Odisha Link
Bridging the Missing Links in Odisha
Daily Archives

October 4, 2019

ବାରଙ୍ଗ ବିଡିଓଙ୍କୁ ୪୦ ହଜାର ଲାଞ୍ଚ ଦେଲେ…

ଭୁବନେଶ୍ବର: 'ରାଜ୍ୟ ସରକାର ସ୍ବଚ୍ଛତା କଥା କହୁଛନ୍ତି, ଦୁର୍ନୀତି ହଟାଇଛୁ ବୋଲି କହୁଛନ୍ତି। ଅଥଚ ମୁଁ ନିଜେ ରଂଜୀବ ବିଶ୍ବାଳ ନଥି ପାରିତ କରାଇବା ପାଇଁ ନିରାଶ ହୋଇ ଶେଷରେ ବାରଙ୍ଗ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ଦେଇଛି।' ଆଜି କନକ ନ୍ୟୁଜର ୧୦ମ ସ୍ବନକ୍ଷତ୍ର ଉତ୍ସବରେ…

ଖବର ସଂସ୍ଥାର ମାଲିକମାନେ ବିଧାୟକ/ସାଂସଦ…

ଭୁବନେଶ୍ବର: ଖବରକାଗଜର ମାଲିକମାନେ ଯଦି ରାଜନୀତି ନ କରି କେବଳ ସଂପାଦନା କ୍ଷେତ୍ରରେ ଅଧିକ ମନ ଦେଇଥାଆନ୍ତେ ରାଜ୍ୟର ଅଧିକ ଲାଭ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖବରକାଗଜର ସଂପାଦକମାନେ ବିଧାୟକ/ସାଂସଦ ହେବାର ମୋହ ପରିତ୍ୟାଗ କଲେ ରାଜ୍ୟର ଲାଭ ହେବ ବୋଲି ସେ କହିଥିଲେ।…

ନୀଳଗିରି ତହସିଲଦାରଙ୍କୁ ତାଲା

ନୀଳଗିରି: ନୀଳଗିରିରେ ତହସିଲଦାର ଓ ବିଧାୟକ ମୁହାଁମୁହିଁ ଘଟଣା ଏବେ ଉଗ୍ର ରୂପ ନେଇଛି। ବିଧାୟକଙ୍କ ସମର୍ଥକମାନେ ତହସିଲସଦାରଙ୍କୁ ତାଲା ପକାଇ ଦେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏବେ ବି ବିଧାୟକ ଅନଶନ ଧାରଣାରେ ବସିଥିବବେଳେ ତାଙ୍କୁ ବୁଝାବାକୁ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ବିଧାୟକ ଓ ତହସିଲଦାର…

ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ…

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଖୁସି ଖବର। ବଡ଼ିବିଲଡ଼ିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ। ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଖାଲି ବଡ଼ିବିଲଡ଼ିଂ ନୁହେଁ ଫିଜିକ ସ୍ପୋର୍ଟସରେ…

ତାରାଙ୍କ ନାଚରେ ଝୁମିଲେ ଦର୍ଶକ

ଜୟପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଏବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଡ୍ୟାନ୍ସକୁ ନେଇ ଚର୍ଚ୍ଚା। ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ନାଚି ଦର୍ଶକଙ୍କ ମନ ମୋହିଲେ ବିଧାୟକ। ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ଗତକାଲି ଏକ…

ପଞ୍ଚମ ଥର ପାଇଁ ରେପୋ ରେଟ୍ କମିଲା,…

ମୁମ୍ୱାଇ: ପଞ୍ଚମ ଥର ପାଇଁ ଆରବିଆଇ ରେପୋ ରେଟ୍ କମାଇଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣହାର କମାଇଛନ୍ତି। ଏମପିସି (Monetary Policy Committee of India) ବୈଠକରେ ୦.୨୫ ପ୍ରତିଶତ ଋଣ ହାର ହ୍ରାସ କରିବା ପରେ ୪.୯ ପ୍ରତିଶତ ହୋଇଛି ରେପୋ ରେଟ୍। ଆରବିଆଇର ଏହି ନିଷ୍ପତ୍ତି ପରେ…

ମାସେ ଭିତରେ ୨୯ଟି ଖଣି ନିଲାମ ପାଇଁ…

ଭୁବନେଶ୍ବର: ଆସନ୍ତା ଏକ ମାସ ଭିତରେ ରାଜ୍ୟ ସରକାର ୨୯ଟି ଖଣି ନିଲାମ କରିବେ। ଏ ନେଇ ଖଣି ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଆସନ୍ତାବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୨୪ଟି ଖଣିର ଲିଜ ଅବଧି ଶେଷ ହେବାକୁ ଯାଉଥିବାରୁ ତା ପୂର୍ବରୁ କଞ୍ଚାମାଲ ଯୋଗାଇବା ପାଇଁ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ଖଣି ନିଲାମି…

ଭିଜିଲାନ୍ସ ଜାଲରେ ମହାନଗର ନିଗମର ଅଫିସ୍…

ବ୍ରହ୍ମପୁର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ। ବ୍ରହ୍ମପୁରର ପ୍ରସିଦ୍ଧ ପିଢ଼ା ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବ୍ରହ୍ମପୁରସ୍ଥିତ ପିଢ଼ା ହୋଟେଲ ବିଏମସି…

ଜାଣନ୍ତୁ ୱାର ବଡ଼ ସଫଳତା

ଭୁବନେଶ୍ବର : ସିଦ୍ଧାର୍ଥ  ଆନନ୍ଦଙ୍କ ନିର୍ଦ୍ଦେଶିତ ସିନେମା ୱାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଛି । ଚଳିତ ବର୍ଷ ହିନ୍ଦୀ ସିନେମା ମଧ୍ୟରେ ୱାର ସିନେମାଟି ପ୍ରଥମ ଦିନରେ ସର୍ବାଧିକ ଆୟ କରିପାରିଛି । 'ଓ୍ବାର' ରିଲିଜ ପୂର୍ବରୁ ପ୍ରି ସେଲିଂରେ 30 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ…

ଇନୋଭା ସହ ଧକ୍କା ହେବା ପରେ ସ୍କୁଟିକୁ…

ରାଉରକେଲା: ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଲାଠିକଟା ଥାନା ସୁଇଡିରେ ଘଟିଛି ଦୁର୍ଘଟଣା। ଇନୋଭା ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ସ୍କୁଟିକୁ ଚାପି ଦେଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି…