Odisha Link
Bridging the Missing Links in Odisha

ଆପୋଲୋକୁ ୪ ସପ୍ତାହ ମହଲତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ଆପୋଲୋ ହସ୍ପିଟାଲକୁ ହାଇକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି। ଆପୋଲୋ ଲାଇସେନ୍ସକୁ ରଦ୍ଧ ପାଇଁ ଏନଏଚଆରସିଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ୪ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ଭିତରେ ଏନଏଚଆରସି ନିକଟରେ ଯୁକ୍ତି ରଖିବାକୁ ଆପୋଲୋକୁ ନିର୍ଦ୍ଦେଶ ଦିଆଯାଇଛି । ଆପୋଲୋ କର୍ତ୍ତୃପକ୍ଷଙ୍କ ଯୁକ୍ତି ପରେ ମାମଲାର ଶୁଣାଣି ଏନଏଚଆରସି କରିବେ । ପ୍ରକାଶ ଯେ, ଏକ କିଡନୀ ପ୍ରତ୍ୟାରୋପଣକୁ ନେଇ ବିବାଦ ଦେଖାଦେଇଥିଲା ।

Comments are closed.