Odisha Link
Bridging the Missing Links in Odisha
Daily Archives

October 12, 2019

ଠାବ ହେଲା ହାତୀର ଗଳିତ ମୃତଦେହ

ଢେଙ୍କନାଳ: ଢେଙ୍କନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି। ହାତୀଟିର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀ ମୃତ୍ୟୁର…

ସମୁଦ୍ରରେ ବୁଡି ଯାଉଥିବା ସାଙ୍ଗକୁ…

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ପେଣ୍ଠ ନିକଟରେ ସମୁଦ୍ରକୁ ଗାଧୋଉଥିବା ବେଳେ ଜଣେ ଛାତ୍ର ବୁଡ଼ି ଯାଇଥିଲେ। ନିକଟରେ ଗାଧୋଉଥିବା ତାଙ୍କର ଜଣେ ସାଙ୍ଗ ବୁଡ଼ିଯାଉଥିବା ଛାତ୍ରଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ପ୍ରତି…

ଯୁବତୀଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଲେ…

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଆକାଣ୍ଟରୁ ଲୁଟ ହୋଇଛି। ଡିଟିଡିସି କୋରିଅର କମ୍ପାନୀ ନାଁରେ ଯୁବତୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ୟୁପିଆଇ ଆଇଡି ଦ୍ୱାରା ପେଟିଏମ ଆକାଉଣ୍ଟ ମାଧ୍ୟମରେ ଯୁବତୀଙ୍କ ଆକାଉଣ୍ଟରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ମିଳିଥିବା…

ସମୁଦ୍ର କୂଳରେ ଅଳିଆ ଗୋଟାଇଲେ ମୋଦି,…

ଚେନ୍ନାଇ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି। ଦୁଇ ବିଶ୍ବ ନେତାଙ୍କ ମଧ୍ୟରେ ତାମିଲନାଡୁର ମହାବଲୀପୁରମର କାଭେ ରିସୋର୍ଟରେ ଦ୍ୱିପାକ୍ଷିକ ଅର୍ଥନୀତିକ ସମ୍ମିଳନୀ ଆରମ୍ଭ ହୋଇଛି। ଏହା ପୂର୍ବରୁ…

ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ୍…

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲିଲେ ଦୁର୍ବୃତ। ଅଭିଯୋଗ ହୋଇଛି କେହି ଦୁର୍ବୃତ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଏହାର ଦୁରୂପଯୋଗ କରିଛନ୍ତି। ଏପରିକି ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକଙ୍କଠୁ…

ଶବକୁ ମିଳିଲାନି କାନ୍ଧ

ନବରଙ୍ଗପୁର: ଦୀର୍ଘ ଦିନ ଧରି ଗାଁରେ ବିବାଦ ଲାଗିରହିଥିଲା। ତେବେ ବିବାଦ ପାଇଁ ଶେଷରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧ ଦେବାକୁ ବି କେହି ଆସିଲେନି। ଅନ୍ୟ ଉପାୟ ନ ପାଇ ନିଜ ମାଙ୍କର ମୃତଦେହକୁ ମଶାଣି ଯାଏଁ ସାଇକେଲରେ ବୋହିନେଲେ ଦୁଇ ଭାଇ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ…

ଭୁବନେଶ୍ବରରେ ଆଜିଠୁ ଆର୍‌ଏସ୍‌ଏସ୍‌ର…

ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ଚାଲିବ। ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ର ସଂଘ ଚାଳକ ମୋହନ ଭାଗବତ ଯୋଗଦେଉଛନ୍ତି। କାର୍ଯ୍ୟକ୍ରମରେ ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ,…

ଲୋକସଭା ଭବନରେ ଲାଗିଲା ନିଆଁ

ଭୁବନେଶ୍ବର: ଲୋକସଭା ଭବନର କେୟାର ଟେକର ରୁମ୍‌ରେ ନିଆଁ ଲାଗି ଯାଇଛି। ଆଜି ସକାଳ ପ୍ରାୟ ୯ ବେଳେ ନିଆଁ ଲାଗିଥିବା ସୂଚନା ମିଳିଛି। ୪୫ ମିନିଟ୍‌ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଜଣାପଡ଼ିନାହିଁ।

ତିନି ଛାତ୍ରଙ୍କ ଉପରେ ମାଡିଗଲା ହାଇଓ୍ବା

ପାରାଦୀପ: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ନିକଟ ବରେଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିନି ଜଣ ଛାତ୍ରଙ୍କ ଉପରେ ଚଢିଯାଇଛି ହାଇଓ୍ବା ଟ୍ରକ। ଘଟଣାସ୍ଥଳରେ ଜଣଙ୍କର ମୄତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା…

ସାବେରୀ ନଦୀରେ ବୁଡିଗଲା ଡଙ୍ଗା, ୩ ନିଖୋଜ

ମାଲକାନଗିରି: ମାଲକାନଗିରି ସାବେରୀ ନଦୀରେ ବୁଡିଗଲା ଡଙ୍ଗା ବୁଡ଼ିଯିବା ଫଳରେ ୩ଜଣ ନିଖୋଜ ହୋଇଛନ୍ତି। ଛତିଶଗଡ଼ରୁ ଫେରିବା ବେଳେ ଡଙ୍ଗାଟି ବୁଡିଯାଇଥିବା ଜଣାପଡିଛି। ସମସ୍ତେ ମାଲକାନଗିରି ନିଲିବାରି ଗାଁର ଗୋଟିଏ ପରିବାରର ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ସେମାନେ ଡଙ୍ଗା ସାହାଯ୍ୟରେ ଛତିଶଗଡ଼ ନିଜ…