Odisha Link
Bridging the Missing Links in Odisha
Daily Archives

July 22, 2019

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କନିଷ୍ଠ…

କେନ୍ଦୁଝର : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କାର୍ଯ୍ୟରତ ଯନ୍ତ୍ରୀ ଜଣକ ଜଣେ ଠିକଦାରଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। କାମ କରାଇବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ…

ଦୁର୍ଘଟଣାରୁ ବର୍ତ୍ତିଲେ ୨୦ ହାତୀ

ଢେଙ୍କାନାଳ : ଦୁର୍ଘଟଣାରୁ ବର୍ତ୍ତିଲେ ହାତୀ ପଲ। ଗତକାଲି ୨୦ଟି ହାତୀ ଥିବା ଏହି ହାତୀ ପଲ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳଷ୍ଟେସନ ନିକଟ ରେଳଲାଇନ ପାରହେଉଥିବା ସମୟରେ ଢେଙ୍କାନାଳରୁ ମଙ୍ଗୁଳି ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା। କିନ୍ତୁ ହାତୀ ପଲକୁ ଦେଖି ଟ୍ରେନ୍‌ ଡ୍ରାଇଭର୍…

ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗୱତଙ୍କୁ…

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ଜର୍ମାନୀର ରାଷ୍ଟ୍ରଦୂତ ୱାଲଟର ଲିଣ୍ଡନେର୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଏକ ଜନ ଆନ୍ଦୋଳନ ରୂପେ ଅଭିହିତ କରିଛନ୍ତି। ସେ କହିଛନ୍ତି ନାଗପୁରସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ଗସ୍ତ କରି ସେ ‘ଭାରତୀୟ ସମାଜରେ ବିଭିନ୍ନତା’କୁ ବୁଝିବା ପାଇଁ ଚେଷ୍ଟା…

ଓୟୁଏଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସମ୍ବଲପୁର: ଶତ ପ୍ରତିଶତ ନିଯୁକ୍ତି ଦାବିରେ ସମ୍ବଲପୁର ଚିପିଲିମାର ଓୟୁଏଟି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇଛନ୍ତି। ଚାକିରି ଦାବି କରି ଓୟୁଏଟିର ଉଦ୍ୟାନକୃଷି ବିଭାଗର ଛାତ୍ରଛାତ୍ରୀ ତଥା ବିଭାଗର ପୁରାତନ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ…

ଆମେରିକାରେ ହଟହଟା ହେଲେ ଇମରାନ ଖାନ୍‌,…

ୱାଶିଂଟନ୍‌: ଆମେରିକାରେ ହଟହଟା ହେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଥିବା ଇମରାନ ଖାନ୍‌ଙ୍କୁ ବାରମ୍ବାର ସେଠାରେ ଅପମାନିତ ହେବାକୁ ପଡ଼ୁଛି। ପ୍ରଥମେ ତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ କେହି ବି ଆସି ନ ଥିଲେ।…

୩ ଗଞ୍ଜେଇ ମାଫିଆ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ୩ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। ହିଞ୍ଜିଳି ଖଣ୍ଡରା ଛକରୁ ଏମାନଙ୍କୁ କାବୁ କରିଛି ପୋଲିସ। ସେମାନଙ୍କ ନିକଟରୁ ୪୫ କିଲୋଗ୍ରାମ ଗଞ୍ଜେଇ ସହ ଏକ ଦାମି କାର ଜବତ କରାଯାଇଛି । ଏହି ଗଞ୍ଜେଇ କନ୍ଧମାଳରୁ ଦିଲ୍ଲୀ ଚାଲାଣ ହେଉଥିଲା ବୋଲି ପୋଲିସ ସୂଚନା…

ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର୍

ଯାଜପୁର : ଧର୍ମଶାଳା ଥାନା ଜାତୀୟ ରାଜପଥର ରଥିଆ ନିକଟରେ ଆଜି ଏକ ଗୋରୁ ବୋଝେଇ କଣ୍ଟେନର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କିଛି ଗୋରୁ ଚାପି ହୋଇ ରହିଛନ୍ତି। ବେଆଇନ ଭାବେ ୪୫ଟି ଗୋରୁ ନେଇ କଣ୍ଟେନର୍‌ଟି ଖୋର୍ଦ୍ଧାରୁ କଲିକତା ଅଭିମୁଖେ ଯାଉଥିଲା। ଭୋର…

ପୋଲ ତଳୁ ମୃତ ଶିଶୁ କନ୍ୟା ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା ଖଲ୍ଲିକୋଟ କୋଦଳା ରାସ୍ତାର ଭରସାମଥୁରା ଗାଁ ନିକଟ ପୋଲ ତଳୁ ସୋମବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ସ୍ଥାନୀୟ ଲୋକେ ପୋଲକୁ ଗାଧୋଇବାକୁ ଯାଇଥିବା ସମୟରେ ଶିଶୁ କନ୍ୟାର ମୃତଦେହ ପଡ଼ିଥିବାର ଦେଖିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ…

କର୍ଣ୍ଣାଟକ: ଆଜି ବିଧାନସଭାରେ ଚୂଡ଼ାନ୍ତ…

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭେଟ। କିଏ ବାଜି ମାରିବ କିଏ ହାରିବ ଆଉ ଅଳ୍ପ କିଛି ସମୟ ପରେ ସ୍ପଷ୍ଟଚିତ୍ର ଆସିଯିବ। ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟସରକାର ବଞ୍ଚାଇବାକୁ ଶେଷ ଉଦ୍ୟମ ହେଉଛି। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ…

ଓଡ଼ିଶାରେ ସୁରକ୍ଷିତ ନାହାନ୍ତି ଶୈଶବ :…

ଭୁବନେଶ୍ବର : ଓଡ଼ିଶାରେ ଶିଶୁଙ୍କ ସୁରକ୍ଷା ନେଇ ଉଠିଛି ଏକ ବଡ ପ୍ରଶ୍ନବାଚୀ । ବିଧାନସଭା ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାତ୍ର ତିନି ମାସ ଭିତରେ ଓଡ଼ିଶାର ମୋଟ୍ ୬୦୨ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି । ହଜିଯାଇଥିବା ଶହେ ନାବାଳକଙ୍କ ମଧ୍ୟରୁ ମାତ୍ର…