Odisha Link
Bridging the Missing Links in Odisha
Daily Archives

July 22, 2019

ଖୁବଶୀଘ୍ର ଭୁବନେଶ୍ବର-ସୁରଟ ମଧ୍ୟରେ…

ନୂଆଦିଲ୍ଲୀ: ଓଡ଼ିଆବାସୀଙ୍କ ପାଇଁ ଖୁସି ଖବର। ତା ସହିତ ବିମାନ ଯାତ୍ରୀଙ୍କ ପାଇଁ ମଧ୍ୟ ଖୁସି ଖବର। କାରଣ ଖୁବ୍‌ଶୀଘ୍ର ଭୁବନେଶ୍ୱର-ସୁରଟ ମଧ୍ୟରେ ସପ୍ତାହରେ ୨ ଥର ବିମାନ ଚଳାଚଳ କରିବ। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ବେସାମରିକ ବିମାନ ଚଳାଚଳ…

ଏମଟିଏନ୍‌ଏଲ୍‌ ଅଫିସରେ ଭୟାଭୟ…

ମୁମ୍ବାଇ: ସରକାରୀ ଟେଲିଫୋନ୍‌ କମ୍ପାନୀ ଏମଟିଏନ୍‌ଏଲ୍‌ର ବାନ୍ଦ୍ରା ସ୍ଥିତ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ବିଲଡିଂର ଛାତ ଉପରେ ୧୦୦ରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଛି ଯେ ଏହାକୁ ଲିଭାଇବା ପାଇଁ ୧୪ଟି ଦମକଳ ବାହିନୀ ନିୟୋଜିତ…

୨୦୧୮ରେ ୧.୮୮ ଲକ୍ଷ ଲୋକ ସଡ଼କ…

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନଜରରେ ରଖି କେନ୍ଦ୍ର ସରକାର ଆଗାମୀ ଦିନରେ ତାମିଲନାଡୁ ମଡେଲ ଆପଣାଇବାକୁ ଚିନ୍ତା କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ସୋମବାର ରାଜ୍ୟସଭାରେ ପ୍ରଶ୍ନକାଳ ଆଲୋଚନା…

ଐତିହାସିକ ଚନ୍ଦ୍ରଯାତ୍ରାକୁ ଦେଖିଲେ…

ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରଯାତ୍ରାକୁ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି। ଅବିସ୍ମରଣୀୟ ମୁହୂର୍ତ୍ତକୁ ଆଖି ପୂରାଇ ଦେଖୁଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ କାର୍ଯ୍ୟାଳୟ କକ୍ଷରୁ ସେହି ଐତିହାସିକ ଦୃଶ୍ୟକୁ ଦେଖୁଥିଲେ ମୋଦି। ମହାକାଶକୁ ଚନ୍ଦ୍ରାୟନ-୨ ପ୍ରକ୍ଷେପଣର ଦୃଶ୍ୟକୁ ମନ ଭରି…

ବିଦ୍ୟୁତ୍ ଆଘାତରେ ଚାଲିଗଲା ଜଣଙ୍କର ଜୀବନ

ଭଦ୍ରକ : ଘରେ ଇଲେକ୍ଟ୍ରିକ୍ ଓ୍ବେୟାରିଂ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଏଥିରେ ଆହତ ହୋଇଛନ୍ତି । ଭଦ୍ରକ ସହରର ନରିପୁରରେ ଘଟିଛି ଏହି ଦୁର୍ଘଟଣା । ଘରର ଆର୍ଥିଂ ପାଇପ ବସାଇବାବେଳେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଲୁହା ପାଇପ ଧରି ଗାତ ଭିତରେ ଥିବା ଘଗେଶ୍ବର…

ନଷ୍ଟ ହେବ ବାଉନସୁଗାର ମାଫିଆ ଛୋଟାର…

ଖୋର୍ଦ୍ଧା : ଧ୍ୱଂସ ପାଇବ କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର କଳାସାମ୍ରାଜ୍ୟ। ଖୋର୍ଦ୍ଧା ସହରରେ ଛୋଟା ନାଁରେ ଥିବା ୧୫ଟି ଅର୍ଦ୍ଧନିର୍ମିତ ଘରକୁ ଆଜି ଭାଙ୍ଗିବ ପ୍ରଶାସନ। ଏଥିପାଇଁ ୫ଟି ଜେସିବି ସହ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁୟତନ ହୋଇଛନ୍ତି। ଗତ ୧୫ତାରିଖରେ ମଧ୍ୟ…

ପୁଣି ପୁଲିସର ଦାଦାଗିରି : ବୃଦ୍ଧ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଏଏସ୍ଆଇ ରବୀନ୍ଦ୍ର ସେନାପତି ଏକ ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଜଗତସିଂହପୁର ଏଏସ୍‌ପି ବିଶ୍ୱନାଥ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା…

ରାଜ୍ୟରେ ୨୬୫୮ ନାବାଳିକା ନିଖୋଜ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା। ରାଜ୍ୟରେ ଏହା ଏକ କରାଳ ସମସ୍ୟା ଭାବେ ଉଭା ହୋଇଛି। ଶିଶୁ ନିଖୋଜ ଘଟଣା ଏବେ ପୁଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କିଏ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଉଛି ତ ଆଉ କିଏ ମେଳାରେ ହଜି ଯାଉଛି। ଶିଶୁ ଚାଲାଣକୁ କେହି…

ଯୌତୁକ ପାଇଁ ନବବଧୂ ହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡ଼ା ଗାଁରୁ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆସିଛି । ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ତଣ୍ଟି କାଟି ହତ୍ୟା କରିଛନ୍ତି। ମୃତ ମହିଳା ହେଲେ ରୀତା ଦଳେଇ। ରୀତାଙ୍କୁ ତାଙ୍କ ଯାଆ, ନଣନ୍ଦ ଓ ଶାଶୂ ତଣ୍ଟି କାଟି ହତ୍ୟା…

ଚନ୍ଦ୍ର ଅଭିମୁଖେ…

ଆନ୍ଧ୍ରପ୍ରଦେଶ: ସମସ୍ତ ଭାରତୀୟଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ପରିଶେଷରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୨। ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରି ନୂଆ ଇତିହାସ ସୃଷ୍ଟି…