Odisha Link
Bridging the Missing Links in Odisha

୩ ଗଞ୍ଜେଇ ମାଫିଆ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ୩ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି। ହିଞ୍ଜିଳି ଖଣ୍ଡରା ଛକରୁ ଏମାନଙ୍କୁ କାବୁ କରିଛି ପୋଲିସ। ସେମାନଙ୍କ ନିକଟରୁ ୪୫ କିଲୋଗ୍ରାମ ଗଞ୍ଜେଇ ସହ ଏକ ଦାମି କାର ଜବତ କରାଯାଇଛି । ଏହି ଗଞ୍ଜେଇ କନ୍ଧମାଳରୁ ଦିଲ୍ଲୀ ଚାଲାଣ ହେଉଥିଲା ବୋଲି ପୋଲିସ ସୂଚନା ଦେଇଛି।

Comments are closed.