Odisha Link
Bridging the Missing Links in Odisha
Monthly Archives

August 2019

ପ୍ରଶାସନର ବୁଝାସୁଝା ପରେ ମଠରୁ…

ପୁରୀ : ପ୍ରଶାସନର ଦୀର୍ଘ ସମୟର ଉଦ୍ୟମ ସଫଳ ହୋଇଛି। ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ରାଜି ହୋଇଛନ୍ତି। ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ମହନ୍ତଙ୍କ ସହିତ ସକାଳେ ପୁଣି ଆଲୋଚନା କରି ବୁଝାସୁଝା କରିଥିଲେ। ଶେଷରେ…

ଖାଉଟିଙ୍କ ଉପରେ ପଡ଼ିପାରେ ମହଙ୍ଗା…

ଭୁବନେଶ୍ୱର : ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍‌ ଦର। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ‌ଆୟୋଗ ଗତ ମେ ୨୩ ତାରିଖରେ ଦେଇଥିବା ଆଦେଶର ପୁର୍ନବିଚାର କରିବାକୁ ଏବେ ଗ୍ରିଡକୋ, ଓଇଆର୍‌ସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବଢ଼ାଇବା ନେଇ ବାଟ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌,୨ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏହି ଯାତ୍ରୀବାହୀ ବସ୍‌ ଗତକାଲି…

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରିରେ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ମୁମ୍ବାଇର ଜଣେ ଷ୍ଟ୍ରଗଲିଂ ଅଭିନେତ୍ରୀ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା ଆପାର୍ଟମେଣ୍ଟର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫିଲ୍ମ ଅଭିନେତ୍ରୀ ହେବା ଲକ୍ଷ୍ୟରେ…

ଜିତେନ୍ଦ୍ର ସୁନା: ଦିନ ମଜୁରିଆରୁ ଜେଏନୟୁ…

ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ। ସେପ୍ଟମ୍ବର ୬ ତାରିଖରେ ଜେଏନ୍‌ୟୁରେ ହେବ ଛାତ୍ର ସଂସଦ ନିର୍ବାଚନ। ସେନେଇ ପ୍ରସ୍ତୁତି ଚଲାଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ। ଗଣମାଧ୍ୟମରେ ପ୍ରକାଶ…

ବିଜେଡି ନେତାଙ୍କୁ ଥଇଥାନ: ବାଦ ପଡ଼ିଲେ…

ଭୁବନେଶ୍ବର: ବିଜୁ ଜନତା ଦଳରେ ବର୍ତ୍ତମାନ ଚାଲିଛି ଥଇଥାନ ଋତୁ ବା ନିଯୁକ୍ତି ଋତୁ। ଚଳିତ ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୧୨ ଜଣ ବିଧାୟକଙ୍କ ସମେତ ମୋଟ ୪୮ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ସାରିଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ଚଳିତ ସାଧାରଣ…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳି…

ଦଶପଲ୍ଲା: ମଧ୍ୟଖଣ୍ଡ ଗ୍ରାମପଞ୍ଚାୟତରେ ଗୁଳି ମାଡ଼। ପଞ୍ଚାୟତ ନିର୍ବାହୀ ଅଧିକାରୀ ଆହତ। ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକ ପଞ୍ଜିକରଣ ଯୋଜନା ବୈଠକ ଚାଲିଥିବା ସମୟରେ ସ୍ଥାନୀୟ ଜଣେ ଅସାମାଜିକ ଯୁବକ ଏହି ଗୁଳିମାଡ଼ କରିଛନ୍ତି। ତେବେ କେଉଁ କାରଣରୁ ଏହି ଗୁଳି ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।…

ଜିଡିପି ଚିନ୍ତା: ୫.୮ ରୁ ୫ ପ୍ରତିଶତକୁ…

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡ଼ୁଛି ଦେଶର ଆର୍ଥିକ ସ୍ଥିତି। ଯାହାଫଳରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି ଭାରତ। ତିନିମସାରେ ତଳକୁ ଖସିଲା ଜିଡ଼ିପି। କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତର ଜିଡିପି ୫.୮ରୁ ଖସିଆସି ୫ ପ୍ରତିଶତକୁ ଛୁଇଁଛି। ଗତ ଏପ୍ରିଲରୁ…

ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ…

ଭୁବନେଶ୍ବର: ପୁଣିଥରେ ଆଜି ସନ୍ଧ୍ୟାରେ ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ। ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ମୋନା ଶର୍ମାଙ୍କୁ ନୂଆ ଦାୟିତ୍ୱ…

ପ୍ରବଚନ ଦେବାପାଇଁ ବ୍ୟାକୁଳ ମାନ୍ୟବର

ଭୁବନେଶ୍ବର: ପୁଣି ବିଭିନ୍ନ ସ୍ଥାନରେ ସତ୍‌ସଙ୍ଗ ହେବ?ପୁଣି ପ୍ରବଚନ ଶୁଭିବ? ପୁଣିଥରେ ପ୍ରବଚନ ଦେବେକି ସାରଥୀ? ନିକଟରେ ଜାମିନ ପାଇ ଜେଲ୍‌ରୁ ବାହାରିଥିବା ଆତ୍ମଘୋଷିତ ବାବା ସାରଥି ପୁଣିଥରେ ପ୍ରବଚନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ହାଇକୋର୍ଟଙ୍କୁ ଅନୁମତି ମାଗିଛନ୍ତି ବାବା ସାରଥି ଓରଫ୍‌…