Odisha Link
Bridging the Missing Links in Odisha
Daily Archives

July 24, 2019

କଟକରେ ମିଠା ଦୋକାନ ଉପରକୁ ବୋମାମାଡ଼

କଟକ : ତିନିଟି ହତ୍ୟାକାଣ୍ଡ ପରେ ଅଶାନ୍ତ ହୋଇପଡିଛି ସିଲଭର ସିଟି। କଟକ ଖାନନଗର ପୂଜା ମଣ୍ଡପ ନିକଟରେ ଆଜି ବୋମାମାଡ଼ ହୋଇଛି। ଏକ ମିଠା ଦୋକାନ ଉପରକୁ ବୋମାମାଡ଼ କରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ। ମିଠା…

ପାଟକୁରା ବିଧାନସଭା ନିର୍ବାଚନରେ…

କେନ୍ଦ୍ରାପଡ଼ା : ସବୁ ଚର୍ଚ୍ଚାର ଅବସାନ ଘଟିଛି। ପାଟକୁରା ନିର୍ବାଚନରେ ବାଜି ମାରିଲେ ବିଜେଡ଼ି ପ୍ରାର୍ଥୀନି ସାବିତ୍ରୀ ଅଗ୍ରଓ୍ବାଲ। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲ୍ ୧୭,୬୫୫ରେ ଆଗୁଆ ରହିଛନ୍ତି। ବର୍ତମାନ…

ଧ୍ୟାନ ମୁଦ୍ରାରେ ମାନ୍ୟବର

ଭୁବନେଶ୍ବର : ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳ । ଏପରିକି ଗତକାଲିଠାରୁ ବାବା କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସିରହିଛନ୍ତି ସାରଥୀ । ଆଜି ସକାଳୁ ବି ବାବା…

ପାଟକୁରାରେ ଶୁଭିଲା ଶୁଭ ଶଙ୍ଖ!

ଭୁବନେଶ୍ବର: ପାଟକୁରା ନିର୍ବାଚନରେ ବିଜୟ ଦ୍ୱାରଦେଶରେ ବିଜେଡି। ପାଟକୁରାରେ ପୁଣି ଶୁଭିବ ଶୁଭ ଶଙ୍ଖ। ୧୮ ରାଉଣ୍ଡରୁ ୧୬ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୨୩୪ ଭୋଟରେ ଆଗରେ ରହିଛନ୍ତି। ଆଉ ଏହାସହ ବିଜେପିର ଟାଣୁଆ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ…

ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ…

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ୨୩ ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ। ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା…

ନିୟମଗିରି ପାହାଡରେ ଏନକାଉଣ୍ଟର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଥାନାର ନିୟମଗିରି ପାହାଡ ଅଞ୍ଚଳରେ ଥିବା ଜଙ୍ଗଲରେ ବୁଧବାର ସକାଳୁ ଏସ୍ଓଜି କୁମ୍ବିଂ ଅପରେସନ୍ କରୁଥିବା ସମୟରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଫଳରେ ଏସ୍ଓଜି ଯବାନଙ୍କ ଗୁଳିରେ ଜଣେ ମାଓବଦୀର…

ବାହୁଡ଼ା ପରେ ମହାପ୍ରଭୁଙ୍କ ପ୍ରଥମ…

ପୁରୀ: ହେରାପଞ୍ଚମୀର ପୂର୍ବ ଦିନ ଆଡ଼ପମଣ୍ଡପରେ ବିରାଜମାନ କରିଥିବା ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଶ୍ରୀ ଜିଉଙ୍କର ଆଉ ବନକଲାଗି ନୀତି ହୋଇନଥିଲା। ବାହୁଡା ବିଜେ ପରେ ରତ୍ନବେଦୀରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ…

ଏଣିକି ଗୃହକୁ ମୋବାଇଲ ବନ୍ଦ କରି ଯିବେ…

ଭୁବନେଶ୍ବର : ବିଧାନସଭାରେ ବାଚସ୍ପତିଙ୍କ କଡା ରୁଲିଂ । ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କିମ୍ବା ବ୍ୟବହାର କରୁଥିବାର ନଜର ଆସିବେ ତେବେ ତାଙ୍କ ଫୋନକୁ ସିଜ୍ କରିଦିଆଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ…

କଟକରେ ଦିନ ମଜୁରିଆଙ୍କୁ ଟାର୍ଗେଟ୍

କଟକ : କଟକରେ ୨୪ ଘଣ୍ଟା ମଧ୍ୟରେ ୩ଜଣଙ୍କୁ ହତ୍ୟା କରାଯାଇଛି । ଓଏମପି ଛକରେ ଗଳା କାଟି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣଙ୍କ ଜଣେ ଦିନ ମଜୁରିଆ ହୋଇଥିବା ଖବର ମିଳିଛି । ସେହିପରି ଏସସିବି କାର୍ଡିଓଲୋଜି ବିଭାଗ ସମ୍ମୁଖରୁ ଅନ୍ୟ ଜଣେ ଶ୍ରମିକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର…

LIVE UPDATE: ପାଟକୁରା ନିର୍ବାଚନ ଫଳାଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି। ଗୋଟିଏ ପରେ ଗୋଟିଏ ରାଉଣ୍ଡର ଗଣତି ଚାଲୁ ରହିଛି। ଫଳାଳକୁ ନେଇ ବେଶ ଆଶାବାଦୀ ଉଭୟ ବିଜେଡ଼ି ଓ ବିଜେପି। ତେବେ ଆସନ୍ତୁ ଜାଣିବା କେଉଁ ରାଉଣ୍ଡରେ କଣ ଫଳାଫଳ ହେଉଛି ତାର ଲାଇଭ ଅପଡେଟ ଆମେ ଆପଣଙ୍କୁ ଦେଉଛୁ। ୧୮ ରାଉଣ୍ଡ: ୧୮…