Odisha Link
Bridging the Missing Links in Odisha
Daily Archives

September 12, 2019

ବିଏସ୍‌ଏଫ୍‌ ନୂତନ ଆଇଜି ହେଲେ ହରମିନ୍ଦର…

ଭୁବନେଶ୍ୱର: ବର୍ଡର୍‌ ସିକ୍ୟୁରିଟି ଫୋର୍ସର ନୂଆ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ହରମିନ୍ଦର ପାଲ୍‌। ଖୋର୍ଦ୍ଧା ବିଏସ୍‌ଏଫ୍‌ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି। ପୂର୍ବତନ ଆଇଜି ଅଶ୍ୱିନୀ କୁମାର ସିଂହଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ବିଏସ୍‌ଏଫ୍‌ ପୂର୍ବତନ ଆଇଜି ଅଶ୍ୱିନୀ କୁମାର…

ଘରୋଇ ଉପାୟରେ ମିଳିବ ଫୁଡ୍ ପଏଜନିଙ୍ଗରୁ…

ଭୁବନେଶ୍ବର: ଏହା ବିଶ୍ୱାସ କରିବା ମୁସ୍କିଲ କି ଆପଣଙ୍କର ପ୍ରିୟ ଖାଦ୍ୟ ଆପଣଙ୍କୁ ରୋଗିଣା କରିଦେଇଥାଏ । କିଛି ଭୁଲ୍ ଖାଦ୍ୟ ଖାଇବା କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା କାରଣରୁ ଫୁଡ୍ ପଏଜନିଙ୍ଗ ହୋଇଥାଏ । ଠିକ୍ ସମୟ ଏହାର ଚିକିତ୍ସା କରାଇବା ଆବଶ୍ୟକ ଅଟେ। କ'ଣ ଖାଇଲେ ଫୁଡ୍ ପଏଜନିଙ୍ଗ ମିଳିବ ରକ୍ଷା…

ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ଅବହେଳା…

ବାରଙ୍ଗ: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ପଟିଆ ଛକଠାରେ ଥିବା ବୈଦ୍ୟନାଥ ମେମୋରିଆଲ ହସପିଟାଲରେ କାର୍ଯ୍ୟରତ ଡ଼ାକ୍ତରାଣୀ କାତ୍ୟାୟନୀ ପଣ୍ଡାଙ୍କ ନାମରେ ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତ ଗ୍ରାମର ସୁନୀଲ ପ୍ରାଧାନ ତାଙ୍କ ସ୍ତ୍ରୀଙ୍କର ଗର୍ଭପାତରେ ଅବହେଳା କରିଥିବା ଏବଂ ପଚାରିବାରୁ ଡ଼ାକ୍ତରାଣୀ ଏବଂ…

ରେଳ ଧାରଣାରୁ ମିଳିଲା ଯୁବକଙ୍କ…

କେନ୍ଦୁଝର: କେନ୍ଦୁଝରରେ ଟ୍ରେନ୍ ଲାଇନ୍ ନିକଟରେ ଅଜଣା ଯୁବକଙ୍କର ମୃତଦେହ ଠାବ ହୋଇଛି। ତେବେ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, କେନ୍ଦୁଝର ଟାଉନ୍ ଥାନାର ହରିଡାଗୋଠ ଗାଁ ନିକଟ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଆଜି ସକାଳୁ ଜଣେ ଅଜଣା ଯୁବକଙ୍କର ମୃତଦେହ ପଡିଥିବା…

କେବେ ସାକାର ହେବ ପ୍ରାଚୀଙ୍କ ସ୍ବପ୍ନ !

 ଭୁବନେଶ୍ବର: ଆଜି ହେଉଛି ନାୟିକା ପ୍ରାଚୀ ଦେଶାଇଙ୍କ ଜନ୍ମଦିନ। ସେ ଛୋଟ ପରଦାରୁ ନିଜରନକ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ବଡ ପରଦାରେ ସକ୍ରିୟ ହୋଇଛନ୍ତି । ବୋଲ୍‌ ବଚ୍ଚନ, ୱାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ,, ରକ୍‌ ଅନ୍‌, ଆଇ ମି ଔର ମେଁ ଭଳି ସିନେମାରେ ହିରୋଇନ୍‌ ଭାବେ ଦେଖିବାକୁ ମିଳିଛି…

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମେରାମା ଛକ ନିକଟ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଗୁଡାରୀ ବ୍ଳକ କଦ୍ମା ଗ୍ରାମ ପଞ୍ଚାୟତ…

ଶିକ୍ଷାର ସାକ୍ଷାତ ଦେବୀଙ୍କୁ ଗଣଶିକ୍ଷା…

ଭୁବନେଶ୍ବର: ଶିକ୍ଷାର ସାକ୍ଷାତ ଦେବୀଙ୍କୁ ଶିକ୍ଷାମନ୍ତ୍ରୀ ଜଣାଇଲେ ସାଧୁବାଦ। ଗତକାଲି ଢେଙ୍କାନାଳ ପାହାଡି ଅଞ୍ଚଳର ଏମିତି ଜଣେ ଶିକ୍ଷୟତ୍ରୀଙ୍କୁ ଆମେ ବିଭିନ୍ନ ସୋସିଆଲ ମିଡ଼ିଆରେ ଦେଖିଥିଲେ ଯିଏ ପିଲାଙ୍କ ଭବିଷ୍ୟତ ଗଢିବାକୁ ଗଲା ୧୧ ବର୍ଷ ହେବ ଭରା ନଈରେ ବେକେ ପାଣି ପାରି ହୋଇ ସ୍କୁଲକୁ ଯାଉଛନ୍ତି।…

ଅହିଂସାର ପାଠ ପଢ଼ିବେ ଛାତ୍ରଛାତ୍ରୀ:…

ଭୁବନେଶ୍ୱର: ଏଣିକି ସ୍କୁଲ ଓ +୨ କଲେଜରେ ଅହିଂସା ସମ୍ପର୍କିତ ପ୍ରତିଯୋଗିତା କରାଯିବ।  ପିଲାଙ୍କୁ  ଦିଆଯିବ ଅହିଂସା ମନ୍ତ୍ର। ବାଲ୍ୟବସ୍ଥାରୁ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବେ ଛାତ୍ରଛାତ୍ରୀ। ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ। ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା ନୀତି…

ମୁଣ୍ଡକୁ ତଳକୁ କରୁଥିବା ଲୋକଙ୍କ…

ଭୁବନେଶ୍ବର:ତାଲିକାରେ ରହିଛି ମହିଳା ଏବଂ ଶିଶୁଙ୍କ ନାଁ ।ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡକୁ ତଳକୁ ନୁଆଁଇ ପଡେ କିନ୍ତୁ ଏହା ଅଧିକାଂଶ ସମୟରେ ଆପଣଙ୍କ ଉଚ୍ଚତାରେ ବିପଦ ପକାଇଥାଏ । ଆଜିକାଲି ଫୋନ୍ ଏବଂ ଟାବଲେଟ ଏବଂ ଡେସ୍କଟପ୍ କମ୍ପ୍ୟୁଟରର ବ୍ୟବହାର ଅଧିକ ମାତ୍ରାରେ ବଢିବାରେ…

ସ୍କୁଲରେ ବସ୍ତାନୀ ବୋଝ ଯାଞ୍ଚ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ ଯାଞ୍ଚ କରାଯାଉଛି। ଚଳିତ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି। ପିଲାଙ୍କ ବସ୍ତାନୀ ବୋଝ ନେଇ ଆଜି ରାଜଧାନୀରେ ଶିଶୁ ଅଧିକାର ଆୟୋଗ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…