Odisha Link
Bridging the Missing Links in Odisha
Daily Archives

October 5, 2019

ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର: ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଛନ୍ତି। ବାଲେଶ୍ୱର ଜିଲାପାଳ…

ମାଓ କ୍ୟାମ୍ପ ଠାବ କଲା ଏସଓଜି

ବଲାଙ୍ଗୀର: ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓ କ୍ୟାମ୍ପ ଠାବ କରାଯାଇଛି। ଏଠାରେ ମାଓକ୍ୟାମ୍ପ ଥିବା ସୂଚନା ପାଇ ଏସଓଜି ପକ୍ଷରୁ ଚଢଉ କରାଯାଇଥିଲା। ଏହି ଅବସରରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓକ୍ୟାମ୍ପ ଧ୍ୱଂସ ହୋଇଯାଇଥିବାବେଳେ…

ଟିଟୋର ଡାହାଣ ହାତକୁ ଗିରଫ କରିଛି…

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ସାମ୍ରାଜ୍ୟ ଉପରେ ପୁଣିଥରେ ଚଡଉ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଟିଟୋର ଡାହାଣ ହାତ କୁହାଯାଉଥିବା ସେକ୍‍ ଜାବିଦା ଓରଫ ଦଙ୍ଗାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ। ଠିକାଦାର ଶିବ ପରିଡା ଅପହରଣ ମାମାଲାରେ ମୁଖ୍ୟ ଅଭିଯୁକ୍ତ ଥବା ଦଙ୍ଗାକୁ…

ପାକିସ୍ତାନ ହାଇକମିଶନ ବିଚ୍ଛିନ୍ନତାବାଦୀ…

ନୂଆଦିଲ୍ଲୀ: ପାକିସ୍ତାନରୁ ଆଶୁଥିଲା ବିଚ୍ଛିନ୍ନତାବାଦୀ ନେତାଙ୍କ ପାଖକୁ ଟଙ୍କା। ପାକିସ୍ତାନ ହାଇକମିଶନ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କୁ ଟଙ୍କା ପଠାଉଥିଲା। ଗତକାଲି ଜାତୀୟ ତଦନ୍ତକାରୀ ଟିମ୍ (ଏନଆଇଏ) ଟେରର୍‌ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟରେ ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି।…

ଅନନ୍ତନାଗରେ ଗ୍ରେନେଡ୍‌ ଆକ୍ରମଣ କଲେ…

ଶ୍ରୀନଗର: ଆଜି ପୁଣିଥରେ କଶ୍ମୀରରେ ଗ୍ରେନେଡ୍‌ ଆକ୍ରମଣ କଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀରର ଅନନ୍ତନାଗରେ ଥିବା ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଗ୍ରେନେଡ ମାଡ଼ରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି…

ବୃଦ୍ଧାଙ୍କୁ ଦଳିଦେଲା ଦନ୍ତାହାତୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ସରାଙ୍ଗ ଗ୍ରାମପଞ୍ଚାୟତ ଅଞ୍ଚଳର ଜଟିଆ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗୋଟାଏ ଦନ୍ତାହାତୀ ଦଳି ମାରିପକାଇଛି। ମୃତ ବୃଦ୍ଧା ହେଉଛନ୍ତି ମନୁ ସାହୁଙ୍କ ୬୫ ବର୍ଷୀୟ ପତ୍ନୀ ଝାରି ସାହୁ। ଗାଆଁ ଠାରୁ କିଛି ଦୂରରେ ଥିବା ଧାନକ୍ଷେତ ଦେଖିବାକୁ ସକାଳ…

ଡାକ୍ତରଖାନାରେ ତାଲା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ମେଡିକାଲ୍‌ ବାହାରେ ରୋଗୀ ସେବା ଚାଲିଛି। ଗତକାଲି ରାତିରୁ ମେଡିକାଲ୍‌ର ୪ଟି ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ଥାନୀୟ ଲୋକେ ତାଲା ପକାଇ ଦେଇଛନ୍ତି। ଫଳରେ ଉଭୟ ରୋଗୀ ଓ ଡାକ୍ତର ଡାକ୍ତରଖାନା ଭିତରକୁ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟ୍ରକ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଶିଉଳା ଛକ ଠାରେ ଏକ ଟ୍ରକ ଓଲଟି ପଡିଥିବା ସୂଚନା ମିଳିଛି। ପଥର ବୋଝେଇ କରି ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବର ଗଛରେ ପିଟି ହୋଇଯାଇଥିଲା। ଯାହା ଫଳରେ ଟ୍ରକର ଡ୍ରାଇଭର ରଞ୍ଜନ ସ୍ୱାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି। ଡ୍ରାଇଭରଙ୍କ ଘର…

ନିଜ ପୁରୁଷ ବନ୍ଧୁଙ୍କ ଉପରେ ଅଭିଯୋଗ…

ଭୁବନେଶ୍ବର : ବିଗବସ୧୩ ସିଜିନରେ ଲୋକଙ୍କ ପ୍ରିୟ ଧାରାବାହିକର କଳାକାର ନଜର ଆସିଛନ୍ତି । ଏବଂ ବଲିଉଡ଼ ଅଭିନେତା ସଲମାନ ଖାଁ ଏହି ଶୋ ଟିକୁ ପରିଚାଳନା କରୁଛନ୍ତି । ଦର୍ଶକ ମାନେ ଶୋ'ଟିକୁ ବହୁତ ଉପଭୋଗ କରୁଛନ୍ତି । ଏଥର ସୋ' ରେ ପ୍ରତିଯୋଗୀ ମାନଙ୍କ ଭିତରେ ଲଭ ଟ୍ରାଇଙ୍ଗଲ ଦେଖିବାକୁ ମିଳିଛି । ପ୍ରତିଯୋଗୀ…

ଅନୁଗୁଳ ଗାନ୍ଧିମାର୍ଗରେ ଗୁଣ୍ଡାରାଜ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗରେ ଦିନକୁ ଦିନ ଦୁବୃର୍ତ୍ତଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଜଣେ ଫାଇନାନ୍ସ କମ୍ପାନୀର ରିକଭରି ଏଜେଂଟକୁ ନିସ୍ତୁକ ମାଡ ମାରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଏହି ଏଜେଂଟ ଜଣଙ୍କ। ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି। ଘଟଣା ଅକ୍ଟୋବର…