Odisha Link
Bridging the Missing Links in Odisha
Daily Archives

August 17, 2019

ଭୁଟାନରେ ମୋଦି, ରୁପେ କାର୍ଡର ହେବ…

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି ମୋଦି। ନରେନ୍ଦ୍ର ମୋଦିଙ୍କୁ ଭୁଟାନ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ କିଭଳି ଆହୁରି ମଜବୁତ ହେବ ତାହା ଉପରେ ଅଧିକ…

ରବି ଶାସ୍ତ୍ରୀ ପୁଣି ଥରେ କୋଚ୍‌ ହେବା…

ମୁମ୍ବାଇ: ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦ ବଜାୟ ରଖିଲେ ରବି ଶାସ୍ତ୍ରୀ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବ ମୁମ୍ବାଇରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। କପିଳ କହିଛନ୍ତି, ରବି ଶାସ୍ତ୍ରୀଙ୍କ ସମସ୍ତ ପ୍ରକାରର ପ୍ରଦର୍ଶନକୁ…

ଏନ୍‌ଆଇଟି ପରିସରରୁ ସହକାରୀ ପ୍ରଫେସର ଓ…

ରାଉରକେଲା : ରାଉରକେଲା ସ୍ଥିତ ଏନ୍‌ଆଇଟି ପରିସରରେ ଥିବା କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର. ଜଲାନ୍ ଓ ତାଙ୍କ ପତ୍ନୀଙ୍କ ବୟସ। ୯ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ଶ୍ରୀ ଜଲାନ୍‌ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର…

ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ପଟିଆଲା: ଓଡ଼ିଆ ଝିଅ ଦୂତୀଙ୍କୁ ଆଉ ଏକ ସ୍ବର୍ଣ୍ଣପଦକ। ଓଡ଼ିଶାର ଅଗ୍ରଣୀ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପଟିଆଲାର ନେତାଜୀ ସୁଭାଷ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍)ରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଁ ପ୍ରି-୫ ଚାମ୍ପିୟନଶିପର ୧୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଦୂତୀ…

ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର…

ଭୁବନେଶ୍ବର : ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ ବନ୍ୟା ଭୟ ଟଳିଯାଇଛି। ରାଜ୍ୟର ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡିଶାରେ ଏବଂ…

ଅରୁଣ ଜେଟଲୀ ଗୁରୁତର, ଏମ୍ସ ଯାଇ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଅଗଷ୍ଟ ୯ ରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ୬୬ ବର୍ଷୀୟ ଜେଟଲୀ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ…

ମହିଳାଙ୍କୁ ଗଳାକାଟି ହତ୍ୟା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଲାଚ୍ଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଆଜି ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ଜଣେ ମହିଳା ବାସନ ମାଜୁଥିବାବେଳେ ପଛପଟୁ ଦୁର୍ବୃତ୍ତ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି। ଆକ୍ରମଣ ପରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।…

ଟ୍ରେନ୍‌ରେ କଟିଗଲା ଯୁବକଙ୍କ ଦୁଇ ଗୋଡ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ସୋର ଥାନା ଅଧିନ ଅଞ୍ଜି ଗ୍ରାମର ଜଣେ ଯୁବକଙ୍କ ଦୁଇ ଗୋଡ ଟ୍ରେନରେ କଟି ଯାଇଛି। ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ଗୋବର୍ଦ୍ଧନ ସାହୁଙ୍କ ପୁଅ ଗୁଲସନ। ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୩୦ ସମୟରେ ବାଲେଶ୍ୱର ସୋମନାଥପୁର ନିକଟସ୍ଥ ରେଳ ଧାରଣା…

ବନ୍ୟାରେ ଧୋଇଗଲା ଏପ୍ରୋଚ୍ ରୋଡ୍

ରାୟଗଡା : ଗତକାଲି ରାତିରେ ବନ୍ୟାପାଣି ଆସିବା ଯୋଗୁଁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରର ପୁରୁଣା ପୋଲର ଏପ୍ରୋଚ୍ ରୋଡ୍ ଧୋଇଯାଇଛି। ଫଳରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର…