୩ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭାକୁ ଅପରାହ୍ଣ ୩ଟା ଯାଏଁ ମୁଲତବୀ କରାଯାଇଛି। ତିନି ତଲାକ ବିଲ ନେଇ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାରେ ଗୃହରେ ହୋହଲ୍ଲା ହୋଇଥିଲା। ଶ୍ରୀ ସେଠୀ ତିନ ତଲାକ ପ୍ରସଙ୍ଗକୁ ନେଇ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ। ଯାହାକୁ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ବିରୋଧ…