Odisha Link
Bridging the Missing Links in Odisha
Daily Archives

October 14, 2019

ମହାରାଷ୍ଟ୍ର ବିଧାନସଭା: ବିଚିତ୍ର…

ମୁମ୍ବାଇ: ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ହେବ ବିଧାନସଭା ନିର୍ବାଚନ। ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ମିଳିଛି ନାନା ରକମର ଚିହ୍ନ। ଏହି ନିର୍ବାଚନୀ ଚିହ୍ନକୁ ନେଇ ଏବେ ଜୋରସୋରରେ…

୭୨ଦିନ ପରେ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍…

ଶ୍ରୀନଗର: ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ଖୁସି ଖବର। ୭୨ ଦିନର ବ୍ୟବଧାନ ପରେ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି…

ହାତୀପଲଙ୍କ ଉତ୍ପାତ

କେନ୍ଦୁଝର: ସ୍ଥାନୀୟ ଚମ୍ପୁଆ ରେଞ୍ଜ ସୁଲୁଗୁଡ଼ା ଗ୍ରାମ ନିକଟରେ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି। ଉକ୍ତ ହାତୀପଲରେ ମୋଟ ୨୩ଟି ହାତୀ ଥିବା ଜଣାଯାଇଛି। ତେବେ ଉକ୍ତ ହାତୀପଲ ୪ଟି ଘର ଭାଙ୍ଗି ଦେଇଥିବା ବ୍ୟାପକ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଏନେଇ ଖବର ପାଇ ବନ ବିଭାଗ ଟିମ ହାତିପଲକୁ ଘଉଡ଼ାଇବାକୁ…

ବୋମା ଫୁଟି ମହିଳା ଗୁରୁତର

ପୁରୀ: ବ୍ରହ୍ମଗିରିରେ ବୋମା ଫୁଟି ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକୀର୍ତି ଗ୍ରାମର କୁନ୍ତଳା ପରିଡା ଆଜି ମଂଦିର ନିକଟରେ ପଡିଥିବା ଏକ…

ଜମି ପାଇଁ ହଣାକଟା, ଚାଲିଗଲା ଜଣଙ୍କର…

ଜଳେଶ୍ୱର: ସ୍କୁଲ ଜମି ବିବାଦରୁ ସଂଘର୍ଷ ଘଟି ଜଣକର ମୃତୁ୍ୟ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କଟ୍ରାମାହାଲ ଗ୍ରାମରେ ଏହି ଘଟଣା ଘଟିଛି। ଉକ୍ତ ଗ୍ରାମରେ ଗୋଟିଏ ପରିବାର ସ୍କୁଲ ଜମିରେ ଘର ନିର୍ମାଣ କରୁଥିଲେ। ଯାହାକୁ ଗ୍ରାମବାସୀ ବିରୋଧ କରିବାକୁ…

‘ମନ୍ତ୍ରୀ ସବୁ କୁଆଡ଼େ ଗଲେ’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବହୁ ସଚିବ 'ମୋ ସରକାର' କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଛନ୍ତି। ଲୋକମାନଙ୍କୁ ସଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି। ତେବେ ସଚିବମାନଙ୍କ ଏଭଳି ଗସ୍ତକୁ କଂଗ୍ରେସ ନେତା ସୁର ରାଉତରାୟ କରିଛନ୍ତି କରିଛନ୍ତି।…

ଆତଙ୍କବାଦ ବିରୋଧରେ ନୂଆ ରଣନୀତି…

ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ। ସେ ଏହି ବୈଠକରେ ଯୋଗ ଦେଇ ଆତଙ୍କବାଦ ବିରୋକ୍ଷରେ ଲଢ଼ିବା ପାଇଁ ନୂଆ ରଣନୀତି ଆବଶ୍ୟକ ରହିଛି ବୋଲି କହିଛନ୍ତି।…

ସିଡିଏମଓଙ୍କ ପାଇଁ ବାହାରିଲେ ବିଧାୟିକା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସିଡିଏମଓ ପଙ୍କଜ ପଟେଲ ସସପେଣ୍ଡ ହେବା ଘଟଣାର ନୂଆ ମୋଡ। ସିଡିଏମଓଙ୍କ ସପକ୍ଷରେ ବାହାରିଲେ ବିଧାୟୀକା କୁସୁମ ଟେଟେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ଦେଇଛନ୍ତି ବିଧାୟିକା ଟେଟେ। ବିଧାୟିକାଙ୍କ କହିବା ଅନୁଯାୟୀ ସେ ଜଣେ ଭଲ ଡାକ୍ତର, ନିଲମ୍ବନ ପ୍ରତ୍ୟାହାର…

ଲୁଟେରା ଗାର୍ଲଫ୍ରେଣ୍ଡ

କଟକ: ଗୁରୁଡ଼ିଝାଟିଆ ଲୁଟ ଓ ହତ୍ୟା ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଏନକାଉଣ୍ଟରରେ ଆହତ ଅଜୟ ସାହୁର ଗାର୍ଲଫ୍ରେଣ୍ଡକୁ ପୁଲିସ ଗିରଫ କରିଛି। ଏହାଛଡ଼ା ଅଜୟର ଗାର୍ଲଫ୍ରେଣ୍ଡଙ୍କ ମାଆ ଓ ଭଉଣୀକୁ ମଧ୍ୟ ପୁଲିସ ଗିରଫ କରିଛି। କମିଶନରେଟ ପୁଲିସ ମୋଟ ୩ ଜଣଙ୍କୁ ଗିରଫ କରିଛି। ଲୁଟରେ ଅଜୟକୁ ସହଯୋଗ…

ଏନଆଇଏ ଡିଜିଙ୍କ ବଡ଼ ବୟାନ, ଓଡ଼ିଶାରେ…

ନୂଆଦିଲ୍ଲୀ: ଆଜି ଭାରତରେ ବାଙ୍ଗଲାଦେଶୀ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ବଡ ବୟାନ ଦେଇଛନ୍ତି ଏନଆଇଏ ଡିଜି ଯୋଗେଶ ମୋଦି। ସେ କହିଛନ୍ତି ଯେ, ବାଙ୍ଗଲାଦେଶୀ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦିନ୍ ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି। ବିଶେଷ କରି ଓଡ଼ିଶା, ଆସାମ ଓ ଝାରଖଣ୍ଡରେ ବାଲାଂଦେଶୀ…