Odisha Link
Bridging the Missing Links in Odisha
Daily Archives

September 12, 2019

ମଦ ନା ପୌର ନିର୍ବାଚନ, କ’ଣ ରହିଛି…

ଭୁବନେଶ୍ବର: ସେପ୍ଟମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେଲା ନୂଆ ମୋଟର ଯାନ ଆଇନ। ଯାହାରି ଫଳରେ ସାଧାରଣ ଲୋକ ମୋଟା ଅଙ୍କର ତଣ୍ଡ ଗଣିଲେ। ଯାହାକୁ ନେଇ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅନ୍ୟପଟେ ନୂଆ ନିୟମକୁ ନେଇ ସେପ୍ଟମ୍ବର ୭ ତାରିଖରେ ରାଜଧାନୀ ଭୁବନେଶ୍ବରର ରାଜମହଲ…

ପୁଣିଥରେ ନିରାଶ ହେଲେ ପି.ଚିଦାମ୍ବରମ

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ। ଆଜି ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମ ଜାମିନ୍‌ ଆବେଦନ କରିଥିଲେ ହେଁ କୋର୍ଟ ଏହା ଉପରେ କୌଣସି ରାୟ ଦେଇ ନାହାନ୍ତି। ବରଂ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ସ୍ଥିତାବସ୍ଥା ଜାଣିବା ପାଇଁ ସିବିଆଇକୁ ନୋଟିସ୍‌ କରିଛନ୍ତି।…

ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନେହୁଳିଆ ଗ୍ରାମରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚଉଡ଼ା ରାସ୍ତା ନ ଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସିପାରିନାହିଁ। ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀଙ୍କୁ ଏକ କି.ମି ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ। ସେଠାରୁ…

କଶ୍ମୀର ପ୍ରସଙ୍ଗ: ସତ ମାନିଲା…

ନୂଆଦିଲ୍ଲୀ: ବିଳମ୍ବରେ ହେଉ ପଛେ ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ନିଜର ପରାଜୟ ସ୍ବୀକାର କରିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍‌ ଖାନ୍‌ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି…

ଟଏଲେଟରେ ପିଲା, ସ୍କୁଲରେ ତାଲା!

ବାଲେଶ୍ୱର: ସ୍କୁଲରେ ଥିବା ଟଏଲଟରେ ପିଲା ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରେ ତାଲା ପକାଇ ପଳାଇବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଥମ ଶ୍ରେଣୀ ଛାତ୍ରକୁ ସ୍କୁଲରେ ତାଲା ପକାଇ ସ୍କୁଲ କର୍ତ୍ତୃପକ୍ଷ ଛୁ ମାରିଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ ହୋଇ ରହିବା ପରେ କୁନି ଛାତ୍ର ଜଣକ ମୁକୁଳିଥିଲେ।…

ମେରିକମଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ବକ୍ସିଂ ତାରକା ଏମସି ମେରିକମ ପାଇବେ ପଦ୍ମ ବିଭୂଷଣ। ମେରିକମଙ୍କ ମନୋନୟନ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପଦ୍ମ ଭୂଷଣ ପାଇବେ। ଏହାଛଡ଼ା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଓ ଟିଇ ତାରକା ମନିକା ବାତ୍ରାଙ୍କୁ ପଦ୍ମଶ୍ରୀ ପ୍ରଦାନ…

‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’କୁ ଫେରୁଛନ୍ତି…

ଭୁବନେଶ୍ବର:  ମିଠୁ ବଲିଉଡ୍‌ର ଅନେକ ଲୋକପ୍ରିୟ କଳାକାରଙ୍କ ଉପରେ ଅଭିଯୋଗ ଲାଗିଥିଲା । ସିଙ୍ଗର ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ ୨୦୧୮ରେ ଯୌନ ଶୋଷଣର ଅଭିଯୋଗ ଅନୁ ମଲିକଙ୍କ ଉପରେ କରିଥିଲେ।  ଅନୁ ସୋନି ଟିଭିରେ ପ୍ରସାରିତ ହେଉଥିବା ’ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ ରୁ ବ୍ୟ।ନ୍‌ କର।ଯ।ଇଥିଲା ।…

ନୂଆ ଟ୍ରାଫିକ ନିୟମ ପାଇଁ ସଚେତନତା ରଥ

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ନେଇ ସଚେତନା ସୃଷ୍ଟି କରିବାକୁ ବାହାରିଛି ସଚେତନତା ରଥ। ଏବେ ରଥ ଜଣାଇବ ରାସ୍ତାର ନିୟମ। କଟକରେ ପତାକା ଦେଖାଇ ଟ୍ରାଫିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡ଼ିସିପି ସାଗରିକା ନାଥ। ଗତକାଲି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ହେଲମେଟ୍ ଓ ଚକୋଲେଟ ଦେଇ…

ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣିଥରେ ସୀମାରେ ଦେଖାଯାଇଛି ବିବାଦ। ଏଥର କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ ନୁହେଁ। ବରଂ ମୁହାମୁହଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖ ସୀମାରେ ଗତ ବୁଧବାର ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ…

ନାସା ପଠାଇଲା ବିକ୍ରମକୁ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପଡ଼ିରହିଛି ଲ୍ୟାଣ୍ଡର ବିକ୍ରମ। ଲ୍ୟାଣ୍ଡରକୁ ଆକ୍ଟିଭେଟ କରିବା ପାଇଁ ଇସ୍ରୋ ପକ୍ଷରୁ ବହୁତ ଚେଷ୍ଠା କରାଯାଉଛି। ଏଥିସହିତ ନାସା ସହଯୋଗର ହାତ ବଢାଇଛି। ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ‘ବିକ୍ରମ’କୁ ‘ନାସା’ ହ୍ୟାଲୋ ମେସଜ ପଠାଇଛି। ‘ନାସା’ର ଡିପ ସ୍ପେଶ ଆଣ୍ଟିନା ଏହି ହ୍ୟାଲୋ…