Odisha Link
Bridging the Missing Links in Odisha
Daily Archives

July 24, 2019

କଂଗ୍ରେସକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଗତକାଲି କର୍ଣ୍ଣାଟକରେ କଂଗ୍ରେସ-ଜେଡ଼ିଏସ୍‌ ମେଣ୍ଟ ସରକାର ଆସ୍ଥା ଭୋଟ ହାରି ଯାଇଛି। କହିବାକୁ ଗଲେ କୁମାରସ୍ବାମୀ ସରକାରଙ୍କୁ ଯେତିକି କ୍ଷତି ହୋଇଛି ତା ଠାରୁ ଅଧିକ କ୍ଷତି କଂଗ୍ରେସକୁ ହୋଇଛି। କାରଣ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଛି। ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ…

ବିଜେପିର ଅନୁଗୋଳ ବନ୍ଦ ଡାକରା

ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି | ୩ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ…

ପାଟକୁରା ନିର୍ବାଚନ ଫଳାଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି । ପ୍ରଥମ ରାଉଣ୍ଡ: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୮୩୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଛି । ପ୍ରଥମେ ବିଜେଡ଼ି ଗଡ଼…

ପାଟକୁରା: ଆଜି ସୁପର ଓଭରରେ କିଏ ମାରିବ…

କେନ୍ଦ୍ରାପଡ଼ା: ଆଜି ପାଟକୁରା ବିଧାନସଭା ନିର୍ବାଚନ ଭୋଟଗଣତି। କିଏ ଜିତିବ କିଏ ହାରିବ ଫଳାଫଳ ଘୋଷଣା ପରେ ଜଣା ପଡ଼ିବ। ଉଭୟ ବିଜେଡି ଓ ବିଜେପି ପାଟକୁରା ନିର୍ବାଚନରେ ବିଜୟୀ ହେବା ନେଇ ଦମ୍ଭୋକ୍ତି ବାଢ଼ିଥିବାବେଳେ ଅନ୍ୟପଟେ କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ଦଳର ବିଧାୟକ ମାନେ ପୂର୍ବରୁ କହି…

ଆଜି ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ…

ଆନ୍ଧ୍ର ପ୍ରଦେଶ: ଆଜି ୨୩ ତମ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବିଶ୍ୱଭୂଷଣ ହରିଚନ୍ଦନ। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ବିଶ୍ବଭୂଷଣ ୧୦ମ ଓଡ଼ିଆ…