Odisha Link
Bridging the Missing Links in Odisha

ଆଜିଠାରୁ ଖୋଲିବ ଭିତକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ : ଆଜିଠାରୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା। ତେବେ ଚଳିତବର୍ଷ ଭିତରକନିକା ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଲାଇଭ୍ ଜ୍ୟାକେଟର ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜନଗର ବିନବିଭାଗ। ଭିତରକନିକା ନଦୀ ନାଳରେ ବନ ବିଭାଗ ୧୦୩ଟି ବଷା ଠାବ କରିଥିବା ବେଳେ ୧୭ଶହରୁ ଅଧିକ କୁମ୍ଭୀର ବାସ କରୁଥିବା ସୂଚନା ମିଳିଛି ।

Comments are closed.