Odisha Link
Bridging the Missing Links in Odisha

#ମିଠୁ ଟ୍ରେଣ୍ଡ ବିଷୟରେ ମୁହଁ ଖୋଲିଲେ କ୍ରିତି ସନନ

ମୁମ୍ବାଇ: #ମିଠୁ ଟ୍ରେଣ୍ଡ୍‌ ,୨୦୧୮ ମସିହାରେ ଦେଶବ୍ୟାପି ଚାଲିଥିଲା । ପ୍ରତି ଦିନ ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ କିମ୍ବା ପ୍ରଯୋଜକଙ୍କ ନାମ ଯୋଡ଼ି ହେଉଥିଲା।

ମିଠୁ ଟ୍ରେଣ୍ଡ୍‌ ସଂପର୍କରେ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସନନ ନିଜର ମତ ରଖିଛନ୍ତି। ତାଙ୍କର ଶେଷ ସିନେମା ଥିଲା ଲପକାଚୁପି । ମିଠୁ ଟ୍ରେଣ୍ଡ୍‌ ବିଷୟ ରେ ସେ କହିଛନ୍ତି, ‘ସୋସିଆଲ୍‌ ମିଡିଆରେ ହେଉଥିବା ଏହି ଅଭିଯାନରେ ଏପର୍ଯ୍ୟନ୍ତ କେହି ଦଣ୍ଡିତ ହୋଇନାହାନ୍ତି। କିନ୍ତୁ ଅଭିଯାନ ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

କ୍ରିତି ବଲିଉଡ୍‌ରେ ମହିଳାମାନଙ୍କ ସ୍ୱତନ୍ତ୍ରତା, ସମାନତା ଓ ରଚନାତ୍ମକ ଉପରେ ‘ଆଇଫିଲ୍‌ୟୁଗର୍ଲ’ ରେ ହେଉଥିବା ‘ଇଣ୍ଡିଆ ଟୁଡେ କନ୍‌କ୍ଲେବ୍‌ ମୁମ୍ବାଇ ୨୦୧୯’ରେ ନିଜର ମତ ବ୍ୟକ୍ତ କରିଥିଲେ।’ ଏବଂ ସେ କହିଥିଲେ ପୁରୁଷ ବା ନାରୀର ଏ ବିଷୟରେ ନିଜର ମତ ରଖିବା ପାଇଁ ସାହସ ରହିବା ଦରକାର ।

Comments are closed.