Odisha Link
Bridging the Missing Links in Odisha
Daily Archives

September 16, 2019

କିପରି ଦୂର କରିବେ କେଶର ସମସ୍ୟା

ଭୁବନେଶ୍ବର: କେଶ ନାରୀର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି କେଶ ଝଡିବା । ଏହା ଜୀବନଶୈଳୀ,ଖାଦ୍ୟ ପାନୀୟ ତଥା ପ୍ରଦୁଷଣ ଯୋଗୁ ହୋଇଥାଏ । କେଶର ଯତ୍ନ ନବାକୁ ଚାହୁଁ ଥିଲେ ଜାଣନ୍ତୁ କେତୋଟି ସରଳ ଘରୋଇ ଉପଚାର । *ସପ୍ତାହକୁ ୩-୪ଥର କେଶ ମୂଳକୁ…

ସରକାରୀ କ୍ୱାର୍ଟର ଛାଡ଼ିବାକୁ ପୂର୍ବତନ…

ଭୁବନେଶ୍ୱର: ସରକାରୀ କ୍ୱାର୍ଟର ଦଖଲରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶରେ ଘର ଛାଡ଼ିବାକୁ ନୋଟିସ୍ ଜାରି କରାଯାଇଛି। ସୋମବାର ବାଚସ୍ପତି କହିଛନ୍ତି ଯେ, ବହୁ ପୂର୍ବତନ ବିଧାୟକ ସରକାରୀ ଘର ମାଡ଼ି ବସିଥିବାରୁ ନୂତନ ବିଧାୟକମାନଙ୍କୁ ଘର…

୪୨୬ ମଦୁଆ ଡ୍ରାଇଭର ଗିରଫ

ଭୁବନେଶ୍ୱର: ଏଣିକି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯାଉଛି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି କ୍ରମେ ଏଭଳି କରାଯାଉଛି। ଓଡ଼ିଶାରେ ଏହି ନିୟମକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି। ତଦନୁଯାୟୀ ମଦ୍ୟପାନ କରି ଗାଡ଼ି ଚଳାଉଥିବା ମୋଟ ୪୨୬ଜଣଙ୍କୁ ଗିରଫ…

ପୁଲିସକୁ ପିଟିଲେ ଜନତା

ମାଲକାନଗିରି: ପୁଣି ପୁଲିସ-ଜନତା ମୁହାଁମୁହିଁ। ଆଉ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ। ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଜନତା ପିଟିଛନ୍ତି। ଆଉ ଏହି ଅକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ,…

ପତ୍ର ଥିବା ପରିବା ଦେହପାଇଁ ହିତକର

ଭୁବନେଶ୍ବର :ନିତିଦିନ ଖାଦ୍ୟରେ ପନିପରିବାକୁ ରାନ୍ଧି ତରକାରୀ କିମ୍ବା ଭଜା ଆକାରରେ ଖାଇଥାଉ ।ହେଲେ ପନିପରିବାକୁ ରାନ୍ଧିବା ପରେ ତାର ପୁଷ୍ଟିତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏବଂ ପାଚନ କ୍ରିୟା ମଧ୍ୟ ଦୁର୍ବଳ ହୋଇଥାଏ ।ଆପଣ ଯଦି ସୁସ୍ଥରହିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଭୋଜନରେ ନିୟମିତ ଭାବେ କଞ୍ଚା…

ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା…

ପୁରୀ: ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ସୁରକ୍ଷା ପାଚେରୀ। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରବେଶ ପଥର ଅପରପାର୍ଶ୍ବ ସୁରକ୍ଷା ପ୍ରାଚୀର ଭଶୁଡି ପଡିଛି। ସୁରକ୍ଷା ପ୍ରାଚିର ଭୁଶୁଡି ପଡିବା ଫଳରେ ଏଥି ସହ ସଲଗ୍ନ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ପ୍ରାୟ ୨୦ ଫୁଟ ଲମ୍ବ ୪ ଫୁଟ ଓସାର ସୁରକ୍ଷା ପ୍ରାଚୀର ଭୁଶୁଡି…

ନିରଞ୍ଜନଙ୍କୁ ଅଣ୍ଡାମାଡ଼ ହେବ: ଇତୀଶ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୁଆଡେ଼ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ। ଏଭଳି ଖୋଲାଖୋଲି ଧମକ ଦେଇଛନ୍ତି ଛାତ୍ର କଂଗ୍ରେସରୁ ନିଲମ୍ବିତ ହୋଇଥିବା ଇତୀଶ ପ୍ରଧାନ। ସେ କହିଛନ୍ତି ଯେ,ଏ ନିଲମ୍ବନକୁ ମୁଁ ଗ୍ରହଣ କରୁନାହିଁ। ମୋ ନିଲମ୍ବନ ବିଷୟରେ ଏନଏସୟୁଆଇ ସଭାପତି ଜାଣିନାହାନ୍ତି।…

ବାପାର ଶବକୁ ବାଇକରେ ବୋହିଲେ ପୁଅ

ନବରଙ୍ଗପୁର: ପୁଣି ବାଇକରେ ବୁହାହେଲା ଶବ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। ଗତକାଲି ରାତି ପ୍ରାୟ ୧୨ଟା ୩୦ରେ ଉମରକୋଟର ଗୋପବନ୍ଧୁ ଛକରେ ଏକ ବାଇକ ଉପରେ ଶବ ବାନ୍ଧି ଦୁଇ ଜଣ ବୋହି ନେଉଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ଜଣାପଡିଛି ଯେ ରାଇଘର ବ୍ଲକର…

ଇର୍‌ଫାନଙ୍କର ହ୍ଵିଲ୍‌ଚେୟାରରେ ଫଟୋ…

ଭୁବନେଶ୍ବର :ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ହ୍ଵିଲ୍‌ଚେୟାରରେ ବସି ସେ ବିମାନବନ୍ଦରରୁ ବାହାରକୁ ଆସୁିଲେ ଓ କ୍ୟାମେରାକୁ ଦେଖି ନିଜର ମୁହଁ ଲୁଚେଇ ଦେଇଥିଲେ କିନ୍ତୁ ତାଙ୍କର ମୁହଁ ଲୁଚା ଫଟୋ ଭାଇରାଲ ହୋଇଥିଲା ଏବଂ ହ୍ଵିଲ୍‌ଚେୟାରରେ ବସି ଇର୍‌ଫାନ କ'ଣ ପାଇଁ…

ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍…

ପୁରୀ: ଦୀର୍ଘ ୩୬ ଦିନର ବ୍ୟବଧାନ ପରେ ଉଦ୍ଧାର ହେଲା ମାଲେସିଆ ଜାହାଜ। ଜାହାଜକୁ ଉଦ୍ଧାର କରିବା ପାଇଁ ଜାହାଜ କମ୍ପାନୀ ସିଙ୍ଗାପୁରରୁ ଏମଭି ଚିତା ନାମକ ଜାହାଜ ଆସି ଗତକାଲି ସକାଳ ୭ଟା ରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।କିନ୍ତୁ ଦିନ ତମାମ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଉଚ୍ଚ ଜୁଆର ଯୋଗୁଁ…