Odisha Link
Bridging the Missing Links in Odisha
Daily Archives

September 21, 2019

ପୁଣି ଥରେ କରଣ ଓ କଙ୍ଗନାଙ୍କ ଝଗଡ଼ା

ମୁମ୍ବାଇ : ବଲିଉଡ ର ଅଭିନେତା ହେଉ କି ଅଭିନେତ୍ରୀ ତାଙ୍କର ନିର୍ଦ୍ଦେଶକ କିମ୍ବା ପ୍ରଜୋଯକ ପରପ୍ସର ଭିତରେ ବିବାଦ ଚାଲି ରହିଥାଏ ।ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ୍ ଓ ନିର୍ଦ୍ଦେଶକଓ ପ୍ରଜୋଯକ କରଣ ଜୋହରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ ବହୁତ ଥର ତାଙ୍କ ମଧ୍ୟରେ କଥା କଟା କଟି ର…

ନିହାରିକା ମୃତ୍ୟୁର ବଡ଼ ପ୍ରମାଣ!

ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକାଙ୍କ ମୃତଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। କଟକରେ ହିଁ ନର୍ସ ନୀହାରିକାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି। ନୀହାରିକାଙ୍କୁ ହତ୍ୟା ନେଇ ପ୍ରମାଣ…

ରାଜ୍ୟରେ ପ୍ରତିଷ୍ଠା ହେବ ୨୪ଟି ଫାଷ୍ଟ…

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ ଶୀଘ୍ର ୨୪ଟି ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ। ଏ ନେଇ କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସିଭିଲ୍‌ କୋର୍ଟ ଆଇନ-୧୯୮୪…

ଭୁବନେଶ୍ବରରେ ରକେଟ୍‌ ମ୍ୟାନ୍,…

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଁଚିଲେ ରକେଟ୍ ମ୍ୟାନ୍। ଏହାସହିତ ସେ କହିଛନ୍ତି ଯେ, ଚନ୍ଦ୍ରାୟନ-୨ରେ ୯୮ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ଅନୁସନ୍ଧାନ ଚାଲିଛି। ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବୁ। ଭୁବନେଶ୍ୱର…

ରାହୁଲ ଡ୍ରାଭିଡ ବାମହାତୀ ନା ଡାହାଣହାତୀ…

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟରେ ଦ ଓ୍ବାଲ ନାମରେ ପରିଚିତ ରାହୁଲ ଡ୍ରାଭିଡ। ତାଙ୍କ ବ୍ୟାଟିଂ ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ ଜଣାଥିବ। ହେଲେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ବଡ଼ ଭୁଲ୍ କରି ଦେଇଛି। କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ତା’ର ଅଫିସିଆଲ୍ ୱେବସାଇଟରେ ‘ହଲ୍ ଅଫ୍ ଫେମ୍’ ତାଲିକାରେ…

ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ,…

ପୁରୀ: ଆଜି ହେଉଛି ଅର୍ନ୍ତଜାତୀୟ ବେଳାଭୂମି ସଫେଇ ଦିବସ। ଏହି ଅବସରରରେ ବିଶ୍ବର ସବୁଠୁ ବଡ଼ ସଫେଇ ଅଭିଯାନ ଆରମ୍ଭ ହୋଇଛି। ପୁରୀରେ ଆୟୋଜିତ ହୋଇଛି ବିଶାଳ ମୋ ବିଚ୍‌ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱକୁ ଆଜି ପୁରୀରୁ ସନ୍ଦେଶ ଦିଆଯା‌ଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପରିବେଶକୁ…

୭ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ସାତଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ଭାରତକୁ ସୁଯୋଗର ଉଜ୍ଜ୍ୱଳ ଦେଶ ଭାବେ ପ୍ରତିପାଦନ କରିବାକୁ ଆମେରିକା ଗସ୍ତରେ ଯାଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ସାତଦିନିଆ ଯୁକ୍ତରାଷ୍ଟ୍ର ଆମେରିକା…

ଆଜି ଓଡ଼ିଶା ଆସିବେ ରକେଟ୍ ମ୍ୟାନ୍

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆଜି ଭୁବନେଶ୍ୱର ଆସିବେ। ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍। ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି। ଶିବନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟ ଶୁଣିବାକୁ…

ପରଲୋକରେ ଜ୍ଞାନପୀଠ ବିଜେତା ପ୍ରତିଭା…

ଭୁବନେଶ୍ବର: ପରଲୋକରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ସାହିତ୍ୟିକା ପ୍ରତିଭା ରାୟଙ୍କ ସ୍ୱାମୀ ଅକ୍ଷୟ ଚନ୍ଦ୍ର ରାୟ। ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଅବସରପ୍ରାପ୍ତ ୟନ୍ତ୍ରୀ ଭାବେ ଅବସରପ୍ରାପ୍ତ ନେଇଥିବା ଅକ୍ଷୟ ଚନ୍ଦ୍ର ରାଜ୍ୟ…