Odisha Link
Bridging the Missing Links in Odisha
Daily Archives

October 4, 2019

ନନ୍ଦନକାନନନରେ ମାଈ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନନରେ ହାତୀ ପରେ ମାଈ ଜଳହସ୍ତୀର ମୃତ୍ୟୁ। ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବା ବେଳେ ଏବେ ଜଳହସ୍ତୀଙ୍କୁ ନେଇ ସାମ୍ନାକୁ ଆସିଛି ଏହି ଚିତ୍ର। ଚିଡିଆଖାନାରେ ଥିବା ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା…

ସରକାରୀ ରାସ୍ତାରେ ଉଠାଦୋକାନୀଙ୍କ…

ଭୁବନେଶ୍ବର: ରାଜଧାନୀର ୬ ନମ୍ବର ପୂର୍ତ୍ତ ବିଭାଗ ସଡ଼କରେ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କ୍ବାଟର ରେ ରହୁଥିବା ଅନ୍ତେବାସୀମାନଙ୍କର ଜୀବନ ଦୁର୍ବିସହ ହେବାକୁ ଲାଗିଲାଣି। ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହେଲାଣି। ସରକାରୀ ଗାଡି, ଆମ୍ବୁଲାନ୍ସ ଗଳି ରେ ପଶି…

ପ୍ରକାଶ ମିଶ୍ର ଲଦାଖ ଉପ ରାଜ୍ୟପାଳ ହେବା…

ଭୁବନେଶ୍ୱର: ଚର୍ଚ୍ଚାରେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ନିଜର ଚାକିରି ସମୟରେ ଯେତିକି ଚର୍ଚ୍ଚିତ ଥିଲେ ରାଜନୀତିକୁ ଆସିବା ପରେ ଆହୁରି ଚର୍ଚ୍ଚାରେ ଥିଲେ। ହେଲେ ଗତକାଲି ରାତିଠାରୁ ସେ ଏକ ନୂଆ ଚର୍ଚ୍ଚାରେ ଯୋଡ଼ି ହୋଇଯାଇଛନ୍ତି। ନୂଆଚର୍ଚ୍ଚା ଏହା ଯେ, ନବଗଠିତ ଲଦାଖ କେନ୍ଦ୍ର ଶାସିତ…

‘ହିନ୍ଦୀ’ ଡାଇପର୍ସ ପିନ୍ଧୁଥିବା ଟିକି…

ଚେନ୍ନାଇ: ଭାରତର ଭାଷା ପରିବାର ମଧ୍ୟରେ ସବୁଠୁ ସାନ ହୋଇଥିବାରୁ ‘ହିନ୍ଦୀ’ ଡାଇପର୍ସ ପିନ୍ଧୁଥିବା ଟିକି ପିଲାଟିଏ। ଏପରି କହିଛନ୍ତି ମକ୍କଲ ନିଧି ମୈୟାମ୍‌ (ଏମ୍‌ଏନ୍‌ଏମ୍‌) ନେତା କମଲ ହାସନ। ଗୋଟାଏ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ହାସନ କହିଲେ: ହିନ୍ଦୀ ଡାଇପର୍ସ ପିନ୍ଧୁଥିବା ଟିକି…

ଇସ୍ପାତ ରାଜଧାନୀରେ ଭୂମିପୁତ୍ରମାନେ ଆଜି…

ଯାଜପୁର: ଦୁଇ ଦୁଇଟି ଜାତୀୟ ରାଜପଥ, ରେଳପଥ, ବାହ୍ମଣୀ ନଦୀର ପାଣି, କାଳିଆପାଣିର କ୍ରୋମ୍ ଉପତ୍ୟକା ଓ ଦୈତାରୀ ଲୁହାପଥର ଖଣି ସହିତ ବିସ୍ତୀର୍ଣ୍ଣ ସରକାରୀ ଜମିକୁ ସଦବିନିଯୋଗ କରି ଓଡ଼ିଶାର ପ୍ରଗତିକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଇସ୍ପାତ ରାଜଧାନୀ କାଳିଙ୍ଗନଗରର…

ମୁହାଁମୁହିଁ ହେଲେ ତହସିଲଦାର-ବିଧାୟକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସର ରେ ମୋହରିରମାନେ ଚାଳିଆ କରି ବସିଥିବା ବେଳେ ଆଜି ସେଗୁଡିକୁ ନୀଳଗିରି ତହସିଲଦାର ଓ ସହକାରୀ ଜିଲ୍ଲାପାଳ ମେସିନ ସାହାଯ୍ୟରେ ଭାଙ୍ଗିବା ନେଇ ଘଟଣା ଉଗ୍ରରୂପ ନେଇଛି। ଆଜି ସକାଳେ ହଠାତ୍ ଏହା ଭାଙ୍ଗିବାକୁ ବିରୋଧ କରି ସ୍ଥାନୀୟ ବିଧାୟକ ସୁକାନ୍ତ…

ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ପଞ୍ଚାୟତର ସାନ ନଈରୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ଏବଂ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନଈରୀ ଗାଁର ସନା ସାହୁ ଓ ତାଙ୍କ ସ୍ତ୍ରୀ ଶିବାନୀ ସାହୁ। ସୂଚନାଯୋଗ୍ୟ ଗତ ୩ ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ।…

ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ…

କେନ୍ଦୁଝରରେ: କେନ୍ଦୁଝରରେ ସଡକ ଦୁର୍ଘଟଣା ହୋଇଛି। ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବଡବିଲରୁ ଭୁବନେଶ୍ବର ଯାଉଥିବା…

ଟ୍ରକ୍‌କୁ ଧକ୍କା ଦେଲା ବସ୍

ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପଣପଣା ନିକଟରେ ବସ୍ ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବା ବେଳେ ପଣପଣା ନିକଟରେ ଗୋଟିଏ ଟ୍ରକ୍ ସହ ଦୁର୍ଘଟଣା ହୋଇଥିଲା। ଟ୍ରକ୍‌ର ଇଂଜିନ…

ଆଜି ମହାଷଷ୍ଠୀ : ମା’ଙ୍କ ଆରାଧନା ପାଇଁ…

ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଶୁକ୍ରବାରଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀ ଅବସରରେ…