସନଙ୍କ ଦେହରେ ବାଜି ଯାଇଥିଲା। ମିଳିଥିବା ସୂଚନା…

ଅକ୍ଟୋବର ୨ ସୁଦ୍ଧା ଖୋଲା ଶୌଚ ମୁକ୍ତ ହେବ…

ନୂଆଦିଲ୍ଲୀ: ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି। ଚଳିତ ବଜେଟ୍‌ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ…

ବଜେଟର ସବୁଠୁ ଚର୍ଚ୍ଚିତ ଦୃଶ୍ୟ:…

ନୂଆଦିଲ୍ଲୀ: କ୍ୟାବିନେଟ ମଞ୍ଜୁରୀ ପରେ ମୋଦି ସରକାରଙ୍କର ଦ୍ବିତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନର୍ମାଳା ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏକି ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି। ଏହା ପୂର୍ବରୁ ୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀ ସଂସଦରେ…

ଚକୋଲେଟ୍ ଦେଇ ଦୁଇ ନାବାଳିକା ଭଉଣୀଙ୍କୁ…

ସୋର : ଚକୋଲେଟ ଦେଇ ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ ଆସିଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ। ଜଣଙ୍କର ବୟସ ୧୧ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କର ବୟସ ୭ ବର୍ଷ। ପୀଡିତାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର…

୩ କୋଟି କ୍ଷୁଦ୍ର ଏବଂ ଉଠା ଦୋକାନୀଙ୍କୁ…

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୨ୟ ଇନିଂସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ସଂସଦରେ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ବ୍ୟବସ୍ଥା ଅନୁଯାୟୀ ନିର୍ମଳା କହିଛନ୍ତି ଯେ, ଏଣିକି ୩ କୋଟି ଛୋଟ ଓ ଉଠା ଦୋକାନୀଙ୍କୁ ପେନସନ ମିଳିବ। ଯେଉଁ ଛୋଟ ଓ ଉଠା ଦୋକାନୀମାନେ ବାର୍ଷିକ ୧.୫…

ରାଜ୍ୟରେ ଖୋଲିଲା ପ୍ରଥମ ଦୁଗ୍ଧ ଏଟିଏମ୍

ବ୍ରହ୍ମପୁର : ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ଖୋଲିଛି ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର। ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ୧୦ରୁ ୪୦ ଟଙ୍କାରେ ଲୋକେ କ୍ଷୀର ପାଇପାରିବେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ କାଉଣ୍ଟର ଆରମ୍ଭ କରାଯାଇଥିବା ବେଳେ…