Odisha Link
Bridging the Missing Links in Odisha
Daily Archives

October 12, 2019

ମୋ ସରକାରକୁ ଡ଼ାକ୍ତର ବାବୁଙ୍କ ଉପହାସ

ଭୁବନେଶ୍ବର: ମୋ ସରକାରକୁ ଡ଼ାକ୍ତର ବାବୁ ଉପହାସ କରିଥିବା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ପ୍ରସବ। ହସ୍ପିଟାଲକୁ ଆସୁଥିବା ସବୁ ରୋଗୀ ଉତ୍ତମ ସେବା ପାଇବେ କେହି ଜଣେ ନିରାଶ ହୋଇ ଫେରିବେନି। ଏଥିପାଇଁ ଚାଲିଛି ସରକାରଙ୍କ ମହତ୍ୱକାଂକ୍ଷୀ ଅଭିଯାନ ମୋ ସରକାର। କିନ୍ତୁ ଏଠି ଖୋଦ୍ ଡ଼ାକ୍ତର…

ଜିରୋ-ଏଫ କାର୍ଯ୍ୟକ୍ରମ ପ୍ରସ୍ତୁତି

କଟକ: ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପିଲା ଫେଲ ହୋଇଥିାନ୍ତି। ହେଲେ ଆଗକୁ ଯେପରି କେହି ଫେଲ ନହେବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ କଟକ ଜିଲ୍ଲାରେ ମିଶନ ଜିରୋ-ଏଫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ସବୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚିଠି…

ଦାଦନ ରୋକିବ ସ୍ୱତନ୍ତ୍ର ସ୍କ୍ୱାଡ…

ଭୁବନେଶ୍ୱର: ଦାଦନ ଚାଲାଣ ରୋକିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ। ଦାଦନ ଚାଲାଣ ରୋକିବା ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଡିଜିପି ବି.କେ ଶର୍ମା। ତାଙ୍କ ସୂଚନା ଅନୁଯାୟୀ ୨ ଦିନରେ ୪୧ ଦାଦନ ସର୍ଦ୍ଧାରଙ୍କୁ ଗିରଫ କରାଯାଇଥିବାବେଳେ ମୋଟି ୧୧ଟି ମାମାଲା ରୁଜୁ କରାଯାଇଛି। ବଲାଙ୍ଗିରେ ୨୫ ଓ…

ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାଁର…

ଯାଜପୁର: ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣେ ହୋମଗାର୍ଡଙ୍କୁ ଧମକ ଓ ତାଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗରେ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାଶଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବରୀ ଥାନାରେ…

ଭୁବନେଶ୍ୱର ଆରଟିଓ ଅଫିସ ଆଗରେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟବିହାରସ୍ଥିତ ଆରଟିଓ ଅଫିସ ଆଗରେ ଉତ୍ତେଜନା ଦେଖାଯାଇଛି। ଆରଟିଓ ଅଫିସ ବନ୍ଦ ଥିବାରୁ ଜନସାଧାରଣ ତାତିଛନ୍ତି। ଏନେଇ କାଗଜପତ୍ର କାମ ପାଇଁ ଆସିଥିବା ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ପରେ ଆରଟିଓ ସଫେଇ ଦେଇ କହିଛନ୍ତି ଯେ, ଦ୍ୱିତୀୟ ଶନିବାର ଥିବାରୁ…

ଦ୍ବିପାକ୍ଷିକ ସମ୍ପର୍କରେ ନୂଆ ଯୁଗ ଆଣିବ:…

ଚେନ୍ନାଇ: ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ହୋଇଥିବା ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକ ଶେଷ ହୋଇଛି। ବୈଠକରେ ମୋଦି କହିଥିଲେ ଯେ, ବର୍ତ୍ତମାନ ଭାରତ ଏବଂ ଚୀନ ଦୁଇ ଅର୍ଥନୈତିକ ସୁପର ପାୱାର। ପୂର୍ବ ବୈଠକରେ ଆମେ ଭଲ ସମ୍ପର୍କ ରଖିବାକୁ କଥା ହୋଇଥିଲେ।…

ବିଦ୍ୟୁତ ଆଘାତରେ ଧାମରା ଆଦାନୀ କମ୍ପାନୀର…

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ଆଦାନୀ କମ୍ପାନୀର ସାର ଗୋଦାମରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କମ୍ପାନୀର ତିନିଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଗତକାଲି ନାଇଟ ସିଫଟରେ କାମକରୁଥିବା ବେଳେ ଏହି ଅଘଟଣ…

ଆତିଥ୍ୟରେ ମୁଁ ଅଭିଭୂତ: ଜିନ୍‌ପିଙ୍ଗ

ଚେନ୍ନାଇ: ଭାରତକୁ ଆସି ମୁଁ ବହୁତ ଖୁସି। ଏଥିସହିତ ଆପଣଙ୍କ ଆତିଥ୍ୟରେ ମୁଁ ଅଭିଭୂତ। ଏହା ମୁଁ ଏବଂ ମୋର ସାଥୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଏପରି କହିଛନ୍ତି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ…

ପୁରୀ: ରଥଯାତ୍ରା ପୂର୍ବରୁ ସରିବ ନବୀକରଣ…

ଭୁବନେଶ୍ବର: ଶ୍ରୀକ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ନଭେମ୍ବର ମାସରୁ ଶ୍ରୀକ୍ଷେତ୍ରର ନବୀକରଣ ପ୍ରକଳ୍ପରେ ପ୍ରସ୍ତାବିତ ଶ୍ରୀସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ପୂର୍ତ୍ତବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ପ୍ରାୟ ୩୭…

ଗୋରୁ ଚାଲାଣ ବେଳେ ୬ଟି ଟ୍ରକ୍ ଜବତ; ୩…

ଢେଙ୍କାନାଳ: ଢେଙ୍କାନାଳ ନିତ୍ୟାନନ୍ଦପୁରରେ ୬ଟି ଗୋରୁ ବୋଝେଇ ଟ୍ରକ୍ ଜବତ କରାଯାଇଛି। ୬ଟି ଟ୍ରକରୁ ହଜାରରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରକୁ ଗୋରୁ ଚାଲାଣ ହେବାର ସୂଚନା ପାଇ ରାଜ୍ୟ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରିଥିଲା। ପୋଲିସର ଚଢାଉ ବେଳେ ଗୋରୁ ମାଫିଆ ପୋଲିସ ଉପରକୁ…