Odisha Link
Bridging the Missing Links in Odisha
Daily Archives

September 23, 2019

ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା…

ନୂଆଦିଲ୍ଲୀ: ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି। ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’ କର୍ମଶାଳାରେ ଯୋଗଦେଇ…

ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ସୋମବାର ସିଆଇଆଇ ପକ୍ଷରୁ ଆୟୋଜିତ ଜୈବ ଇନ୍ଧନ ସମ୍ମିଳନୀରେ ଉଦବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଭାରତ ସରକାରଙ୍କର ପ୍ରଥମିକତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ‘ଫାର୍ମ ଟୁ ଫୁଏଲ’ ଉଦଘାଟନ…

୫୦ କୋଟିର ଲାଞ୍ଚ ନେଇଥିଲେ ଗମାଙ୍ଗ!

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଲାଞ୍ଚ ନେଇଥିଲେ। କାରଣ ଆଦିବାସୀଙ୍କ ହିତ ପାଇଁ ଏକ ଆଇନକୁ ବଦଳାଇଥିଲେ। ଏଥିପାଇଁ ସେତେବେଳର ଯୋଜନା କମିଶନର ନରେଶ ଚନ୍ଦ୍ର ସାକ୍ସେନା ତାଙ୍କୁ ୫୦ କୋଟି ଟଙ୍କାର ଲୋଭ ଦେଖାଇଥିଲେ। ଆଉ ଏହି ଟଙ୍କା ଗମାଙ୍ଗଙ୍କ ପକେଟକୁ ନୁହେଁ ବରଂ ରାଜ୍ୟର ବିକାଶ…

ଚିଲିକା ଉନ୍ନୟନ କର୍ତ୍ତୃ ପକ୍ଷର…

ଭୁବନେଶ୍ୱର :ଆଜି ପୂର୍ବାହ୍ନରେ ଉତ୍କଳ କେଶରୀ ପରିଡ଼ା ଚିଲିକା ଉନ୍ନୟନ କର୍ତ୍ତୃ ପକ୍ଷର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଚିଲିକା ଉନ୍ନୟନ କର୍ତ୍ତୃ ପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ପୁଷ୍ପଗୁଚ୍ଛ ଦେଇ ପରିଡ଼ାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପରିଡ଼ା କାର୍ଯ୍ୟାଳୟ…

ବିଭାଗୀୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର: ଗୋଟିଏ ପଟରେ ପଲିଥିନ୍ ଓ ଜରିକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ଅନ୍ୟ ପଟରେ କଟକଣା ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରୁଛନ୍ତି ,ହେଲେ ଅସଲ ଦୁଃଖ ଭୋଗୁଛନ୍ତି ସାଧାରଣ ଜନତା । ପଲିଥିନ୍ ଓ ଜରିର ଗଦା ଗଦା ବର୍ଜ୍ୟ ମାଟି, ପାଣି ଓ ପବନକୁ ବିଷାକ୍ତ କରିପକାଉଛି । କେବଳ ଓମ୍ଫେଡ଼ ଭଳି ସରକାରୀ ସହ…

ପୁଣି ଖୋଲିବ ଡ୍ୟାନ୍ସ ବାର୍!

ଭୁବନେଶ୍ବର: ପୁଣି ରାଜଧାନୀ ରାତି ହେବ ମତୁଆଲା, ଖୋଲିବ ଡ୍ୟାନ୍ସବାର୍। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଲେ ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍‌ ଖୋଲାଯିବ। ତେବେ ଏଥିରେ କଟକଣା ରଖାଯାଇଛି। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ…

ମୋଦି ଓ ଟ୍ରମ୍ପଙ୍କ ସହ ସେଲଫି ନେଇ…

ହ୍ୟୁଷ୍ଟନ୍‌: ହାଓଡି ମୋଦି କାର୍ଯ୍ୟକ୍ରମରେ ସମସ୍ତଙ୍କ ମନ ଜିଣିଥିଲେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥି ସହିତ କାର୍ଯ୍ୟକ୍ରମରେ କଳାକାରଙ୍କ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ…

ପ୍ରକାଶ ପାଇଲା ପୁସ୍ତକ ”ସୋସିଓ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଏମଭି ୭୯ ଡ ଶ୍ୟାମ ପ୍ରସାଦ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ର ଅର୍ଥଶାସ୍ତ୍ର ଅଧ୍ୟାପକ । ଡ ପ୍ରଦୀପ୍ତ କୁମାର ମିଶ୍ର ମାଲକାନଗିରି ଜିଲ୍ଲାର ଅର୍ଥନୀତି ଉପରେ ଏକ ବହି ପ୍ରକାଶିତ କରିଛନ୍ତି । ଯେଉଁଥିର ନା ରହିଛି ''ସୋସିଓ ଇକୋନୋମି ଅଫ ମାଲକାନଗିରି…

କନ୍ଦଉଛି ପିଆଜ

ନୂଆଦିଲ୍ଲୀ: ଦେଶରେ ଏବେ ପିଆଜର ମହଙ୍ଗା ମାଡ଼। ଯାହାଫଳରେ ପୁଣି କନ୍ଦେଇଛି ପିଆଜ। ଦେଶରେ ଏବେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ପ୍ରକାଶ ପାଇଛି। ଦିଲ୍ଲୀ ଏନସିଆର ବଜାରରେ ପିଆଜ ଦର ୬୦ରୁ ୭୦ ଟଙ୍କା କିଲୋ ପ୍ରତି ରହିଥିବା ବେଳେ ମଣ୍ଡିରେ ହୋଲସେଲ ଦର ୩୫-୪୫ ଟଙ୍କା ରହିଛି। ଯଦି ବିଗତ ବର୍ଷର…

ନର୍ସ ହତ୍ୟା: ତିନିଦିନିଆ ରିମାଣ୍ଡରେ…

ଜଗତସିଂହପୁର: ବହୁ ଚର୍ଚ୍ଚିତ ଷ୍ଟାଫ୍‌ ନର୍ସ ନୀହାରିକା ହତ୍ୟା ମାମଲାରେ ରାଜାକୁ ସୋମବାର ତିନିଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ କୋର୍ଟ ବିରିଡ଼ି ପୁଲିସକୁ ଅନୁମତି ଦେଇଛନ୍ତି। ସୂଚନା ଅନୁସାରେ ନୀହାରିକା ଏବଂ ରାଜା ପରସ୍ପରକୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଉଥିଲେ। ନୀହାରିକାଙ୍କ ଆର୍ଥିକ…