Odisha Link
Bridging the Missing Links in Odisha
Daily Archives

July 8, 2019

୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ…

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବଡ ଧରଣର ବର୍ଷା ନାହିଁ । କିଛି କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଞ୍ଜାବରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଯାହାଫଳରେ ବର୍ଷାର ପରିମାଣ କମିଛି।୧୫ ତାରିଖ ସୁଦ୍ଧା…

୭ ଘଣ୍ଟା କାମ କରିବାକୁ ମନାକଲେ ଅଧ୍ୟାପକ

ଭୁବନେଶ୍ୱର: ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ ପ୍ରତି କାର୍ଯ୍ୟ ଦିବସରେ ୭ ଘଣ୍ଟା କାର୍ଯ୍ୟ କରିବେ । ଶିକ୍ଷାଦାନ ବ୍ୟତୀତ ସେମାନେ ଲାଇବ୍ରେରିରେ ସମୟ କାଟିବେ । ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କ୍ଲାସ କରିବେ…

ଦୁଇ ଭାଇଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ…

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଲିଙ୍କ ରୋଡ୍‌ରେ ୨ ଭାଇଙ୍କୁ ଗୁଳିମାଡ଼। ଦୁଇ ଭାଇ ହେଲେ ଦୟାଶଙ୍କର ସାଏ ଓ ଗୌରୀଶଙ୍କର ସାଏ। ଏମାନେ ଧାନ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଛାତି ଓ କାନ୍ଧରେ ଦୁଇଟି ଗୁଳି…

ଆଜି ହେରା ପଞ୍ଚମୀ, ଅଭିମାନରେ ନନ୍ଦିଘୋଷ…

ପୁରୀ : ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରେ କରୁଛନ୍ତି ଲୀଳାଖେଳା। ସାଙ୍ଗରେ ଭାଇଭଉଣୀଙ୍କୁ ଧରି ଆସିଲେ। ହେଲେ ମହାଲକ୍ଷ୍ମୀଙ୍କୁ ଆଣିଲେନି। ଅଭିମାନିନୀ ଲକ୍ଷ୍ମୀ କ’ଣ ଆଉ କରନ୍ତେ ? ଦୁଃଖ ଆଉ କ୍ଷୋଭରେ ଲକ୍ଷ୍ମୀ ବିମାନରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଲୁଚି ଲୁଚି…

ବୋଲେରୋ ଏବଂ ବାଇକ ଧକ୍କା

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଠାଳିଆ ଛକରେ ବୋଲେରୋ ଏବଂ ବାଇକ ଧକ୍କା ହେବା ଫଳରେ ବୋଲେରୋଟି ରାସ୍ତା ତଳକୁ ଖସିବାରୁ ବୋଲେରୋରେ ଥିବା ୨ ଜଣ ଗୁରୁତର ଏବଂ ବାଇକ୍ ରେ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟ…

‘ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ…

ନୂଆଦିଲ୍ଲୀ: ଇତି ମଧ୍ୟରେ କ୍ରିକେଟ ମହାକୁମ୍ଭର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ସମାପ୍ତ ହୋଇ ସାରିଛି। ଏହା ସହିତ ସେମିଫାଇନାଲ କେଉଁ ଦଳ ଖେଳିବ ତାର ମଧ୍ୟ ସ୍ପଷ୍ଟ ଚିତ୍ର ଆସିଯାଇଛି। ଜୁଲାଇ ୯ ରେ ପ୍ରଥମ ସେମିଫାଇନାଏ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଜୁଲାଇ ୧୧ ତାରିଖରେ ଅଷ୍ଟ୍ରେଲିଆ ଏବଂ…

ମୋଦିଙ୍କ ପଥରେ ପ୍ରତାପ : କର୍ମୀଙ୍କ ପାଦ…

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ଦେଶରେ ଦ୍ୱିତୀୟ ମୋଦି ଭାବେ ପରିଚିତି ହାସଲ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କୁ ଦ୍ୱିତୀୟ ମୋଦି ବୋଲି କୁହାଯାଉଛି । ଫଳରେ ପ୍ରତାପ ମଧ୍ୟ ମୋଦିଙ୍କ ଅନ୍ଦାଜକୁ ଆପଣାଇ ନେଉଥିବା ଦେଖିବାକୁ ମିଳିଛି । ପ୍ରୟାଗରେ ମୋଦି ସଫେଇ…

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ…

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ୨ୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ସୋମବାର ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଜାରି ରହିଛି। ଏଥର ୨୭,୬୧୬ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ୧୨୨ଟି କେନ୍ଦ୍ରରେ ପରୀକ୍ଷା…

ଦଶପଲ୍ଲାରେ ବରଯାତ୍ରୀ ଗାଡି…

ନୟାଗଡ : ଭାରସାମ୍ୟ ହରାଇ ୩ଟି ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ପଛକୁ ପଛ ପିଟି ହୋଇଛି ୩ଟି ବରଯାତ୍ରୀ ଗାଡି । ଦଶପଲ୍ଲା କାଳିଆପଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ…

ପିଏମ କିଷାନ୍ ଲିଷ୍ଟ ମାଗିଲା କେନ୍ଦ୍ର

ଭୁବନେଶ୍ବର : ଚାଷୀ ପ୍ରସଙ୍ଗରେ କେହି ବି ମୌକା ହାତଛଡା କରିବାକୁ ନାରାଜ୍ । ଏଥିପାଇଁ ରାଜ୍ୟକୁ ତାଗିଦ୍ କରିଛି କେନ୍ଦ୍ର । କାଳିଆ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, କେନ୍ଦ୍ର ମଧ୍ୟ ସେହିଭଳି ତତ୍ପର ହୋଇଉଠିଛି । ଏପରିକି ହିତାଧିକାରୀ ତାଲିକା ଦେବାରେ ରାଜ୍ୟ ବିଳମ୍ବ…