Odisha Link
Bridging the Missing Links in Odisha
Daily Archives

August 17, 2019

ସବୁଜ ଓ ଐତିହ୍ୟ ପୁରୀ ପାଇଁ ନକ୍ସା…

ପୁରୀ : ଶ୍ରୀମନ୍ଦିର ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଛନ୍ତି। ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ସହ ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମେଘନାଦ ପାଚେରୀ ଚାରିପାଖରୁ ୭୫ମିଟର ପରିଧିରେ ଥିବା ସମସ୍ତ…

ଚିଲିକା ପାଇଁ ୧୫୮ କୋଟି

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି। ଏହା ଦ୍ୱାରା ଚିଲିକା…

ପପୁଙ୍କ ପୋଷ୍ଟରକୁ ଦୂତୀଙ୍କ ବିରୋଧ

ଭୁବନେଶ୍ବର: ବିବାଦରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍‌ପମ୍। ପପୁଙ୍କ ପିଛା ଛାଡ଼ୁନି ବିବାଦ। ପପୁଙ୍କ ଆଗାମୀ ସିନେମାର ପୋଷ୍ଟରକୁ ନେଇ ବିବାଦ ଘେରରେ ପପୁ। ତାଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ଟ୍ରୋଲ ହେଉଛନ୍ତି ପପୁ। ଏନେଇ ମୁହଁ ଖୋଲିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ଦୂତୀ…

ବନ୍ଧୁକ ଦେଖାଇ ଖାଇଲେ ଛେଚା

ଭୁବନେଶ୍ୱର: ବନ୍ଧୁକ ଦେଖାଇଲେ ଛେଚା ଖାଇଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ ଛକରେ । ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ଛକରେ କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲେ । ତାପରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ ସ୍ଥାନୀୟ ଲୋକେ । ତାପରେ ବନ୍ଧୁକ ସହ ସେହି ଯୁବକଙ୍କୁ ପୋଲିସରେ ଜିମା…

ପୁଣି ଥରେ ବିବାଦରେ ପପୁ ପମପମ

ଭୁବନେଶ୍ୱର: ପୁଣି ଥରେ ବିବାଦରେ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମପମ । ତେବେ ଅନେକ ସମୟରେ ବ୍ୟକ୍ତିଗତ କାରଣକୁ ନେଇ ବିବାଦରେ ରହି ଆସୁଥିବା ପପୁ ପମପମ୍ ଏବେ ନିଜର ଅପକମିଂ ସିନେମା ମିଷ୍ଟର କହ୍ନେୟାର ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଛନ୍ତି । ଗଣେଶ ପୂଜା ଅବସରରେ ମୁକ୍ତି ଲାଭ କରିବାକୁ ଯାଉଥିବା ପପୁଙ୍କର…

ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ…

ଭୁବନେଶ୍ୱର: ରାଜ୍ୟରେ ଦେଖା ଯାଇଛି ବନ୍ୟା ସ୍ଥିତି। ରାଜ୍ୟରେ କିଭଳି ରହିଛି ବନ୍ୟାଞ୍ଚଳର ସ୍ଥିତି ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିଥିବାବେଳେ ତାଙ୍କ ସହ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ…

ପୋଲ ସର୍ଭେ ବେଳେ ନଦୀକୁ ଖସି ଯୁବକ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଙ୍ଗାମ ପୋଲ ସର୍ଭେ କରିବା ବେଳେ ଶନିବାର ନଦୀକୁ ଖସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୩ ଯୁବକ ଜାତୀୟ ରାଜପଥ ଉପରେ ରହିଥିବା ଉକ୍ତ ପୋଲର ସର୍ଭେ କାର୍ଯ୍ୟ କରୁଥିବା ସମୟରେ ହଠାତ ଜଣେ ଯୁବକ ନଦୀକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ନଦୀରେ ନିଖୋଜ ଯୁବକଙ୍କୁ…

ପୁଣି ଅଜଣା ଜନ୍ତୁ ଆତଙ୍କ; ଗଞ୍ଜାମରେ ୪୦…

ଭୁବନେଶ୍ବର : କିଛି ଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆତଙ୍କ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ଛେଳି ପଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ସେହି ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ…

ଅକ୍ଟୋବର ୨ରୁ ‘ମୋ ସରକାର’ : ଫୋନ୍‌ରେ…

ଭୁବନେଶ୍ବର : ଲୋକଙ୍କ ସେବା ହିଁ ସରକାର। ଗଣତନ୍ତ୍ରରେ ଜନତା ହିଁ ଶ୍ରେଷ୍ଠ। ତେଣୁ ଲୋକଙ୍କ ସେବା ପାଇଁ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ୫-ଟିକୁ ଭିତ୍ତି କରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୭୩ତମ ସ୍ବାଧୀନତା ଦିବସ ଅବସରରେ ଏଭଳି ଘୋଷଣା…

ଯାତ୍ରା କଳାକାରଙ୍କୁ ହତ୍ୟା

ବାଲେଶ୍ୱର : ଭୋଗରାଇ ବ୍ଲକର ଏକ ଯାତ୍ରା ପାର୍ଟିର ଜଣେ କଳାକାରଙ୍କୁ ଶୁକ୍ରବାର ରାତିରେ ହତ୍ୟା କରାଯଇଛି। ସେ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗ୍ରାମର ତ୍ରିଲୋଚନ ରଞ୍ଜିତ। ତ୍ରିଲୋଚନ ଉକ୍ତ ଯାତ୍ରା ପାର୍ଟିରେ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟାରେ…