Odisha Link
Bridging the Missing Links in Odisha
Daily Archives

September 16, 2019

ବପାଙ୍କ ସିନେମା ଦେଖି ଡରୁଥିଲେ ଏହି…

ଭୁବନେଶ୍ବର :'ଦ ଜୋୟା ଫ୍ୟାକ୍ଟର୍' ସିନେମାର ଅଭିନେତ୍ରୀ ସୋନମ୍ କପୁର ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଏହି ସିନେମାଟି ୨୦ ତାରିଖରେ ରିଲିଜ୍ ହେବାକୁଯାଉଛି। ସିନେମାଟି ଜୋୟା ସୋଲାଙ୍କିଙ୍କ ଲିଖିତ ଉପନ୍ୟାସ 'ଦ ଜୋୟା ଫ୍ୟାକ୍ଟର୍' ଉପରେ ଆଧାରିତ। ସାଉଥ୍‌ ସୁପର୍‌ଷ୍ଟାର୍ ଦୁଲ୍‌କର୍‌ ସଲ୍‌ମାନ୍‌ ଏହି…

ଋଣ ପାଇଁ ଚାଷୀ ଆତ୍ମହତ୍ୟା!

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଦୋର୍ଲା ଗ୍ରାମରେ ଜଣେ ଚାଷୀ ସୋମବାର ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାମ ଘସିରାମ ମାଝୀ। ଋଣଭାର ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଘସିରାମ ପ୍ରାୟ ୫ଟି ଏସଏଚଜିରୁ ଋଣ ନେଇ ଜମି କିଣି ଚାଷ କରିଥିଲେ। ଋଣ ଭାର…

ଗୋପାଳପୁର ବନ୍ଦର ପକ୍ଷରୁ ୫ କିମି…

ଗୋପାଳପୁର: ପରିବେଶ ମିତବ୍ୟୟୀ ଓ ନିରନ୍ତର ଭିତିଭୂମି ବିକଶା ଉପରେ ଗୋପାଳପୁର ବନ୍ଦର ବିଶ୍ବାସ କରେ। ଏହି ବନ୍ଦର ନିର୍ମାଣ ପ୍ରକଳ୍ପର ଅଂଶ ସ୍ବରୂପ ଗୋପାଳପୁର ପୋର୍ଟ ୪ ନିୟୁତ କ୍ୟୁବକ୍‌ ମିଟର୍‌ର ବାଲି ଓ ମାଟିକୁ ବନ୍ଦରର ଉତ୍ତର ପାର୍ଶ୍ବରେ ଜମା କରି ୫କିମି ବେଳାଭୂମି ସାମ୍ନାର ବନ୍ଦର ସମୃଦ୍ଧୀକରଣ…

ବିରାଟଙ୍କ ଘଣ୍ଟାର ଦାମ ଜାଣନ୍ତୁ

ଭୁବନେଶ୍ବର :ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ସେ ଭାରତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିସାରିଛନ୍ତି।କୋହଲି କେବଳ କ୍ରିକେଟ୍‌ରେ ନୁହେଁ ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି।ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିସାରିଲେଣି । ସେ ନିଜକୁ ଷ୍ଟାଇଲିସ୍‌ ରଖିବା ପାଇଁ…

ବାଣୀବିହାରରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟ ବା ବାଣୀବିହାରରେ ସୋମବାର ଛାତ୍ର ଉତ୍ତେଜନା ଦେଖାଦେଇଛି। ୧୦ ଦଫା ଦାବି ନେଇ ଛାତ୍ରମାନେ ତାତିଛନ୍ତି। ବିଶ୍ୱବିଦ୍ୟାଳୟକୁ ପ୍ରବେଶ ରଙ୍ଗରୁଟରେ ହେଉଥିବାରୁ ଛାତ୍ରମାନେ ଏହାକୁ ପ୍ରତିବାଦ କରିଛନ୍ତି। ସେହିପରି ଛାତ୍ରାବାସ ଓ ଛାତ୍ରୀନିବାସରେ ଅବ୍ୟବସ୍ଥାକୁ ମଧ୍ୟ…

ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌…

ଭୁବନେଶ୍ବର :ଜଣେ ପରିଚିତ ଚେହେରା ହୋଇପାରନ୍ତି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର।କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓଡ଼ିଶା ପର୍ଯ୍ୟଟନର ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ହୋଇପାରନ୍ତି। କୌଣସି ନିଷ୍ପତ୍ତି ନ ହୋଇଥିଲେ ମଧ୍ୟ ଆଲୋଚନା ଚାଲିଛି।…

ଉତ୍କଳ ବିଶ୍ବବିଦ୍ୟାଳୟ ବନ୍ଦ ଡାକରା

ଭୁବନେଶ୍ବର: ଭିତ୍ତିଭୂମିର ବିକାଶ ସହ ୧୦ ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ଏନେଇ ୟୁ ୟୁ ଷ୍ଟୁଡେଣ୍ଟ ଫୋରମ୍‌ ସଙ୍ଗଠନ ଡାକରେ ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ରାଜନୀତିରୁ ଉର୍ଦ୍ଧ୍ବରେ ରହି ବାଣୀବିହାର ଉନ୍ନତି ନିମନ୍ତେ ବିଭିନ୍ନ ଛାତ୍ର…

ଓସିଏ ନିର୍ବାଚନ: ଚୂଡ଼ାନ୍ତ ଭୋଟର…

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ରବିବାର ପ୍ରକାଶ ପାଇଛି। ଶୁକ୍ରବାର ପ୍ରକାଶିତ ତାଲିକାକୁ ନେଇ ଏକାଧିକ ଆପତ୍ତି ଅଭିଯୋଗ ଉପରେ ବିଚାର କରିବା ପରେ ଓସିଏର ନିର୍ବାଚନ ଅଧିକାରୀ ଏମ୍.ଏଲ୍‌. ମଜୁମଦାର ସେସବୁକୁ ଖାରଜ କରି ଦେଇଛନ୍ତି। ଫଳରେ ‘ସମାଜ’ର…

ସଡ଼କ ଦୁର୍ଘଟଣାରେ ୨ ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ ବାଇକ୍‍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର…

କଲରା ପତରିଆ ବାଘର ମୃତ୍ୟୁ

ଆଠଗଡ଼: ଆଠଗଡ଼ ବନଖଣ୍ଡରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ସୂଚନା ଅନଯାୟୀ ତିଗିରିଆ ନିଜିଗଡ଼ର ଫରେଷ୍ଟ ଅଫିସରେ ବାଘର ମୃତଦେହ ରହିଥିବାର ଜଣାପଡ଼ିଛି।