Odisha Link
Bridging the Missing Links in Odisha
Daily Archives

October 13, 2019

ଅଯୋଧ୍ୟାରେ ଲାଗିଲା ୧୪୪ ଧାରା

ନୂଆଦିଲ୍ଲୀ: ଅଯୋଧ୍ୟାରେ ୧୪୪ ଧାରା ଲାଗୁ। ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌। ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦକୁ ନେଇ ଏହି ଶୁଣାଣି ହେବ। ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା…

ବିଜେଡି ପାଇଁ ପ୍ରଚାର କରିବେ ଅଶୋକ

ବିଜେପୁର: ବିଜେପୁର ଉପନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରିବେ ବିଜେପି ଛାଡିଥିବା ନେତା ଅଶୋକ ପାଣିଗ୍ରାହୀ। ଏନେଇ ଖୋଦ ଅଶୋକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। କର୍ମୀଙ୍କ ମତାମତ ନେବା ପରେ ସେ ଏପରି ନିଷ୍ପତ୍ତି…

ଗୀତ ଗାଇଲେ ବିଜେଡି ନେତା, ଦେଖନ୍ତୁ…

ତିର୍ତୋଲ: ସାରା ରାଜ୍ୟରେ ଏବେ ବିଜେପୁର ଉପନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଥିପାଇଁ ତିନି ପ୍ରମୁଖ ରାଜନୈିତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ବିଜେଡି ନେତା ଗୀତ ଗାଇବା ଏବେ ଆଉ ଏକ ଚର୍ଚ୍ଚା ହୋଇଛି। ବିଜେଡି ନେତା ଗୀତ ଗାଇବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତୋଲ…

ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ହାରକୁ…

ଓ୍ୱାଶିଂଟନ: ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ହାର ଆକଳନ କରିଛି। ବିଶ୍ବବ୍ୟାଙ୍କ ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିବ। ଏଭଳି ଆକଳନ କରିଛି ବିଶ୍ୱବ୍ୟାଙ୍କ। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ବେଳକୁ ଦେଶର ଅଭିବୃଦ୍ଧି ହାର ୬.୯ ପ୍ରତିଶତକୁ ବଢ଼ିବ ବୋଲି…

ଜାପାନରେ ତାଣ୍ଡବ ରିଚିଲା ସାମୁଦ୍ରିକ ଝଡ଼…

ଟୋକିଓ: ସାମୁଦ୍ରିକ ଝଡ଼ ‘ହଗିବିସ୍‌’ ଜାପାନରେ ତାଣ୍ଡବ ରଚିଛି। ଏହି ଝଡ଼ ଟୋକିଓର ଇଜୁ ଦ୍ୱୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ନିଖୋଜ ଅଛନ୍ତି। ପାଣିଘେରରେ ଅଟକି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ରବିବାର ଦିନ ଜାପାନ…