Odisha Link
Bridging the Missing Links in Odisha
Daily Archives

September 21, 2019

ବିଗ୍‌ ବସ୍‌ -୧୩ରେ ବିବାହ କରିବେ ଏହି…

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌-୧୩ର ପ୍ରମୋ ରିଲିଜ୍‌ ହେବା ପରେ ପ୍ରିମିୟରକୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢ଼ିଯାଇଛି ।ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସୋ'ର ହୋଷ୍ଟିଂ ସଲମାନ କରୁଛନ୍ତି ଏବଂ ଜଣା ପଡ଼ିଛି ଏଥର ବିଗ୍‌ ବସ୍‌ ସିଜିନ୍‌-୧୩ରେ ଅନେକ କିଛି ବଦଳିବାକୁ ଯାଉଛି। ସୋ'ର ଟିଆର୍‌ପିକୁ ବଢ଼ାଇବା ପାଇଁ…

ଡ୍ରଗ୍ସ ମାଫିଆ ରାଜା ଲିଙ୍କ୍:…

ବାଲେଶ୍ୱର : ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ ଗିରଫ କରିଛି। ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତା’ପରେ ତାଙ୍କୁ…

୨୪/୨୫ରେ କଂଗ୍ରେସ ପ୍ରାର୍ଥୀ ଚୟନ:…

ଭୁବେନଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆଉ ମାତ୍ର ଏକ ମାସ ସମୟ। ବିଜେପୁର ଲାଗି ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ବିଗୁଲ ବଜାଇଛନ୍ତି। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି,…

ଦ ଜୋୟା ଫ୍ୟାକ୍ଟର ଓ ପ୍ରସ୍ଥାନମ୍ କୁ…

ମୁମ୍ବାଇ : 'ପଲ ପଲ ଦିଲ୍ କେ ପାସ୍' ସିନେମାଟି ୨୦ ସେପ୍ଟେମ୍ବରରେ ରିଲିଜ ହୋଇ ଯାଇଛି ।ଏହି ସିନେମାଟିକୁ ସନି ଦେୱଲ୍ ନିର୍ଦ୍ଦେଶନା ଦେଇଥିଲେ ।ତାଙ୍କ ପୁଅ କରନ ଦେୱଲ୍ ଡେବ୍ୟୁ କରେଥିବା ବେଳେ ଅପୋଜିଟରେ ସହର ବାମ୍ବା ଅଭିନୟ କରିଛନ୍ତି। ଏହା କରନ ଓ ସହର ବାମ୍ବା ଙ୍କ ପ୍ରଥମ ସିନେମା ।ସିନେମା ଟି ରିଲିଜ…

ରାସ୍ତାରେ ବଙ୍ଗୀୟ ଯୁବତୀଙ୍କ ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ଅର୍ଥାତ ବିଚ ରାସ୍ତାରେ ୨ ବଙ୍ଗୀୟ ଯୁବତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ରାସ୍ତା ମଝିରେ ଟ୍ରାଫିକ ଜାମ କରି ସମ୍ପୃକ୍ତ ୨ ଯୁବତୀ ଉତ୍ପାତ କରିଛନ୍ତି। ସମ୍ପୃକ୍ତ ଯୁବତୀ ୨ ଜଣ କପିଳେଶ୍ୱର ରାସ୍ତା ମଝିରେ କାର ରଖିବାରୁ ଲୋକେ ପ୍ରତିବାଦ କରିଥିଲେ। ଏହା…

ନବୀନ ନିବାସ ପାଖରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଲିସ କାର୍ୟ୍ୟାନୁଷ୍ଠନ ଗ୍ରହଣ ନ କରିବାରୁ ଶନିବାର ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ପାଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ସେ ହେଉଛନ୍ତି କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ଥାନା ଅଞ୍ଚଳର ପହଙ୍ଗା ଗ୍ରାମ ନିବାସୀ ରଘୁନାଥ ଓଝା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲେଶ୍ୱର: ବଲେଶ୍ୱର ଜିଲ୍ଲା ପଞ୍ଚନିବାଗ ପ୍ରାଇମେରୀ ସ୍କୁଲରେ ଥିବା ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକ ଘର ସମେତ ୪ଟି ଜାଗାରେ ଚଢାଉ କରାଯାଇଛି। ତାଙ୍କ ନାମରେ ଥିବା ୪ ମହଲା କୋଠାଘର, ବିକାଶ…

ବାଜିଲା ବିଜେପୁର ଉପନିର୍ବାଚନ ବିଗୁଲ,…

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ ବୋଲି ମୁଖ୍ୟନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘେଷଣା ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ମୁଖ୍ୟନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ,…

୨୦୨୧ ରେ ମହାକାଶ ଯିବେ ଭାରତୀୟ…

ଭୁବନେଶ୍ୱର: ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନ୍‌ଡ୍‌ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ୍‌ ମିଶନ କରି ଇତିହାସ ରଚିବ ଭାରତ। ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ ବେଳେ…

ଏଥର ବିଜେପୁର ନିର୍ବାଚନରେ ବିଜେପି…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଗ ଭିଡ଼ିଛନ୍ତି। ପ୍ରାର୍ଥୀ ଚୟନରେ ସବୁ ଦଳ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ବିଜେପି ଏହି ଆସନରେ ବାଜିମାତ ମାରିବ ବୋଲି…