Odisha Link
Bridging the Missing Links in Odisha
Daily Archives

July 23, 2019

ଢେଙ୍କାନାଳ ପୁଲିସ୍‌କୁ ବଡ଼ ସଫଳତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ସିରିଜ ଲୁଟ୍ ଘଟଣାରେ ଢେଙ୍କାନାଳ ପୁଲିସକୁ ମିଳିଛି ବଡ଼ ସଫଳତା। ୭ଜଣିଆ ଦୃଦାନ୍ତ ଲୁଟେରା ଗ୍ୟାଙ୍ଗ କୁ ଧରିଛି ଢେଙ୍କାନାଳ ପୁଲିସ୍। ଅଭିଯୁକ୍ତମାନଙ୍କ ଠାରୁ ୭ଟି ବାଇକ୍‌, ୪ଟି ମୋବାଇଲ, ୩ଟି ଲାପଟପ୍‌ ଓ ୩ଟି ବାୟୋମେଟ୍ରିକ ଡିଭାଇସ୍‌ ସହ ଭୁଜାଲି, ଖଣ୍ଡା ଓ ଲୁହାରଡ ଜବତ…

ଆନ୍ଦୋଳନକାରୀ-ବିଏସ୍‌ଏଫ୍‌ ଯବାନ…

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡାରେ ସ୍ଥାନୀୟ ଲୋକେ ଓ ବିଏସ୍ଏଫ୍ ଯବାନ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ଦାବିକୁ ନେଇ ଆଜି ସକାଳେ ସ୍ଥାନୀୟ ଲୋକେ ୧୨ ଘଣ୍ଟିଆ ଚିତ୍ରକୋଣ୍ଡା ବନ୍ଦ ପାଳନ କରୁଥିଲେ। ଏହି ସମୟରେ ବିଏସ୍ଏଫ୍ ଯବାନମାନେ ଆସି ଆନ୍ଦୋଳନକାରୀଙ୍କୁ ଲାଠି ମାଡ଼ କରିବା ସହ ଧମକ ଦେଇଥିଲେ। ଏପରିକି…

ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ, କଣ ପାଇଁ

ନୂଆଦିଲ୍ଲୀ: କଶ୍ମୀର ସମସ୍ୟା ମଧ୍ୟସ୍ଥତା ପ୍ରସଙ୍ଗରେ ଦେଶରେ ହଇଚଇ ସୃଷ୍ଟି ହୋଇଛି। କଶ୍ମୀର ସମସ୍ୟା ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ନିବେଦନ କରିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ଏହାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଏହି…

ବସ୍ ପଛକୁ ଧକ୍କା ଦେଲା ବାଇକ୍

ପାଟଣା : କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପୂଜାରିଣୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପଛକୁ ଏକ ବାଇକ୍ ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି…

ଆଜି ସ୍ବାଧୀନତା ସଂଗ୍ରାମୀ…

ନୂଆଦିଲ୍ଲୀ: ଆଜି ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମଦିନ। ଆଜିର ଦିନ ଅର୍ଥାତ ଜୁଲାଇ ୨୩ ତାରିଖ ୧୯୦୬ ମସିହାରେ ସୀତାରାମ ତିଓ୍ବାରୀ ଓ ଜଗରାନୀ ଦେବୀଙ୍କ ଘରେ ଜନ୍ମ ନେଇଥିଲା ଏକ ଶିଶୁ ପୁତ୍ର। ତାହାର ନାମ ଥିଲା ଚନ୍ଦ୍ରଶେଖର। ମଧ୍ୟପ୍ରଦେଶର ଭାବରା ସହରରେ ଜନ୍ମିତ ଚନ୍ଦ୍ରଶେଖରଙ୍କ ନାମ…

ନାଲ୍‌କୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୁଳ : ଅନୁଗୁଳ ନାଲ୍‌କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌ସ୍ମେଲଟରର କାଷ୍ଟ ହାଉସ୍ ବି’ରେ ଫ୍ଲାଶ୍ ଓଭରରୁ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରାଯିବା ସହ ଗୁରୁତର କର୍ମଚାରୀମାନଙ୍କୁ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଇଲେକ୍ଟ୍ରି ସବ୍-ଷ୍ଟେସନରେ…

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନାକଗି ୩୩କେଭି ସବଷ୍ଟେସନରେ କାର୍ଯ୍ୟରତ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ହୋଇଛି। ମୃତ ଇଲେକ୍ଟ୍ରିସିଆନଙ୍କ ନାଁ ପହିଲି ମହାପାତ୍ର। ଆଜି ସେ କାମ କରିବାପାଇଁ ସକାଳ ୮ଟାରେ ସବ-ଷ୍ଟେସନରେ ପହଞ୍ଚିଥିଲେ। ହେଲେ ତଳେ ପଡିଥିବା ଟାଇଲରେ ଗୋଡ…

ଜାତୀୟ ବିପିଏଲ୍‌ ତାଲିକାରେ ଦ୍ବିତୀୟ…

ଭୁବନେଶ୍ବର: ଓଡ଼ିଶା ପାଇଁ ଦାରିଦ୍ର‍୍ୟ ହେଉଛି ଏକ ମୁଖ୍ୟ ପ୍ରସଙ୍ଗ। ଦିନକୁ ଦିନ ଦାରିଦ୍ର‍୍ୟ ହଟାଇବାରେ ବିଫଳ ହୋଇଛି ଓଡ଼ିଶା। ଦାରିଦ୍ର‍୍ୟ ସୀମାରେଖା ତଳେ (ବିପିଏଲ୍) ଥିବା ବ୍ୟକ୍ତିଙ୍କ ସଂଖ୍ୟା ଅନୁସାରେ ଦେଶରେ ଦ୍ବିତୀୟ ବୃହତ୍ତମ ରାଜ୍ୟ ଭାବେ ପରିଗଣିତ ହୋଇଛି ଓଡ଼ିଶା। ପ୍ରଥମ ସ୍ଥାନରେ ଅଛି ବିହାର।…

ଅଇଏମ୍‌ଏସ୍ ଅନୁଷ୍ଠାନର ବାର୍ଷିକ…

ଭୁବନେଶ୍ୱର: ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ପରିସରରେ ଅନୁଷ୍ଠାନର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍ଘାଟନ କରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ…

ସୁକୁମାରେ ଏନକାଉଣ୍ଟର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ସୂଚନା ଅନୁସାରେ, ସୁକୁମା ଜିଲ୍ଲାରେ ଭାଜି ଅଞ୍ଚଳରେ ମାଓବାଦୀଙ୍କ ଏକ ବୈଠକ ଚାଲିଥିବା ଖବର ମିଳିଥିଲା। ଏହା ପରେ ଏସଟିଏଫ…