Odisha Link
Bridging the Missing Links in Odisha
Daily Archives

July 23, 2019

କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା…

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ କଶ୍ମୀର ପ୍ରସଙ୍ଗ। କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପଙ୍କ ବିବୃତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର…

ଆସନ୍ତାକାଲି ପ୍ରକାଶ ପାଇବ ପଟକୁରା…

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ଆସନ ଲାଗି ଆସନ୍ତାକାଲି ହେବ ଭୋଟ ଗଣତି । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଅଟୋନମସ କଲେଜରେ ଇଭିଏମ ଗୁଡିକୁ କଡ଼ା ସୁରକ୍ଷା ମଧ୍ୟରେ…

ପୁଣି ଲଜ୍ଜା : ସୁନ୍ଦରଗଡ଼ରେ ନାବାଳିକାକୁ…

 ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହରବାଲି ବସ୍ତି ଅଞ୍ଚଳର ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗତ ୮ ତାରିଖରେ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ଗଣଦୁଷ୍କର୍ମର ଭିଡିଓ…

ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ…

ଭୁବନେଶ୍ବର : ଆଜି ବି ହୁଲସ୍ତୁଲ ବିଧାନସଭା । ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି ସହ ହୋହଲ୍ଲା କରୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନରେ…

ଅଧ୍ୟାପିକା ଆଣିଲେ ଅସଦାଚରଣ ଅଭିଯୋଗ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ଅଧ୍ୟାପିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅଧ୍ୟକ୍ଷଙ୍କ ନାଁ କମଳାକାନ୍ତ ବେହେରା। ଅଧ୍ୟକ୍ଷ କମଳାକାନ୍ତ ତାଙ୍କୁ ଦୁର୍ବ‍୍ୟବହାର ଓ ଅସଦାଚରଣ କରିଥିବା ନେଇ ଅଧ୍ୟାପିକା ଥାନାରେ ଅଭିଯୋଗ କରିଛନ୍ତି।…

ମୋବାଇଲ ସେବା ଦାବିରେ ଚିତ୍ରକୋଣ୍ଡା ବନ୍ଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ମଙ୍ଗଳବାର ଦିନିକିଆ ବନ୍ଦ ପାଳନ କରାଯାଉଛି। ମୋବାଇଲ ସେବା ପ୍ରଦାନ ଦାବିରେ ଚିତ୍ରକୋଣ୍ଡା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବିଏସଏନଏଲ ମୋବାଇଲ ନେଟୱର୍କ କାର୍ଯ୍ୟ କରୁ ନ ଥିବାରୁ ବ୍ୟାଙ୍କ ସେବା ଠିକ୍‌ ଭାବେ ମିଳୁ…

‘ରେରା’ ଆଇନ୍‌କୁ ନେଇ…

ନୟାଗଡ଼: ରାଜ୍ୟରେ ଲାଗୁ ହୋଇଛି 'ରେରା' ଆଇନ୍ ବା " ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ "। ଏହି ରେରା ଆଇନ୍‌ ଲାଗୁ ହେବା ପରେ ବଢିଛି ଜମି କିଣା ବିକା ସମସ୍ୟା। ଏହି ଆଇନକୁ ନେଇ ଦେଖାଦେଇଛି ଦ୍ବନ୍ଦ। ନୟାଗଡ଼ ରେରା ଅନ୍ତର୍ଭୁକ୍ତ ଅଞ୍ଚଳରେ ଗତ ୧୧ ଦିନ ଧରି ଜମି ରେଜିଷ୍ଟ୍ରସନରେ ଅସୁବିଧାର…

ପୁଣି ମୃତଦେହରୁ ଆଖି କାଢିନେଇଥିବା…

ଅନୁଗୁଳ : ଅନୁଗୁଳ ମେଡିକାଲର ଜଣେ ୪ବର୍ଷର ଶିଶୁ ମୃତଦେହରୁ ଆଖି ତାଡି ନିଆଯାଇଥିବା ଅଭିଯୋଗ ହେବାର ସପ୍ତାହ ନପୁରୁଣୁ ଆଜି ପୁଣି ଏକ ଶବ ଦେହରୁ ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଛି । ଜଣେ ମୃତ ବ୍ୟକ୍ତିଙ୍କ ଡାହାଣ ଆଖି ତାଡି ନିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହି ଘଟଣାର ତଦନ୍ତ ଦାବି…

ପାଳଭୁତ ଭିତରେ ବୋମା ରଖି ସିଆରପିଏଫ୍‌…

ମାଲକାନାଗିରି : ନକ୍ସଲ ଆକ୍ରମଣର ନୂଆ ତରିକା । ପାଳଭୂତ ଭିତରେ ବୋମା ରଖି ସିଆରପିଏଫ୍ କ୍ୟାମ୍ପ ଉଡାଇବାକୁ ଯୋଜନା କରୁଛନ୍ତି ମାଓବାଦୀ । ଏହାର ସୁରାକ ପାଇବା ପରେ ବୋମା ଜବତ କରି ନିଷ୍କ୍ରିୟ କରିଛନ୍ତି ସିଆରପିଏଫ ଯବାନ । ମାଓବାଦୀଙ୍କ ନୂଆ ରଣନୀତି । ଯବାନଙ୍କୁ ଟାର୍ଗେଟ କରି କ୍ୟାମ୍ପ ନିକଟରେ ଦୁଇଟି…

ଅଡୁଆରେ ବି.ଇ.ଡି ଛାତ୍ରଛାତ୍ରୀ; ପରୁଣ…

କଟକ: ଓ.ଟି.ଇ.ଟି ପାଇଁ ଅନ୍‌ଲାଇନରେ ଏବେ ଫର୍ମ ଫିଲପ୍‌ ଚାଲିଛି। ତେବେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା ଫର୍ମପୂରଣ ସମୟରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ କୌଣସି ଅପସନ୍ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କୁ…